ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳୁ ମୋତେ ଟ୍ରୋଲ କରନ୍ତି: ପୁନମ୍
ବମ୍ବେ: ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳେ ମୋତେ ଟ୍ରୋଲ କରନ୍ତି। କିଛି ଏଭଳି ଢଙ୍ଗରେ ନିଜର ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଯେଉଁମାନେ ଅଙ୍ଗ ପ୍ରଦର୍ଶନ କରୁଛନ୍ତି ବୋଲି ନିଲ୍ଲଜ କୁହନ୍ତି, ସେମାନଙ୍କୁ ପାଲଟା…
କହୁ କହୁ କହିଦେଲେ କରିନା
ବମ୍ବେ: କହୁ କହୁ କହିଦେଲେ କରିନା କପୁର ଖାନ୍। ମେହବୁବ୍ ଷ୍ଟୁଡିଓ ବାହାରେ ଅଭିନେତ୍ରୀ କାଜୋଲଙ୍କ ସହ ତାଙ୍କର ଦେଖା ହୋଇଥିଲା। ଉଭୟ କିଛି ସମୟ ଧରି ପରସ୍ପର ସହ କଥା ହୋଇଥିଲେ। ଏହି ସମୟରେ କଥା କଥାରେ କରିନା କରିସ୍ମାଙ୍କୁ…
କମେଡିଆନ ନ ହୋଇଥିଲେ ଡକାୟତ ହୋଇଥାଆନ୍ତେ କପିଲ ଶର୍ମା !
ମୁମ୍ବାଇ: କମେଡିଆନ୍ କପିଲ ଶର୍ମାଙ୍କର ବଲିଉଡରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଥିବା ତାଙ୍କ କମେଡି ଶୋ’ରେ ଆସୁଥିବା ଅତିଥିମାନେ ହସି ହସି ବେହାଲ ହୁଅନ୍ତି । ଅସଲରେ କପିଲ ତାଙ୍କ କମେଡି ଶୋ’ରେ…
ଆସନ୍ତା ବର୍ଷ ଇଦ୍ରେ ରିଲିଜ୍ ହେବ ‘ଟାଇଗର ୩’
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ର ରିଲିଜ୍ ତାରିଖକୁ ଅପେକ୍ଷାର ସହ ରହିଛନ୍ତି ଦର୍ଶକ। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୌଫ ନଜର ଆସିବେ। ଅନେକ ଦିନ ପରେ ଏହି ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ।…
ପ୍ରେମିକାଙ୍କୁ ପିଜା, ପାସ୍ତା ପଠାଇଲେ ହ୍ରିତିକ
ମୁମ୍ବାଇ: କିଛି ସପ୍ତାହ ପୂର୍ବରୁ ହ୍ରିତିକ ରୋଶନ ଏବଂ ସବା ଆଜାଦଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେବେଠାରୁ ପ୍ରଶଂସକମାନେ ଅନୁମାନ କରିଥିଲେ ଯେ, ହ୍ରିତିକ-ସବାଙ୍କ ଭିତରେ କିଛି ଚାଲିଛି। ଏପରିକି ଦୁଇଜଣ ଏକାଠି ବୁଲିବା, ଖାଇବା, ପିଇବାର ଫଟୋ ମଧ୍ୟ ଅଧିକାଂଶ…
ଏହି କୁନି ଝିଅ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ, ଚିହ୍ନିଲେ ଦେଖି
ମୁମ୍ବାଇ: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର ସେଲିବ୍ରିଟିଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ଯେଉଁ ଫଟୋକୁ ସେମାନଙ୍କ ପ୍ରିୟ ପ୍ରଶଂସକମାନେ ଚିହ୍ନିପାରନ୍ତି ନାହିଁ।…
ବାପା ହେଲେ ଆଦିତ୍ୟ ନାରାୟଣ
ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। ଦୁହେଁ ଏବେ…
ଶନାୟା କପୁରଙ୍କୁ ଲଞ୍ଚ କରୁଛନ୍ତି କରନ
ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ବେଧଡକ’ର ପୋଷ୍ଟର ରିଲିଜ୍ ହୋଇଛି । ଶନାୟା କପୁରଙ୍କୁ ବଲିଉଡ କିଙ୍ଗ କରନ ଜୋହର ଲଞ୍ଚ କରିବାକୁ ଯାଉଛନ୍ତି ।…
ଫିଲ୍ମ ‘ରାଧେଶ୍ୟାମ’କୁ ନେଇ ଏମିତି କହିଲେ ରଶ୍ମିକା
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ତେବେ ଅଭିନେତ୍ରୀଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରୁ ବାହାରକୁ ଯାଉଥିବା…
ବିବାହକୁ ନେଇ ଏମିତି କହିଲେ ପ୍ରଭାସ
ସାଉଥ ସିନେମାର ସୁପରଷ୍ଟାର ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହାସହ ପ୍ରଭାସ ନିଜ ବିବାହକୁ ନେଇ ସର୍ବଦା ଆଲୋଚନାରେ ଥାନ୍ତି। ୪୨ ବର୍ଷ ବୟସରେ ମଧ୍ୟ ସେ ସିଙ୍ଗଲ୍ ଅଛନ୍ତି। ନିକଟରେ ଏକ…
ମେ’ରେ ରିଲିଜ୍ ହେବ ‘ଜୟେଶ ଭାଇ ଜୋରଦାର’
ମୁମ୍ବାଇ: ବଲିଉଡର କପିଲ ଦେବ ଅର୍ଥାତ୍ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ତାଙ୍କ ଅପ କମିଂ ଫିଲ୍ମ ‘ଜୟେଶ ଭାଇ ଜୋରଦାର’ର ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ।…
ଟ୍ରାକ୍କୁ ଫେରୁଛନ୍ତି ରିୟା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦୀର୍ଘଦିନ ପରେ ଧିରେ ଧିରେ ଟ୍ରାକ୍କୁ ଫେରୁଥିବା ଜଣାପଡ଼ିଛି। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ରିୟା ଅନେକ ବିବାଦ ଘେରରେ ଥିଲେ। ତେବେ ବର୍ତ୍ତମାନ ରିୟା ସୋସିଆଲ ମିଡିଆରେ ଆକ୍ଟିଭ୍…
Archives


