ବାପା ହେଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। ଦୁହେଁ ଏବେ ମା’-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫେବୃୟାରୀ ୨୪ରେ ସେମାନେ ମୁମ୍ବାଇର ଏକ ନର୍ସିଂହୋମରେ ସେମାନଙ୍କର ପ୍ରଥମ କନ୍ୟା ସନ୍ତାନକୁ ସ୍ବାଗତ କରିଥିଲେ। ଏନେଇ ଆଦିତ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଦୁହେଁ ଏବେ ବେଶ୍‌ ଖୁସି ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ହେଉଛି ଭାଇରାଲ: ପ୍ରଶଂସକ କହିଲେ ଏମିତି

ଟିଭି ପରଦାର ସବୁଠୁ ହିଟ ଶୋ ‘ନାଗିନର’ରେ ଅଭିନୟ କରୁଥିବା ଅଭିନେତ୍ରୀ ସୁରଭୀ ଜ୍ୟୋତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ସୁରଭୀ ସୋସିଆଲ ମିଡିଆରେ...

କ୍ୟାଟ୍ରିନାଙ୍କ ବିଷୟରେ ଏମିତି କହିଲେ ଦିଅର

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ କୌଶଲ ପରିବାରର ବୋହୂ। କୌଶଲ ପରିବାରକୁ ଆସିବା ପରେ କେବଳ କ୍ୟାଟ ନୁହେଁ, ତାଙ୍କ ଶାଶୁ, ଶ୍ୱଶୂର ଏବଂ...

ଓ୍ବେବ ସିରିଜ୍‌ ‘ତାଣ୍ଡବ’ରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୧୯।୧: ଆମାଜନ ପ୍ରାଇମରେ ଗତ ଶୁକ୍ରବାର ରିଲିଜ ହୋଇଥିବା ଓ୍ବେବ ସିରିଜ୍‌ ‘ତାଣ୍ଡବ’ର କିଛି ଦୃଶ୍ୟ ଓ ଡାଇଲଗରେ ପରିବର୍ତ୍ତନ କରାଯିବ। ଏ ନେଇ ନିଷ୍ପତ୍ତି...

କମେଡିଆନରୁ ଡେଲିଭରି ବୟ

ମୁମ୍ବାଇ: କପିଲ ଶର୍ମା କହିଲେ ବୁଝାଏ କମେଡି । କମେଡିଆନ କପିଲ ଶର୍ମା ଦେଶର ପ୍ରତି ଘରେ ବେଶ ପରିଚିତ । ଏବେବି ଏକ ଘରୋଇ...

ନ୍ୟୁଡ ଫଟୋ ଭାଇରାଲ ପରେ ରଣବୀରଙ୍କୁ ପୋଷାକ ଦେଲେ ଲୋକେ

ବଲିଉଡ୍‌ ଅଭିନେତା ରଣବୀର ସିଂ ମାଗାଜିନ ପାଇଁ ନ୍ୟୁଡ ଫଟୋଶୁଟ୍‌ କରି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ନ୍ୟୁଡ ଫଟୋ ପାଇଁ କେତେକ ତାଙ୍କୁ ପ୍ରଶଂସା...

ଟାଇଟ୍‌ ଡ୍ରେସ୍‌ ପିନ୍ଧି ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ଭାଇରାଲ ହେଉଛି ଫଟୋ

ଫ୍ୟାଶନ ସେନ୍ସ ଭଲ ହେବା ଠିକ୍‌। କିନ୍ତୁ ଏହି ଫ୍ୟାଶନ ବେଳେ ବେଳେ ଲୋକଙ୍କୁ ଅପମାନିତ କରାଇବା ଏପରିକି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ମଧ୍ୟ କଥା...

ବିୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଶୋ’ରେ ନଜର ଆସିବେ ଭିକି

ମୁମ୍ବାଇ: ଅଭିନେତା ଭିିକି କୌଶଲ ଆଡଭେଞ୍ଚର ଶୋ’ରେ ବିୟର ଗ୍ରିଲ୍ସଙ୍କ ସହ ନଜର ଆସିବେ। ବଲିଉଡ୍‌ ଅଭିନେତା ଅନିଲ କୁମାର, ଅକ୍ଷୟ କୁମାର, ଅଜୟ ଦେବଗନଙ୍କ...

ରିଲିଜ୍‌ ହେଲା ‘ମର୍ଦାନୀ-୨’ର ଆକ୍ସନ ଟ୍ରେଲର୍‌

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ମଚ୍‌ ଆଓ୍ବେଟେଡ୍‌ ଫିଲ୍ମ ‘ମର୍ଦାନୀ-୨’ର ଆକ୍ସନ୍‌ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏଥିରେ ରାଣୀ ଜଣେ ବଳାତ୍କାରୀଙ୍କୁ ଖୋଜୁଥିବା ଦେଖାଯାଇଛି। ଯେଉଁ ବଳାତ୍କାରୀ...

Advertisement
Archives

Model This Week