ମନୋରଞ୍ଜନ

ଡେବ୍ୟୁ କରିବା ପୂର୍ବରୁ ଚର୍ଚ୍ଚାରେ ସଞ୍ଜୟ କପୁରଙ୍କ ଝିଅ

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । କଥା ହେଲା ସେ ଏକ ବ୍ରାଣ୍ଡ ନ୍ୟୁ ଲକଜରି ଅଡି କ୍ୱି୭ ଗାଡି କ୍ରୟ କରିଛନ୍ତି । ଯାହାର ଫଟୋ…

କେବଳ ବିବାହିତ ସେଲିବ୍ରିଟି ନୁହେଁ, ଡାକ୍ତରଙ୍କ ପ୍ରେମରେ ବି ପଡିଥିଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତ ତାଙ୍କ ବେକାକୁ ବୟାନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରୁହନ୍ତି ତାଙ୍କ ପର୍ସନାଲ ଆଫେୟାର୍ସକୁ ନେଇ । ପ୍ରଥମେ ଏହି ନାୟିକାଙ୍କ ନାମ କେତେଜଣ ବିବାହିତ ସେଲିବ୍ରିଟିଙ୍କ ନାମ ସହ…

ସଲମାନଙ୍କ ବିରୋଧରେ ସମନ, ଏପ୍ରିଲ ୫ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୨୩।୩: ପୁଣି ଥରେ ବିବାଦ ମଧ୍ୟକୁ ଆସିଛନ୍ତି ଦବଙ୍ଗ ଖାନ୍‌ । ବର୍ତ୍ତମାନ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସଲମାନଙ୍କୁ ପୁଣି ଥରେ କୋର୍ଟରେ ହାଜର ହେବାକୁ ପଡିପାରେ। ଚାରି ବର୍ଷ ପୂର୍ବରୁ ସଲମାନ ଏବଂ…

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ନାଗାଙ୍କୁ ଅନ୍‌ଫଲୋ କଲେ ସାମନ୍ଥା

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ତେବେ ନିକଟରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଯାଇଥିବା ଘଟଣା ସେମାନଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା। ଏବେ…

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅଜୟ ଦେବଗନ

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ସୁଦ୍ଧା ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି…

ମଲାଇକାଙ୍କ ପ୍ରେରଣା ଅର୍ଜୁନ

ମୁମ୍ବାଇ: ବି’ ଟାଉନ୍‌ରେ ଫିଟ୍‌ନେଶ୍‌ କଥା ଉଠିଲେ ଆଖି ଆଗକୁ ଚାଲିଆସନ୍ତି ମଲାଇକା ଅରୋରା। ୪୮ ବର୍ଷୀୟା ମଲାଇକା ନିଜ ଫିଟ୍‌ନେଶ୍‌ ଓ ଜିରୋ ଫିଗର୍‌ ପାଇଁ ଜଣାଯାଉଥିବାବେଳେ ଏଥିଲାଗି ସେ ତାଙ୍କର ସବୁ ଶ୍ରେୟ ବୟଫ୍ରେଣ୍ଡ ଅର୍ଜୁନଙ୍କୁ ଦେଇଛନ୍ତି। ମଲାଇକା…

ଆଲିଆଙ୍କ ସମ୍ପତ୍ତି କେତେ ଜାଣନ୍ତି…

ବମ୍ବେ: ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ଜଣେ ଆଗଧାଡ଼ିର ନାୟିକା। ୨୦୧୨ରୁ ଏବେ ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ସେ। ପ୍ରତିଟି ଚରିତ୍ରକୁ ପରଦାରେ ନିଖୁଣ ଭାବେ ପରିପ୍ରକାଶ…

ଡିଭାଇଡର୍‌ରେ ପିଟି ହୋଇ ଓଲଟିଲା କାର୍‌,ଅଭିନେତ୍ରୀଙ୍କ ମୃତ୍ୟୁ

ଚେନ୍ନାଇ: ସଡ଼କ ଦୁର୍ଘଟଣାରେ ଚାଲିଗଲା ତେଲୁଗୁ ଅଭିନେତ୍ରୀ ଗାୟତ୍ରୀଙ୍କ ଜୀବନ। ଓ୍ବେବ୍‌ ସିରିଜ୍‌ ‘ମ୍ୟାଡମ୍‌ ସାର୍‌ ମ୍ୟାଡ୍‌ମ୍‌ ଆନ୍ତେ’ ଜରିଆରେ ବେଶ୍‌ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତ୍ରୀ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ଏବେ ତାଙ୍କ ମୃତ୍ୟୁକୁ…

ପିଲାଦିନୁ ଗାୟିକା ହେବାକୁ ଚାହୁଁଥିଲେ ଧ୍ୱନି ଭାନୁଶାଳି

ମୁମ୍ବାଇ: ଖୁବ୍ କମ୍ ବୟସରେ ବଲିଉଡ ଦୁନିଆରେ ନିଜର ସୁମଧୁର ସ୍ୱରକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧ୍ୱନି ଭାନୁଶାଳି(Dhvani Bhanushali) । ୨୨ ମାର୍ଚ୍ଚ ୧୯୯୮ରେ ମୁମ୍ବାଇରେ ଜନ୍ମ ନେଇଥିବା ଏହି ଗାୟିକା ମୁମ୍ବାଇରେ ହିଁ ପାଠ…

ସୂର୍ଯ୍ୟବଂଶୀ, ସ୍ପାଇଡରମ୍ୟାନକୁ ପଛରେ ପକାଇ ୨୦୦ କୋଟି କ୍ଲବରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଦ୍ୱିତୀୟ ସପ୍ତାହରେ ବି ତା’ର ଦବଦବା ବଜାୟ ରଖିଛି । ଫିଲ୍ମ ପ୍ରତିଦିନ ଯେଉଁ ବ୍ୟବସାୟ କରୁଛି ସେଥିରେ ପୁରୁଣା ରେକର୍ଡକୁ ଭାଙ୍ଗି ଚାଲିଛି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ…

ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବିଗ୍‌ ବସ୍‌ ସିଜିନ୍‌ ୮ର ପ୍ରତିଯୋଗୀ, ମଡେଲ ତଥା ରାହୁଲ ମହାଜନଙ୍କ ପୂର୍ବତନ ସ୍ତ୍ରୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବରକୁ ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ରୋହିତ ରୟ…

ଫିଲ୍ମର ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ‘ଆର୍‌ଆର୍‌ଆର୍‌’ର ଟିମ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଆସନ୍ତା ୨୫ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ରାମ ଚରଣ, ଜୁନିଅର ଏନଟିଆର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହାର ସଫଳତା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri