‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’
ଲସ୍ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍ ଅଭିନେତା ଓ୍ବିଲ ସ୍ମିଥ୍ ଷ୍ଟେଜ ଉପରେ ମୁଥା ମାରିବା ଘଟଣା ଏବେ ଜଙ୍ଗଲରେ ନିଆଁ ଭଳି ବ୍ୟାପୁଛି। ଏହି ପୁରସ୍କାର ତଦାରଖ କରୁଥିବା ସଂସ୍ଥା…
ହୋଷ୍ଟ କଲେ ୩ ମହିଳା
ଲସ୍ ଏଞ୍ଜେଲ୍ସ: ଚଳିତ ବର୍ଷ ଓସ୍କାର ସମାରୋହକୁ ପ୍ରଥମ ଥର ପାଇଁ ୩ ମହିଳା ହୋଷ୍ଟ କରିଛନ୍ତି। ରେଜିନା ହଲ, ଏମି ଶ୍ଚୁମର ଏବଂ ଓ୍ବାଣ୍ଡା ସାଇକ୍ସ ୯୪ତମ ଓସ୍କାର କାର୍ଯ୍ୟକ୍ରମରେ ଅତିଥି ସତ୍କାରକ ସାଜିଥିଲେ। ଦୁଇ ବାନ୍ଧବୀଙ୍କ ସହ ଏହି…
ଦୀପିକାଙ୍କୁ ଟାଇମ୧୦୦ ଇଫେକ୍ଟ ଆୱାର୍ଡ
ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ତାଙ୍କ ଅଭିନୟ ଦୁନିଆରେ ସଫଳ ଅଭିନେତ୍ରୀ ଭାବେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ତେବେ ଦିପିକାଙ୍କ ମାନସିକ ସ୍ବାସ୍ଥ୍ୟ ସଚେତନତା ପାଇଁ ଟାଇମ୧୦୦ ଇଫେକ୍ଟ ଆୱାର୍ଡର ନିଜ ନାମରେ କରିନେଇଛନ୍ତି। ଏନେଇ ନିଜେ ଦୀପିକା ସୋସିଆଲ…
ପ୍ରଥମଥର ପାଇଁ ବାୟୋପିକରେ କାମ କରିବେ ବିଦ୍ୟୁତ
ମୁମ୍ବାଇ: ବଲିଉଡ ଆକ୍ସନ ଷ୍ଟାର ବିୁଦ୍ୟୁତ ଜାମୱାଲ ତାଙ୍କର ପ୍ରଥମ ବାୟୋପିକ ‘ଶେର ସିଂହ ରାଣା’ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ବିନୋଦ ଭାନୁଶାଳୀଙ୍କ ଦ୍ୱାରା ନିର୍ମିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନାରାୟଣ ସିଂହ । ଏହା ଏକ ଥ୍ରିଲର…
ପ୍ରତିବର୍ଷ ମାଆ ହେବାକୁ ଚାହାନ୍ତି ଭାରତି!
ମୁମ୍ବାଇ: କମେଡି କୁଇନ୍ ଭାରତିଙ୍କୁ କିଏ ବା ନ ଜାଣେ । ତାଙ୍କର ଭଲ କମିକ ଟାଇମିଂ ପାଇଁ ସେ ଦର୍ଶକଙ୍କ ନିକଟରେ ବେଶ ପରିଚିତ । ଏବେ କିନ୍ତୁ ସେ ତାଙ୍କ କମେଡିକୁ ନେଇ ଯେତିକି ପରିଚିତ ତା’ଠାରୁ ଅଧିକ…
୫୦୦ କୋଟି କ୍ଲବ୍ରେ ସାମିଲ୍ ହେଲା ‘ଆର୍ଆର୍ଆର୍’
ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍ଆର୍ଆର୍’ ୨୫ ମାର୍ଚ୍ଚରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନ ଥିବା ଭିଡ଼ ହେଦଖିବାକୁ ମିଳୁଛି। ଫିଲ୍ମଟି ବ୍ଲକ୍ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ୩ଦିନ…
ଓସ୍କାର ବିଜେତା ୱିଲ ସ୍ମିଥଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଓସ୍କାର ବିଜେତା ୱିଲ ସ୍ମିଥ ଜଣେ ସଫଳ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ରାପର୍। ତାଙ୍କ ନାମ ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ। ନିକଟରେ ଶେଷ ହୋଇଥିବା ୯୪ ତମ ଏକାଡେମୀ ପୁରସ୍କାରରେ ୱିଲ ସ୍ମିଥ…
ପ୍ରିୟଙ୍କାଙ୍କୁ ନେଇ ଏମିତି କହିଲେ ରାମଚରଣ
ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମଚରଣଙ୍କ ଅଭିନୀତ ଫିଲ୍ମ‘ଆର୍ଆର୍ଆର’ଏବେ ଚର୍ଚ୍ଚାରେ। ଏହି ଫିଲ୍ମରେ ରାମ୍ ଚରଣ ଅଲୁ ସୀତାରାମ ରାଜୁ (RRR ରେ ରାମ ଚରଣ) ଭୂମିକାରେ ଚମତ୍କାର ଅଭିନୟ କରିଛନ୍ତି। ଯାହା ପ୍ରକୃତରେ ଦେଖିବା ଯୋଗ୍ୟ। କାହା ସହିତ ରାମ…
ପିଭିଆର୍, ଆଇନକ୍ସର ମିଶ୍ରଣ
ନୂଆଦିଲ୍ଲୀ,୨୮।୩: ଦେଶର ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତର ଦୁଇ ସର୍ବବୃହତ୍ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ପିଭିଆର୍ ଲିମିଟେଡ୍ ଏବଂ ଆଇନକ୍ସ ଲିଜର ଲିମିଟେଡ୍ ମଧ୍ୟରେ ମିଶ୍ରଣ ହୋଇଯାଇଛି। ରବିବାର ଉକ୍ତ ମିଶ୍ରଣ ପ୍ରସ୍ତାବକୁ ଉଭୟ କମ୍ପାନୀର…
ଆସିବ ‘ଦ କେରଳ ଷ୍ଟୋରି’
ନୂଆଦିଲ୍ଲୀ, ୨୮।୩: କଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସ୍ରେ ରେକର୍ଡ କରିଛି। ସିନେମାଟି ବାସ୍ତବ ଘଟଣା ଉପରେ ଆଧାରିତ ହୋଇଥିବାରୁ ଲୋକେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହା ପରେ…
ଓସ୍କାର ମଞ୍ଚରେ ଝଗଡା: ସ୍ତ୍ରୀଙ୍କୁ କମେଣ୍ଟ କରିବାରୁ ଉପସ୍ଥାପକଙ୍କୁ ମୁଥ ମାରିଲେ ପ୍ରସିଦ୍ଧ ଅଭିନେତା
କାଲିଫର୍ନିଆ,୨୮।୩: ୨୦୨୨ ଓସ୍କାର ପୁରସ୍କାର ବିତରଣ ମଞ୍ଚରେ ଏକ ରୋଚକ ଘଟଣା ଘଟିଥିଲା। ପ୍ରସିଦ୍ଧ ଅଭିନେତା ୱିଲ ସ୍ମିଥ ଉପସ୍ଥାପକ କ୍ରିସ ରକ୍ଙ୍କୁ ମୁଥ ମାରିଥିଲେ। ସ୍ମିଥ୍ଙ୍କ ସ୍ତ୍ରୀଙ୍କୁ ନେଇ କମେଣ୍ଟ କରିବା ରକ୍ଙ୍କୁ ମହଙ୍ଗା ପଡିଥିଲା। ଡକ୍ୟୁମେଣ୍ଟାରୀ ଫିଚର୍ ପାଇଁ…
ଓସ୍କାର ପୁରସ୍କାର: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା
କାଲିଫର୍ନିଆ,୨୮।୩:କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ବର୍ଗରେ ‘ଦ ସମର୍ ଅଫ ସୋଲ’ ଓସ୍କାର ପାଇଛି। ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍ ଓ୍ବିଥ୍ ଫାୟାର୍’ ଏହି ବର୍ଗରେ ମନୋନୀତ ହୋଇଥିଲା।…
Archives


