ମନୋରଞ୍ଜନ

ତୃତୀୟ ସପ୍ତାହରେ ଫିଲ୍ମ ‘ଆରଆରଆର’ର ଜବରଦସ୍ତ ରେକର୍ଡ

ମୁମ୍ବାଇ: କୋମାରାମ ଭୀମ ଓ ଆଲୁରୀ ସୀତାରାମ ରାଜୁଙ୍କ ଚରିତ୍ରରେ ଅଭିନୟ କରିଥିବା ଜୁନିୟର ଏନ୍‌ଟିଆର ଓ ରାମଚରଣଙ୍କ ବେଶ୍‌ ରୋମାଞ୍ଚକର କାହାଣୀ ‘ଆରଆରଆର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦିନକୁ ଦିନ ଏହି ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିବାରେ…

ମା’ ହେବାକୁ ଯାଉଛନ୍ତି ବ୍ରିଟନି ସ୍ପିୟର୍ସ

ପ୍ରସିଦ୍ଧ ଆମେରିକୀୟ ଗାୟିକା ବ୍ରିଟନି ସ୍ପିୟର୍ସ ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମ ଯୋଗେ ସୂଚନା ଦେଇଛନ୍ତି। ନିକଟରେ ପ୍ରେମିକ ସାମ ଅସଘରୀଙ୍କ ସହ ମାଓ୍ବି ଟ୍ରିପ୍‌ରୁ ଫେରିବା ପରେ ସେ ଏହି ଖୁସି ଖବର ପ୍ରଶଂସକଙ୍କ…

ଆଡଭାନ୍ସ ବୁକିଂରେ ଆର୍‌ଆର୍‌ଆର୍‌କୁ ପଛରେ ପକାଇଲା କେଜିଏଫ୍‌-୨

ୟଶ ଷ୍ଟାରର ଫିଲ୍ମ କେଜିଏଫ୍‌-୨ ରିଲିଜ ପୂର୍ବରୁ ହିଁ ରେକର୍ଡ କରିଛି । ଫିଲ୍ମର ଆଡଭାନ୍ସ ବୁକିଂ ଆର୍‌ଆର୍‌ଆର୍‌କୁ ମଧ୍ୟ ପଛରେ ପକାଇ ଦେଇଛି। କେଜିଏଫର ଦିତୀୟ ପାର୍ଟକୁ ନେଇ ସାଉଥ ସିନେପ୍ରେମୀଙ୍କ ମଧ୍ୟରେ ପୂର୍ବର ଉତ୍ସାହ ଥିଲା। ଏବେ ଉତ୍ତର…

ମ୍ୟାଟରନିଟି ଫଟୋଶୁଟ ଶେୟାର କଲେ କାଜଲ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେଗ୍ନେସି ପିରିୟଡକୁ ଖୁସିରେ କାଟିବାକୁ ଚାହୁଁଛନ୍ତି । ସେଥିପାଇଁ ସେ କିଛି ନା କିଛି କରୁଥିବା ସବୁବେଳେ ନଜର ଆସିଛି । ସୋସିଆଲ ମିଡିଆରେ ଆକ୍ଟିଭ…

ରିଲିଜ୍‌ ପୂର୍ବରୁ ରେକର୍ଡ ଭାଙ୍ଗିଲା କେଜିଏଫ୍‌ ୨

ଫିଲ୍ମ କେଜିଏଫ୍‌ ଚାପ୍ଟର ୨ ରିଲିଜ୍‌ ପୂର୍ବରୁ ରେକର୍ଡ କରିଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ପ୍ରତୀକ୍ଷା ଶେଷ ହେବାକୁ ଯାଉଛି। କେଜିଏଫ୍‌ ଚାପ୍ଟର ୨ ଚଳିତ ସପ୍ତାହରେ ରିଲିଜ ହେଉଛି। ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ ପ୍ରଥମ ଲତା ଦିନାନାଥ ମଙ୍ଗେଶକର ପୁରସ୍କାର

ମୁମ୍ବାଇ,୧୨।୪:ସ୍ବର କୋକିଳା ତଥା ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସ୍ମୃତିରେ ତାଙ୍କ ପରିବାର ଲତା ଦିନାନାଥ ମଙ୍ଗେଶକର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଲତା ମଙ୍ଗେଶକର ଏବଂ ତାଙ୍କ ପିତା ଦିନାନାଥ ମଙ୍ଗେଶକରଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବ। ପ୍ରତିବର୍ଷ…

ଓଟିଟିରେ ରିଲିଜ୍‌ ହେବ ଅଭିନେତାଙ୍କ ଶେଷ ଫିଲ୍ମ

ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍‌ ରାଜକୁମାର ୨୦୨୧ ଅକ୍ଟୋବରରେ ଶେଷ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ଶେଷ ଫିଲ୍ମ ‘ଜେମ୍ସ’ ମାର୍ଚ୍ଚ ୧୭ରେ ମୁକ୍ତିଲାଭ କରିଥିଲା। ତେବେ ବର୍ତ୍ତମାନ…

ଫିଲ୍ମ ‘ଦ କଶ୍ମୀର ଫାଇଲ୍‌ସ’ର ୩୧ ଦିନର ଆୟ ଜାଣିଲେ

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍‌ସ’ ମୁକ୍ତି ଲାଭକୁ ବର୍ଷେ ପରେ ମଧ୍ୟ ଏହି ଫିଲ୍ମ ଦେଖିବାକୁ ହଲ୍‌ରେ ଲୋକଙ୍କ ଭିଡ଼ ଲାଗି ରହୁଛି। ଫିଲ୍ମ ନୂଆ ନୂଆ ରେକର୍ଡ କରି ଚାଲିଛି। କୋଭିଡ-୧୯ର ସ୍ଥିତି ପରେ ବକ୍ସ…

ଅତିଥିଙ୍କ ତାଲିକା ଶେୟାର କଲେ ଆଲିଆଙ୍କ ଭାଇ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ମେନୁ ଠାରୁ ଆରମ୍ଭ କରି ଅତିଥିମାନଙ୍କ ତାଲିକା ପର୍ଯ୍ୟନ୍ତ ପ୍ରଶଂସକ ଏହା ଜାଣିବାକୁ ସବୁବେଳେ ଆଗ୍ରହୀ । ବର୍ତ୍ତମାନ, ଆଲିଆଙ୍କ ଭାଇ ରାହୁଲ ଭଟ୍ଟ ବିବାହର…

ନାଁ ବଦଳାଇ ଦିଅନ୍ତୁ ଶୈଫ

ମୁମ୍ବାଇ: ବଲିଉଡର ନାୟକ ଶୈଫ ଅଲି ଖାଁ ଏବେ ଟ୍ରୋଲର୍ସଙ୍କ ଶିକାର ପାଲଟି ଯାଇଛନ୍ତି । କେହି କେହି ତାଙ୍କୁ ନାମ ବଦାଇ ଦେବାକୁ ଉପଦେଶ ଦେଇଛନ୍ତି । ଅସଲ ଘଟଣା ହେଲା ଶୈଫ ଅଲି ଖାଁ ନିକଟରେ ପୁଅ ଇବ୍ରାହିମ…

ଫଟୋ ଶେୟାର କରି ଖୁସି ଖବର ଦେଲେ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ପ୍ରଣିତା ସୁଭାଷ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଏହି ଖୁସି ଖବର ଦେଇଛନ୍ତି । ତେବେ ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କ ୩୪ତମ ଜନ୍ମଦିନରେ ଏହି ଖବର…

ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ୍‌ ତାରିଖ

ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ରିଲିଜ ତାରିଖକୁ ନିର୍ମାତା ବଦଳାଇ ଦେଇଛନ୍ତି। ଫିଲ୍ମଟି ୧୪ ଏପ୍ରିଲରେ ରିଲିଜ୍‌ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ୨୨ ଏପ୍ରିଲରେ ରିଲିଜ୍‌ ହେବା ନେଇ ନିର୍ମାତା ନିଷ୍ପତ୍ତି ନେଇଛନ୍ତି। କହିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri