ମନୋରଞ୍ଜନ

ଅଭିନେତାଙ୍କୁ ନେଇ ଏଭଳି କହିଲେ କିଆରା

ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିକଟରେ ତାଙ୍କ ନୂଆ ଫିଲ୍ମ‘ ‘ଭୁଲ ଭୁଲେୟା-୨’ର ପ୍ରମୋଶନ ପାଇଁ ସେ ବ୍ୟସ୍ତ ରହୁଛନ୍ତି। ଏହାରି ଭିତରେ କିଆରା ତାଙ୍କ କୋ-ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ କଥା ମନେ ପକାଇଥିଲେ।…

ହ୍ରିତିକ୍‌ଙ୍କ ଷ୍ଟାଇଲ୍‌ରେ ଟାଇଗର ଶ୍ରଫ୍‌ଙ୍କ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଟାଇଗର ତାଙ୍କର ପ୍ରିୟ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘କ୍ରିସ୍‌’ର ‘ଚୋରି ଚୋରି ଚୁପ୍‌କେ ଚୁପ୍‌କେ’ ଗୀତରେ ଏକ ଚମତ୍କାର ଡ୍ୟାନ୍ସ କରୁଥିବା…

ଆହତ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ ମାଧ୍ୟମରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓଟିଟି ଡେବ୍ୟୁ କରିବେ । ଏବେ ଏହାର ଶୁଟିଂ…

‘ଗୁଡ୍‌ ମର୍ନିଂ’ କହି ଟ୍ରୋଲ୍‌ ହେଲେ ବିଗ୍‌-ବି

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ବ୍ଲଗ ସାହାଯ୍ୟରେ ସେ ନିଜ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରନ୍ତି। ବେଳେବେଳେ ବିଗ୍‌-ବି ଏମିତି କିଛି ପୋଷ୍ଟ କରନ୍ତି, ଯାହାକୁ ନେଇ…

ଇଞ୍ଜିନିୟର୍‌ରୁ ବଲିଉଡ୍‌ର ଜଣେ ସଫଳ ଅଭିନେତା

ବଲିଉଡ୍‌ ଅଭିନେତା ବିକି କୌଶଲ ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଏଥର ତାଙ୍କ ଜନ୍ମଦିନ ସ୍ବତନ୍ତ୍ର ହେବାକୁ ଯାଉଛି। ବିବାହ ପରେ ସେ ସ୍ତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ପ୍ରଥମ ଥର ପାଇଁ ପାଳନ କରିବାକୁ ଯାଉଛନ୍ତି। ଦୁହେଁ ଏବେ…

ପୁଣି ପ୍ରେମରେ ପଡିଲେ ରାକ୍ଷୀ, ବୟଫ୍ରେଣ୍ଡ ଉପହାରରେ ଦେଲେ ବିଏମଡବ୍ଲୁ କାର

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ୍ ରାକ୍ଷୀ ସାୱନ୍ତଙ୍କ ଜୀବନରେ ପୁଣି ଖୁସି ଫେରିଛି । ରାକ୍ଷୀଙ୍କୁ ତାଙ୍କ ନୂଆ ପ୍ରେମିକ ମିଳିଯାଇଛନ୍ତି । ଏହାକୁ ନେଇ ରାକ୍ଷୀ ଏବେ ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି । ରାକ୍ଷୀଙ୍କ ଏହି ବୟଫ୍ରେଣ୍ଡକୁ ନେଇ ଏବେ…

ଜବରଦସ୍ତ ଆକ୍ସନ୍‌ରେ ଭରପୂର ଫିଲ୍ମ ‘ବିକ୍ରମ’

ଅଭିନେତା କମଲ ହାସନ ଆଜିକାଲି ଫିଲ୍ମ ‘ବିକ୍ରମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ସେ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଆଜି ଫିଲ୍ମ ‘ବିକ୍ରମ’ ଟ୍ରେଲର…

ଏ.ଆର. ରହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଏକ୍ସଆରରେ ହେବ ପ୍ରିମିୟର

ମୁମ୍ବାଇ: ଗ୍ରାମୀ ବିଜେତା ଭାରତୀୟ ସଙ୍ଗିତକାର ଏ.ଆର. ରେହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଫିଲ୍ମ ମାର୍କେଟରେ କାନ ଏକ୍ସଆର ପ୍ରୋଗ୍ରାମରେ ୱାର୍ଲଡ ପ୍ରିମିୟର ହେବ । ୩୬ ମିନିଟର ଏହି ଫିଲ୍ମ ଏକ ସିନେମାଟିକ୍ ସମ୍ବେଦନଶୀଳ ଅନୁଭୁତି ପାଇଁ…

ଆତ୍ମହତ୍ୟା କଲେ ଅଭିନେତ୍ରୀ

ବଙ୍ଗଳା ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ’ ଆତ୍ମହତ୍ୟା କରିଛନ୍ତି। କୋଲକତାର ଗାରଫାସ୍ଥିତ ଫ୍ଲାଟରେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଛି। ବଙ୍ଗଳା ଟିଭି ଧାରାବାହିକ ‘ମୋନ ମାନେ ନା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପଲ୍ଲବୀ କ’ଣ ପାଇଁ…

ଜନ୍ମଦିନରେ ମାନୁଷିଙ୍କ ପାଇଁ ବିଶେଷ ଉପହାର ପଠାଇଲେ ପୃଥ୍ୱିରାଜର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପୃଥ୍ୱିରାଜ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଂୟୋଗିତା ଭୂମିକାରେ ନଜର ଆସିବେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷି ଛିଲ୍ଲର । ଏହା ତାଙ୍କର ଡେବ୍ୟୁ ଫିଲ୍ମ । ଏବେ ଏବେ…

ଲୁଟ୍‌ର ଶିକାର ହେଲେ ନେହାଙ୍କ ସ୍ବାମୀ ରୋହନପ୍ରିତ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ସ୍ବାମୀ ରୋହନପ୍ରିତ ସିଂ ଲୁଟ୍‌ର ଶିକାର ହୋଇଛନ୍ତି। ହିମାଚଳ ପ୍ରଦେଶର ଏକ ନାମୀଦାମୀ ହୋଟେଲରେ ରହଣୀ ସମୟରେ ଏଭଳି ଘଟଣା ଘଟିଛି। ରୋହନପ୍ରିତଙ୍କ ଆପଲ ଘଣ୍ଟା, ଆଇଫୋନ ଏବଂ ହୀରାର ମୁଦି ଆଦି…

ଟ୍ରୋଲ୍‌ ହେବା ପରେ ବି ବିକିନି ଫଟୋ ଶେୟାର କରି ଜବାବ ଦେଲେ ଇରା

ବମ୍ବେ: ସୋସିଆଲ ମିଡିଆରେ କରୁଥିବା ପ୍ରତିଟି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆମିର ଖାନଙ୍କ ଝିଅ ଇରା ଖାଁ। ନିକଟରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରିଥିଲେ। ଏଥିରେ ସେ ବିକିନି ପିନ୍ଧିଥିବା ନଜର ଆସିଥିଲେ। ଏହାର କିଛି ଫଟୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?