କ୍ୟାନ୍‌ସର୍‌ ଜଣାପଡିବା ପରେ ଘଣ୍ଟା ଘଣ୍ଟା କାନ୍ଦୁଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଥିଲେ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସଂଘର୍ଷ ଦେଖିବାକୁ ମିଳିଥିଲା। ଏଥି ମଧ୍ୟରୁ ଗୋଟିଏ ହେଉଛି ସେ କ୍ୟାନ୍‌ସର୍‌ ଆକ୍ରାନ୍ତ ହେବା। କ୍ୟାନ୍‌ସର୍‌ ଆକ୍ରାନ୍ତ ହେବା ଜାଣି ସେ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଥିଲା ବୋଲି ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି।
ମୁଁ ପାହାଚ ଚଢିବାବେଳେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏପରିକି ମୁଁ ଗାଧୋଇବାବେଳେ ମଧ୍ୟ ନିଃଶ୍ୱାସ ନେଇ ପାରିଲି ନାହିଁ। କ’ଣ ଘଟୁଛି ମୁଁ ଜାଣି ପାରୁ ନ ଥିଲି, ତେଣୁ ମୁଁ ଡାକ୍ତରଙ୍କୁ ଦେଖାଇଲି। ଏକ୍ସ-ରେ ପରେ ଜଣାପଡିଲା ମୋର ଫୁସଫୁସର ଅଧାରୁ ଅଧିକ ପାଣିରେ ଭରି ରହିଛି। ଡାକ୍ତରମାନଙ୍କୁ ଏହି ପାଣି କାଢ଼ିବାକୁ ପଡ଼ିଲା ଏବଂ ସେମାନେ ବିଶ୍ୱାସ କରୁଥିଲେ ଯେ ଏହା ଟିବି ହୋଇପାରେ, କିନ୍ତୁ ଏହା କ୍ୟାନସର୍‌ ଜଣାପଡିଲା। କ୍ୟାନସର୍‌ ଜଣାପଡିବା ପରେ ମୁଁ ମୋ ପିଲା, ସ୍ତ୍ରୀ ଏବଂ ଜୀବନ ବିଷୟରେ ଚିନ୍ତା କରି ଘଣ୍ଟା ଘଣ୍ଟା କାନ୍ଦୁଥିଲି। ଧୀରେ ଧୀରେ ପରିସ୍ଥିତି ସହ ନିଜକୁ ଖାପଖୁଆଇ ଆଗକୁ ବଢିଲି। ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ସଞ୍ଜୟ କହିଛନ୍ତି।
ସଞ୍ଜୟ ଦତ୍ତ ଆଜିକାଲି ରିଲିଜ ହୋଇଥିବା ଫିଲ୍ମ କେଜିଏଫ ୨ରେ ଅଧିରା ଭୂମିକା ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଲ୍ଫ ଖେଳିବାକୁ ବାହାରିଲେ ପିସି

ମୁମ୍ବାଇ: ବଲିଉଡ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଏଥର ୱିକ ଏଣ୍ଡ ଖୁବ ଖୁସିରେ କଟିଛି । ଗୋଟିଏ ପଟେ ପିସି ପୁଲ ପାର୍ଟି...

ବିବାହ ବନ୍ଧନରେ ଅବିକା !

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌର। ‘ବାଳିକା ବଧୁ’, ‘ସସୁରାଲ ସିମର କା’ ଧାରାବାହିକରେ କାମ କରି ଘରେ...

ସୁଶାନ୍ତଙ୍କୁ ଜୀବନ ଅପେକ୍ଷା ମୃତ୍ୟୁ ଲାଗିଲା ସହଜ: ବଲିଉଡ୍‌ର ୧୦ କ୍ୟାମ୍ପ୍‌ ସ୍ଥିର କରୁଥିଲେ କିଏ ହେବ ହିରୋ ଅବା ଜିରୋ

ମୁମ୍ବାଇ, ୨୧।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଫିଲ୍ମ ଦୁନିଆରେ ଚାଲିଥିବା ବଂଶବାଦର ଖିଅ ଖୋଲିବାରେ ଲାଗିଛି। କିଭଳି ବଲିଉଡ୍‌ର ୧୦ ପ୍ରମୁଖ...

ରାନୁଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌, ଫେବୃୟାରୀରେ ପରଦାକୁ ଆସିବ

ମୁମ୍ବାଇ: ରେଳଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳରୁ ସୋସିଆଲ ମିଡିଆ ସେନ୍‌ସେଶନ। ରାତାରାତି ବଦଳିଯାଇଥିଲା ରାନୁ ଭାଗ୍ୟ। ଲତା ମଙ୍ଗେସକରଙ୍କ ଗୀତ ‘ଏକ...

ଆଇପିଏଲ୍‌କୁ ଅଧିକ ରୋମାଞ୍ଚକର କଲା ସୁହାନାଙ୍କ ଏକ୍ସପ୍ରେଶନ: ଫଟୋ ଭାଇରାଲ

ମୁମ୍ବାଇ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସିଜିନରେ ଚାଲୁରହିଛି। ଶୁକ୍ରବାର ଶାହାରୁଖ୍‌ ଖାନ୍‌ଙ୍କ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁହାଁମୁହିଁ...

ପରିବାର ବିରୋଧରେ ଯାଇ ଫିଲ୍ମ ଦୁନିଆ ବାଛିଥିଲେ ୟଶ, ଏବେ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ଫିଲ୍ମ ‘କେଜିଏଫ୍‌-୨’ ବକ୍ସ ଅଫିସରେ ହିଟ୍‌ ହେବାରେ ଲାଗିଛି। ଏହି ଆକ୍ସନ ଫିଲ୍ମର ପ୍ରଥମ ପାର୍ଟ ୨୦୧୮ରେ ରିଲିଜ ହୋଇଥିଲା । ସେବେଠାରୁ ଦର୍ଶକ ଏହାର...

ସାମ୍ନାକୁ ଆସିଲା ‘ସୂର୍ଯ୍ୟବଂଶୀ’, ‘୮୩’ ର ନୂଆ ରିଲିଜ୍ ଡେଟ୍‌!

ମୁମ୍ବାଇ: ଏବେ ବଲିଉଡ୍‌ରେ କିଛି ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ରଣବୀର କପୁରଙ୍କ ଫିଲ୍ମ ‘୮୩’...

ଡିସେମ୍ବର ୧୧ରୁ ପୁଣି ଶୋ’ରୁ ଛୁଟିନେବେ କପିଲ୍‌

କମେଡି କିଙ୍ଗ୍‌ କପିଲ ଶର୍ମା ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି। କିଛିମାସ  ତଳେ ସ୍ତ୍ରୀ ଗିନି ଚତ୍‌ରଥଙ୍କ ସହିତ ସମୟ କାଟିବା ପାଇଁ ‘ଦ...

Advertisement
Archives

Model This Week