ମନୋରଞ୍ଜନ

ବୋଲ୍ଡ ଲୁକ୍‌ରେ ‘ଦୟା ବେନ୍‌’; ଭିଡିଓ ଦେଖି ଲୋକେ କହୁଛନ୍ତି…

ବମ୍ବେ: ୨୦୦୮ରୁ ଛୋଟ ପରଦାରେ ପ୍ରସାରଣ ହୋଇଆସୁଛି କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’। ଆଜିଯାଏ ବି ଏହାର ଲୋକପ୍ରିୟତା କମିନାହିଁ। ଶୋ’ର କିଛି ଚରିତ୍ର ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ସେଥିରୁ ଗୋଟିଏ ହେଲା ଦୟା…

ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା ୨’ର ଟ୍ରେଲର ଲଞ୍ଚ ହେବା ପରେ ଏବେ ଦର୍ଶକଙ୍କର ଉତ୍ସାହ…

‘ଭୁଲ ଭୁଲେୟା-୨’ର ଟ୍ରେଲର ରିଲିଜ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ ଭୁଲେୟା-୨’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଏହି ଫିଲ୍ମଟି ଆସନ୍ତା ମେ’୨୦ରେ ବଡ ପରଦାରେ ରିଲିଜ୍‌ ହେବ। ତେବେ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ସସପେନ୍ସ, ରୋମାନ୍ସ…

ରାନୁ ମଣ୍ଡଳଙ୍କ ପରେ ଏବେ ଭାଇରାଲ ହେଉଛି ଜଣେ ଟ୍ରକ ଡ୍ରାଇଭରଙ୍କ ଭିଡିଓ

ମୁମ୍ବାଇ: ସୋସିଆଲ ମିଡିଆରେ ଅଧିକାଂଶ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କର ହୃଦୟକୁ ଛୁଇଁ ଯାଉଛି । ଏହି ଭିଡିଓ ଜଣେ ଟ୍ରକ ଡ୍ରାଇଭରଙ୍କର ।…

ବିବାହର ୧୦ ଦିନ ପରେ ଖୁସି ଖବର ପାଇଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ପରେ ନିଜ କାମକୁ ଫେରିଛନ୍ତି। ରଣବୀର ରଶ୍ମିକା ମନ୍ଦନାଙ୍କ ସହ ‘ଆନିମଲ’ ଫିଲ୍ମର ଶୁଟିଂ ଆରମ୍ଭ କରିଥିବାବେଳେ ଆଲିଆ ମଧ୍ୟ ନିଜ ପ୍ରୋଜେକ୍ଟରେ କାମ କରୁଛନ୍ତି। ଫିଲ୍ମ ଗଙ୍ଗୁବାଇ କାଠିଆୱାଡିରେ…

ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ସ୍ତ୍ରୀଙ୍କଠାରୁ ଅନୁମତି ନିଅନ୍ତି ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ ନିକଟରେ ରିଲିଜ ହୋଇଯାଇଛି। ଫିଲ୍ମକୁ ଦର୍ଶକମାନେ ମଧ୍ୟ ପସନ୍ଦ କରୁଛନ୍ତି। ‘ଜର୍ସି’ ହେଉଛି ସାଉଥ ଫିଲ୍ମ ଜର୍ସିର ହିନ୍ଦୀ ରିମେକ। ଦକ୍ଷିଣରେ ନିର୍ମିତ ଫିଲ୍ମ ‘ଜର୍ସି’ ଜାତୀୟ ପୁରସ୍କାର ଲାଭ କରିଥିଲା।…

୧୭ ଚୁମ୍ବନରୁ କ୍ୟାରିୟର ଆରମ୍ଭ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ କରିଥିଲେ।…

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁ ବଲିଉଡର ଜଣେ ଆଗଧାଡିର କଳାକାରଙ୍କ ମଧ୍ୟରୁ ଅନ୍ୟତମ । ବଲିଉଡର ଏହି ବାଦଶାହାଙ୍କୁ ୨୦୧୮ ପରଠାରୁ ଆଉ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିନାହିଁ ସତ । ହେଲେ ତାଙ୍କର ପପୁଲାରିଟି ବର୍ଷକୁ ବର୍ଷ ବଢିବାରେ ଲାଗିଛି ।…

ଲେଡି ସିଘଂମ ଶିଳ୍ପା

ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ ଜରିଆରେ ଶିଳ୍ପା ଓଟିଟି ପ୍ଲାଟଫର୍ମରେ ପାଦ ଥାପିଛନ୍ତି। ତେବେ ଏଥିରେ ଶିଳ୍ପାଙ୍କୁ ଜଣେ ପୋଲିସ ଅଫିସର…

ଟ୍ରୋଲ ହେଲେ ଟ୍ୱିଙ୍କଲ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରି ଉଭୟ ଦର୍ଶକଙ୍କ ହୃଦୟରେ ରହିବାକୁ…

ଅଭିନୟ ଜଗତରେ କ୍ୟାରିୟର କରିବେ ସଚିନ୍‌ଙ୍କ ଝିଅ ସାରା

କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନ ଯାଏ ସେ ପ୍ରାୟତଃ ଲାଇମ ଲାଇଟ୍‌ରେ ରୁହନ୍ତି। ତାଙ୍କ ଫଟୋ ଅନେକ ସମୟରେ ସୋସିଆଲ ମିଡିଆରେ…

କେଜିଏଫ୍‌-୨ର ଷ୍ଟାର୍‌ କାଷ୍ଟଙ୍କ ପାରିଶ୍ରମିକ କେତେ ଜାଣନ୍ତି

କେଜିଏଫ୍‌ ୨ ଏପ୍ରିଲ ୧୨ରେ ମୁକ୍ତିଲାଭ କରିଛି। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ କେଜିଏଫ୍‌-୨ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ୧୦ ଦିନ ମଧ୍ୟରେ ୮୦୦ କୋଟିରୁ ଅଧିକ ଆୟ କରିଛି। ଖୁବ ଶୀଘ୍ର ଏହି ଫିଲ୍ମ ୧୦୦୦ କୋଟି କ୍ଲବରେ ଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri