ଏନ୍ସିବି ଚାର୍ଜସିଟରେ ଆର୍ଯ୍ୟନଙ୍କ ନାଁ ନାହିଁ
ମୁମ୍ବାଇ,୨୭।୫: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଶୁକ୍ରବାର ଆଶ୍ବସ୍ତି ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ପକ୍ଷରୁ ଆର୍ଯ୍ୟନଙ୍କୁ ‘କ୍ଲିନ ଚିଟ୍’ ମିଳିଛି। ଗତ ବର୍ଷ ମୁମ୍ବାଇରେ ଏକ କ୍ରୁଜ ଉପରେ ଚଢାଉ ବେଳେ…
ରୋମାଣ୍ଟିକ୍ ଲୁକ୍ରେ ଆଲିଆ-ରଣବୀର
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରଣବୀର-ଆଲିଆଙ୍କ ବିବାହ ସମୟରେ ‘କେସରିୟା’ ଫିଲ୍ମର ଏକ ଗୀତର ଟିଜର ରିଲିଜ ହୋଇଥିଲା। ଯାହା ଦର୍ଶକଙ୍କ ଦ୍ୱାରା ବେଶ୍…
ଦୀପିକାଙ୍କ କୋଳରେ ରଣବୀର
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଫ୍ରାନ୍ସରେ ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ନିଜ ଜଲଓ୍ବା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ଚଳିତ ଥର ଦୀପିକା ପ୍ରଥମ ଥର ‘କାନ୍ସ’ରେ ଜୁରୀ ଟେବୁଲରେ ନଜର ଆସିଥିଲେ। ତେବେ ଏହି ସମୟ ମଧ୍ୟରେ…
‘ବିଗ ବସ୍’ରେ ଏଣ୍ଟ୍ରି କରିବା ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ
ଟେଲି ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ନାଁ ବର୍ତ୍ତମାନ ଖୁବ ଚର୍ଚ୍ଚାରେ । ୟେ ରିସ୍ତା କିୟା କେହଲାତା ହୈ’ରୁ ଖୁବ ଲୋକପ୍ରିୟ ହୋଇଥିଲେ ଶିବାଙ୍ଗୀ। ତେବେ ଅଭିନେତ୍ରୀ ଖତରୋ କେଁ ଖିଲାଡି-୧୨ରେ ନଜର ଆସିବେ ବୋଲି କୁହାଯାଉଛି। ହେଲେ…
ଡ୍ରାମା କୁଇନ୍ଙ୍କ ପାଇଁ ଦୁବାଇରେ ଘର କିଣିଲେ ବୟଫ୍ରେଣ୍ଡ୍
ଟିଭିର ଡ୍ରାମା କୁଇନ ଭାବେ ପରିଚିତ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରିତେଶଙ୍କଠାରୁ ଅଲଗା ହେବା ପରେ ଏବେ ରାଖୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। ନିକଟରେ ସେ ନିଜେ ଏକଥା ସ୍ବୀକାର…
ଆଜି ବର୍ଷାଙ୍କ ଆବେଦନ ଶୁଣାଣି
କଟକ ଅଫିସ,୨୭ା୫: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାଦ ତୁଟୁନି। ଶୁକ୍ରବାର ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ। ସୋସିଆଲ ମିଡିଆରେ ବର୍ଷାଙ୍କ ସମ୍ମାନ ହାନି ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବର୍ଷା। ସୂଚନାଯୋଗ୍ୟ, ପୁରୀଘାଟ ଥାନାରେ…
ଗୋଟିଏ ଆଇଟମ୍ ନମ୍ବର ପାଇଁ କେତେ ଟଙ୍କା ନିଅନ୍ତି ମଲାଇକା
ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ କିଏ ବା ନ ଜାଣେ। ତାଙ୍କ ଫିଟ୍ନେସ ଏବଂ ସୁନ୍ଦରତା ପାଇଁ ଚର୍ଚ୍ଚାରେ ରୁହନ୍ତି। ‘ଛେୟାଁ ଛେୟାଁ’ ଏବଂ ‘ମୁନ୍ନି ବାଦନାମ ହୁଇ’ ଗୀତରେ ନିଜର ବୋଲ୍ଡ ଡ୍ୟାନ୍ସ କରି ଏକ ପରିଚୟ ସୃଷ୍ଟି କରିଥିଲେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିଟିକୁ ଦାନ କଲେ ପୁରସ୍କାର ରାଶି
ନୂଆଦିଲ୍ଲୀ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ମାସରେ ଲତା ଦିନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ମୁମ୍ବାଇରେ ଏକ ପୁରସ୍କାର ସମାରୋହରେ ମୋଦି ନିଜେ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହି ସମୟରେ ଦେବେନ୍ଦ୍ର ଫଡନବିଶ, ଆଦିତ୍ୟ…
ଆଇପିଏଲ ଫାଇନାଲରେ ହୋଷ୍ଟ କରିବେ ଅଭିନେତା
ବଲିଉଡ୍ ଅଭିନେତା ଆମିର ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଲାଲ ସିଂହ ଚଢା ଖୁବ ଚର୍ଚ୍ଚାରେ ରହିଛି। ଫିଲ୍ମର ଗୀତ ରିଲିଜ ହୋଇ ସାରିଥିବା ବେଳେ ଫିଲ୍ମର ଟ୍ରେଲର ଖୁବ୍ଶୀଘ୍ର ରିଲିଜ୍ ହେବ। ନିକଟରେ ଏକ…
କଙ୍ଗନାଙ୍କ ସବୁଠାରୁ ବଡ ଫ୍ଲପ ମୁଭି ହେଲା ‘ଧାକଡ’
ମୁମ୍ବାଇ: କଙ୍ଗନାଙ୍କ ରାଶି ଚକ୍ରରେ ଏବେ ଭଲ ନାହିଁ ବୋଧହୁଏ । ବଡ ଆଶା ନେଇ କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ସିନେମା ହଲରେ ରିଲିଜ୍ ହୋଇଥିଲା । ହେଲେ ପ୍ରଥମ ଦିନରୁ ହିଁ ଦର୍ଶକେ ଏହି ମୁଭିରୁ ମୁହଁ ଫେରାଇ…
ମନ୍ନତରେ ଲାଗିଛି ୩୦-୪୦ ଲକ୍ଷ ଟଙ୍କାର ଟିଭି
ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଜଣେ ଆଗଧାଡିର ଅଭିନେତା ହୋଇଥିବା ବେଳେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଇଣ୍ଡଷ୍ଟ୍ରିର ଧନି କଳାକାରଙ୍କ ମଧ୍ୟରେ ଜଣେ ହେଉଛନ୍ତି ଶାହାରୁଖ । ଅଭିନେତାଙ୍କର ବଡ ବଡ ସୌକ ବି ରହିଛି ।…
୧୭ ବର୍ଷ ଧରି ଲିଭ୍ ଇନ୍, ୨ ସନ୍ତାନର ପିତା ହେବା ପରେ ବିବାହ କଲେ ଫିଲ୍ମ ନିର୍ମାତା
ବମ୍ବେ: ବଲିଉଡ୍ର ଖ୍ୟାତନାମା ୫୪ ବର୍ଷୀୟ ଫିଲ୍ମ ନିର୍ମାତା ହଂସଲ ମେହେଟ୍ଟାଙ୍କ ଆଧୁନିକ ପ୍ରେମକାହାଣୀ। ଦୀର୍ଘ ୧୭ ବର୍ଷ ଧରି ସଫିନା ହୁସୈନଙ୍କ ସହ ଲିଭ୍ ଇନ୍ରେ ରହିବା ପରେ ଶେଷରେ ବିବାହ କରିଛନ୍ତି ସେ। ମେ’ ୨୫ରେ ଉଭୟ କୋର୍ଟ…

