ବିବାହର ୧୦ ଦିନ ପରେ ଖୁସି ଖବର ପାଇଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ପରେ ନିଜ କାମକୁ ଫେରିଛନ୍ତି। ରଣବୀର ରଶ୍ମିକା ମନ୍ଦନାଙ୍କ ସହ ‘ଆନିମଲ’ ଫିଲ୍ମର ଶୁଟିଂ ଆରମ୍ଭ କରିଥିବାବେଳେ ଆଲିଆ ମଧ୍ୟ ନିଜ ପ୍ରୋଜେକ୍ଟରେ କାମ କରୁଛନ୍ତି। ଫିଲ୍ମ ଗଙ୍ଗୁବାଇ କାଠିଆୱାଡିରେ ଜବରଦସ୍ତ ଅଭିନୟ ପରେ ଆଲିଆ ଭଟ୍ଟଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ତାଙ୍କ ବଡ଼ ପ୍ରୋଜେକ୍ଟର ଅଫର୍‌ ମିଳୁଛି। ବିବାହର ୧୦ ଦିନ ପରେ ଆଲିଆ ଭଟ୍ଟଙ୍କ ପାଇଁ ଏକ ଖୁସି ଖବର ଆସିଛି।
ଆଲିଆ ଏକମାତ୍ର ଭାରତୀୟ ଏବଂ ଏସୀୟ ଅଭିନେତ୍ରୀ ଭାବେ ସେ ଇନଷ୍ଟାଗ୍ରାମର ଟପ ସିନେମା ଇନ୍‌ଫ୍ଲୁଏନ୍ସର ତାଲିକାରେ ସାମିଲ୍‌ ହୋଇଛନ୍ତି। ଇନଷ୍ଟାଗ୍ରାମର ସିନେମା ଇନ୍‌ଫ୍ଲୁଏନ୍ସର ଟପ୍‌-୫ ତାଲିକାରେ ଆଲିଆ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ହଲିଉଡ ଅଭିନେତ୍ରୀ ଜେଣ୍ଡାୟା ଏକ ନମ୍ବରରେ ଥିବାବେଳେ ଟମ ହଲାଣ୍ଡ ଦୁଇ ନମ୍ବରରେ, ୱିଲ ସ୍ମିଥ ତିନି ନମ୍ବରରେ ଏବଂ ଜେନିଫର ଲୋପେଜ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ୧୩ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ‘ଆରଆରଆର’ ଏବଂ ‘ଗଙ୍ଗୁବାଇ କାଠିଆୱାଡି’ ରେ ଜବରଦସ୍ତ ଅଭିନୟ କରିବା ପରେ ଆଲିଆ ଖୁବଶୀଘ୍ର ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ ରେ ଡେବ୍ୟୁ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦୃଶ୍ୟମ-୨’ ଟିଜର୍‌ ରିଲିଜ୍‌

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ...

ନବାବଙ୍କ ସହ ପୂଜାଙ୍କ ଗୋପନୀୟ ବିବାହ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ବିବାହକୁ ଗୁପ୍ତ ରଖିବା କିଛି ନୂଆ କଥା ନୁହେଁ। ପୂର୍ବରୁ ରଣବୀର-ଦୀପିକା, ବିରାଟ-ଅନୁଷ୍କାଙ୍କ ଭଳି କଳାକାର ବିଦେଶରେ ବିବାହ କରିବାକୁ...

୨୫ବର୍ଷ ପରେ…

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ରିଷି କପୁର। ଯୁବାବସ୍ଥାରେ ସେ ନିଜକୁ ଜଣେ ରୋମାଣ୍ଟିକ ନାୟକ ଭାବରେ ପରିଚୟ ସୃଷ୍ଟି କରିଥିଲେ। ‘ବବି, ପ୍ରେମ ରୋଗ,...

ପୁଣି ସ୍କ୍ରିନ୍‌ ଶେୟାର୍‌ କରିବେ ରାଣୀ-ଅଭିଷେକ୍‌

ଦୀର୍ଘ ୧୨ ବର୍ଷ ପରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ରାଣୀ ମୁଖର୍ଜୀ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର୍‌ କରିବାକୁ ଯାଉଛନ୍ତି।...

ମଲାଇକାଙ୍କୁ ଯୌବନ ଚାଲିଯିବା ଭୟ ଘାରିଛି

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଏକୁଟିଆ ଗୋଟିଏ ଘରେ ରହିବା ତାଙ୍କ...

‘ଭେଷ୍ଟିବୁଲାର ହାଇପୋଫଙ୍କସନ୍‌’ ନାମକ ଗୁରୁତର ରୋଗ ସହ ଲଢ଼ୁଛନ୍ତି ବରୁଣ ଧାଓ୍ବନ; ଜାଣନ୍ତୁ ଲକ୍ଷଣ ଏବଂ ଚିକିତ୍ସା

ବମ୍ବେ: ଦକ୍ଷିଣ ଭାରତୀୟ ସିନେମା ଅଭିନେତ୍ରୀ ସମାନ୍ଥା ଅକ୍କିନେନୀଙ୍କ ପରେ ଏବେ ଅଭିନେତା ବରୁଣ ଧାଓ୍ବନ ମଧ୍ୟ ନିଜ ରୋଗକୁ ନେଇ ମୁହଁ ଖୋଲିଛନ୍ତି। ସେ...

୮ ଅଭିନେତ୍ରୀଙ୍କୁ କରିଥିଲେ ପ୍ରେମ , ବିବାହ କଲେ ୩ଙ୍କୁ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଫିଲ୍ମ ରକିରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ...

‘ତିନି ବର୍ଷ ଧରି ଡିପ୍ରେସନରେ ଥିଲି’

ବମ୍ବେ: ଅଭିନେତାଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ ନୁହେଁ। କାରଣ ପିତାଙ୍କୁ ନେଇ ଦର୍ଶକମାନେ ତୁମକୁ ପ୍ରତିକ୍ଷଣ...

Advertisement
Archives

Model This Week