ମନୋରଞ୍ଜନ

କହୁ କହୁ ଏମିତି କିଛି କହିଦେଲେ କିଆରା, ଲାଜେଇ ଗଲେ କାର୍ତ୍ତିକ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାନୀ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲେୟା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କାର୍ତ୍ତିକ ଏବଂ କିଆରା ଫିଲ୍ମକୁ ନେଇ ଖବରଦାତା ସମ୍ମିଳନୀରେ ନଜର ଆସିଥିଲେ। ଏହି ସମୟରେ କିଆରା…

ଝିଅଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି ସୁନୀଲ

ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ. ରାହୁଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଏହି ବର୍ଷ ଡିସେମ୍ବରରେ ହେବ ବୋଲି କୁହାଯାଉଛି। ଶୁଣିବାକୁ ମିଳୁଛି ଯେ, ବଲିଉଡ ଅଭିନେତା ତଥା ଆଥିଆଙ୍କ ବାପା ସୁନୀଲ…

ବାର୍ବି ହେବା ପାଇଁ ୭୩ ହଜାର ଡଲାର ଖର୍ଚ୍ଚ

କାନବେରା: ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ତା’ ପାଇଁ ଲୋକେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ଏମିତି କିଛି ଲୋକ ଦୁନିଆରେ ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର ଜରିଆରେ ନିଜ ଶରୀରକୁ ସମ୍ପୂର୍ଣ୍ଣ…

ଧନୁଷଙ୍କୁ ସମନ କଲେ ମାଡ୍ରାସ ହାଇକୋର୍ଟ

ମାଡ୍ରାସ,୩।୫: ମାଡ୍ରାସ ହାଇକୋର୍ଟରେ ଜାଲ୍‌ ପ୍ରମାଣପତ୍ର ଦାଖଲ କରିବା ଅଭିଯୋଗରେ ମଙ୍ଗଳବାର କୋର୍ଟଙ୍କ ପକ୍ଷରୁ ସାଉଥ୍‌ ସୁପରଷ୍ଟାର ଧନୁଷଙ୍କୁ ସମନ ଜାରି କରାଯାଇଛି। ମାଡ୍ରାସର ଏକ ଦମ୍ପତି ଧନୁଷ ତାଙ୍କ ପୁଅ ବୋଲି ଦାବି କରିଆସୁଥିବା ବେଳେ ଏନେଇ ସେମାନେ କୋର୍ଟର…

ହାତ ଯୋଡ଼ିଲେ ଭୋଜପୁରୀ ସୁପରଷ୍ଟାର

ନୂଆଦିଲ୍ଲୀ: ଏକ ବିବାଦକୁ ନେଇ ଚର୍ଚ୍ଚାରେ ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରୀ ଲାଲ ଯାଦବ। ସୋସିଆଲ ମିଡିଆରେ ତାଙ୍କ ଝିଅ ଏବଂ ସ୍ତ୍ରୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ଏହାକୁ ନେଇ ସେ ହାତ ଯୋଡ଼ି ଉକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ସଂସ୍କାରି ଲୁକ୍‌ରେ ଇଦ୍ ପାଳନ କଲେ ଉର୍ଫି

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏହାର କାରଣ ହେଉଛି ତାଙ୍କ ଅଦ୍ଭୁତ ଡ୍ରେସିଂ ସେନ୍ସ । କେବେ କେବେ ସେ ସମ୍ପୂର୍ଣ୍ଣ ବୋଲ୍ଡ ହୋଇଯାଆନ୍ତି ତ ପୁଣି କେବେ ଏକଦମ ସଂସ୍କାରି ଲୁକ୍‌ରେ…

ବ୍ରେକ ଫେଲ୍ ଯୋଗୁ ଦୁର୍ଘଟଣାର ଶିକାର ହେଲେ ତନୁଶ୍ରୀ

ମୁମ୍ବାଇ: ନିଜର ଗ୍ଲାମରସ ଲୁକରେ ବଲିଉଡରେ ଚାର ଚାନ୍ଦ ଲଗାଉଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ବଡ ପରଦାଠାରୁ ଦୂରେଇ ଯାଇଛନ୍ତି ସତ । ହେଲେ ତାଙ୍କ ଅଭିନୟ କଳାରେ ସେ ଏବେବି ଦର୍ଶକଙ୍କ ନିକଟରେ ରହିଛନ୍ତି ଜଣେ ସଫଳ ଅଭିନେତ୍ରୀର…

ପୁଣି ପରଦାରେ ଏକାଠି ନଜର ଆସିବେ ଶାହରୁଖ-କାଜୋଲ

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ କାଜୋଲ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍‌ ଯୋଡି ଭାବେ ପରିଚିତ। ଆଜି ବି ୯୦ ଦଶକର ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆଁ ଜାୟେଙ୍ଗେ’ରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ମନେ ରଖିଛନ୍ତି। ୭ ବର୍ଷ ପରେ କାଜୋଲ ଏବଂ…

ନିକ୍‌ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପିସି ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସର୍ବଦା ଆଲୋଚନାରେ ରହିଥାନ୍ତି। ୨୦୧୮ରେ ପ୍ରିୟଙ୍କା ଏବଂ ନିକ୍‌ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏକ ରିପୋର୍ଟ ଅନୁଯାୟୀ, ସ୍ବାମୀ…

ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ଭାଇରାଲ ହୋଇଥିଲା ଏହି ଅଭିନେତାଙ୍କ ଫଟୋ, ବାପା କହିଥିଲେ…

ବଲିଉଡ୍‌ ଅଭିନେତା ରଣବୀର କପୁର ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଲିଆଙ୍କୁ ନିଜ ଜୀବନସାଥୀ କରିବା ପୂର୍ବରୁ ତାଙ୍କ ଜୀବନରେ ଅନେକ ଝିଅ ଆସିଥିଲେ । ଏମିତିକି କେତେ ଜଣଙ୍କ ସହ ତାଙ୍କ ଫଟୋ…

ବ୍ରେକ୍‌ଅପ୍‌ର ୨ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଏହି ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ୍‌ କରିଥିଲେ। ଫିଲ୍ମ ‘ଲଭ ଆଜ କଲ୍‌ -୨’ ର ଶୁୁଟିଂ ବେଳେ ପରସ୍ପର ରିଲେଶନସିପ୍‌ରେ ଥିବା ଚର୍ଚ୍ଚା ହୋଇଥିଲା। ଉଭୟ ଏକାଠି ନଜର ଆସିଥିବା ଅନେକ ଫଟୋ…

ସୁଯୋଗ ଅପେକ୍ଷାରେ ଜରିନ

ବଲିଉଡ୍‌ ଅଭିନେତ୍ରୀ ଜରିନ ଏବେ ସୁଯୋଗ ଅପେକ୍ଷାରେ ଅଛନ୍ତି। କାମ କରିବା ପାଇଁ ତାଙ୍କୁ ଅଫର ମିଳୁ ନ ଥିବା ଅଭିନେତ୍ରୀ ପରୋକ୍ଷ ଭାବେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି। ଫିଲ୍ମରେ ଆଶାନୁରୂପ ସଫଳତା ନ ମିଳିବା ପରେ ଜରିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri