‘ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି’
ମୁମ୍ବାଇ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନା ଚୋରା ଚାଲାଣ ରାକେଟରେ ତାଙ୍କର ସମ୍ପୃକ୍ତିକୁ ପୋଲିସ ସମ୍ମୁଖରେ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଦ୍ୱାରା…
ଗୁଟ୍ଖା ବିଜ୍ଞାପନ କରି ଫସିଲେ ଶାହାରୁଖ-ଅଜୟ-ଟାଇଗର
ମୁମ୍ବାଇ: ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଏକ ବିଜ୍ଞାପନ ଯୋଗୁ ଆଇନଗତ ସମସ୍ୟାରେ ପଡ଼ିଛନ୍ତି। ଜୟପୁର ଜିଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ଅଭିଯୋଗରେ ସମସ୍ତ ତିନି ତାରକାଙ୍କୁ ସମନ କରିଛି। ସେ ଶାହରୁଖ ଖାନଙ୍କୁ…
IIFA Digital Awards 2025: ଚମକିଲେ କ୍ରିତି-ବିକ୍ରାନ୍ତ, ଶ୍ରେଷ୍ଠ ଫିଲ୍ମ Amar Singh Chamkila
ନୂଆଦିଲ୍ଲୀ,୯।୩: IIFA 2025 ଜୟପୁରରେ ମାର୍ଚ୍ଚ ୮ରେ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ସମାରୋହକୁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ହୋଷ୍ଟ କରୁଛନ୍ତି। ଶନିବାର ରାତିରେ (୮ ମାର୍ଚ୍ଚ), ଜୟପୁରରେ IIFA ଡିଜିଟାଲ ପୁରସ୍କାର ୨୦୨୫ ଆୟୋଜନ…
ଆୟୁଶ୍ରୀ ମଲିକ ‘ମିସ୍ ସୁପର ନ୍ୟାଶନାଲ’
ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍ ହାତେଇଥିବା ବେଳେ…
କୋରାପୁଟରେ ଏସ୍ଏସ୍ଏମ୍ବି୨୯ର ଶୁଟିଂ ଆରମ୍ଭ
କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟକୁ ବାଛିଛନ୍ତି। ଜିଲାର ବିଭିନ୍ନ ପର୍ଯ୍ୟଟନ…
ଶାହିଦଙ୍କୁ ଆଲିଙ୍ଗନ କଲେ, ଢେର ଗପିଲେ କରିନା, ଗୋଟିଏ ମଞ୍ଚରେ…
ମୁମ୍ବାଇ: ଏକଦା ବଲିଉଡ୍ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ପରିଗଣିତ ହେଉଥିଲେ ଅଭିନେତ୍ରୀ କରିନା କପୁର-ଶାହିଦ କପୁର। ଉଭୟେ ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ କରିନା ବ୍ରେକ୍ଅପ୍ କରିନେଇ ସୈଫ ଅଲ୍ଲୀ ଖାନ୍ଙ୍କ ହାତ ଧରିଥିଲେ। ଏମିତିରେ ଶାହିଦ ମଧ୍ୟ ପରିବାରଲୋକଙ୍କ…
ପ୍ରିୟଙ୍କାଙ୍କ ଭଳି ଫିଟ୍ନେସ୍ ଚାହୁଁଛନ୍ତି କି? ପ୍ରତିଦିନ କରନ୍ତୁ ଏହି କାମ
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଅଭିନୟ ବ୍ୟତୀତ ଫିଟ୍ନେସ୍ ପାଇଁ ଖବରରେ ରହିଥାନ୍ତି। ସେଥିପାଇଁ ସେ ହଲିଉଡର ସବୁଠାରୁ ବଡ଼ ଷ୍ଟଣ୍ଟ ନିଜେ କରନ୍ତି। ପ୍ରିୟଙ୍କାଙ୍କ ପରି ଫିଟନେସ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କ ଡାଏଟ ଏବଂ…
ଏନ୍ସିଡବ୍ଲ୍ୟୁକୁ କ୍ଷମା ମାଗିଲେ ଆଲ୍ଲାହାବାଦିଆ
ନୂଆଦିଲ୍ଲୀ, ୮।୩ (ପି.ଟି.): ୟୁଟ୍ୟୁବ୍ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଚର୍ଚ୍ଚିତ ୟୁଟ୍ୟୁବର୍ ରଣବୀର ଆଲ୍ଲାହାବାଦିଆ ଓ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଅପୂର୍ବା ମୁଖିଜା ଶୁକ୍ରବାର ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ)କୁ ଲିଖିତ…
ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ, ଜାଗୃତିଙ୍କ ସହ ଆସିଲା ଫୋଟ
ଭୁବନେଶ୍ଵର, ୮/୩: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି। ଯେଉଁ ଅନୁମାନ କରାଯାଉଥିଲା ଯେ, ବର୍ଷାଙ୍କ ସହ ଛାଡ଼ପତ୍ର ପରେ ଅନୁଭବ ଆଉ କାହାକୁ ବିବାହ କରିବେ…
ଅଭିନେତ୍ରୀଙ୍କ ପରଲୋକ ଖବର ମିଥ୍ୟା, ଅସନ୍ତୋଷ ବ୍ୟକ୍ତ କଲେ ପୁଅ
ମୁମ୍ବାଇ: ବଲିଉଡ୍ର ଆଇକନ୍ ବୈଜୟନ୍ତୀ ମାଲାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥିଲେ। କାରଣ ଏହି ଖବର ସିନେମାପ୍ରେମୀଙ୍କ ସହ ଭାରତନାଟ୍ୟମ କଳାକୁ ଭଲପାଉଥିବା ବ୍ୟକ୍ତିବିଶେଷଙ୍କ ହୃଦୟ ଭାଙ୍ଗିଥିଲା। କିଛି ସମୟ ମଧ୍ୟରେ ଭେଟେରାନ କଳାକାରଙ୍କୁ ଲୋକେ…
ଭାଇରାଲ ହେଲା IIT ବାବାଙ୍କ ମାର୍କସିଟ୍: ଦଶମ, +୨ରେ ରଖିଥିଲେ ଏତିକି…
ନୂଆଦିଲ୍ଲୀ,୭।୩: ପ୍ରୟାଗରାଜ ମହାକୁମ୍ଭରୁ ଚର୍ଚ୍ଚାକୁ ଆସିଥିବା ଆଇଆଇଟି ବାବା ଲଗାତାର ଭାବରେ ଖବରର ଶିରୋନାମାରେ ରହିଆସିଛନ୍ତି। ଯଦିଓ ତାଙ୍କର ପ୍ରକୃତ ନାମ ଅଭୟ ସିଂ, କିନ୍ତୁ ବିଶ୍ୱ ଏବେ ତାଙ୍କୁ IIT ବାବା ଭାବରେ ଜଣାଯାଉଛି। ପ୍ରକୃତରେ, ଅଭୟ ସିଂହ IIT…
ଜେଲ ଯିବେ ରାମ ଗୋପାଳ ବର୍ମା!
ମୁମ୍ବାଇ,୬।୩: ଚେକ୍ ବାଉନ୍ସ ମାମଲାରେ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ବଡ଼ ଝଟ୍କା ଲାଗିଛି। କୋର୍ଟ ତାଙ୍କର ଜେଲ୍ଦଣ୍ଡକୁ କରିବା ଲାଗି ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି। କେବଳ ଏତିକି ନୁହେଁ ନିର୍ଦ୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା…
Archives


