ମନୋରଞ୍ଜନ

କାର୍ତ୍ତିକଙ୍କୁ ଡେଟ୍‌ କରୁଛନ୍ତି କି କ୍ରିତି; ନିଜେ କଲେ ଖୁଲାସା

ବଲିଉଡର ଆଗଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ରିତି ସାନନ ଅନ୍ୟତମ। ଏବେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମଧ୍ୟ ମିଳୁଛି। କ୍ରିତି ନିକଟରେ କାର୍ତ୍ତିକଙ୍କୁ ଡେଟ୍‌ କରୁଥିବା ନେଇ ହେଉଥିବା…

ଜ୍ୟାକଲିନ୍‌ଙ୍କ ବଦଳରେ ନୋରା

ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କ ସହ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ନୋରା ଫତେହି। ସାଉଥ୍‌ ଫିଲ୍ମ ‘ହରି ହର ଭୀରା ମାଲୁ’ ଫିଲ୍ମରେ ପ୍ରଥମେ ଜ୍ୟାକଲିନ୍‌ ସାଇନ୍‌ କରଥିଲେ। କିନ୍ତୁ କୌଣସି କାରଣରୁ ଜ୍ୟାକଲିନ୍‌ଙ୍କ ଜାଗାରେ ନୋରାଙ୍କୁ ଚୟନ କରାଯାଇଛି।…

ଖୁବ୍‌ଶୀଘ୍ର ଶୁଟିଂ ଆରମ୍ଭ କରିବେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହ ପରେ ପରେ ଏକ ଖୁସି ଖବର ଶେୟାର କରିଥିଲେ। ତାହା ହେଉଛି କି ସେ ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଏହା ଉପରେ ଆଉ ଏକ ଖବର ଆସିଛି ଯେ, ଆଲିଆ ଏହି…

ବିବାହ ପରେ ସ୍ବାମୀଙ୍କ ସହ ଏକାଠି ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କ ବିବାହର ଫଟୋ ଏବଂ ସେମାନଙ୍କ ସହ ଜଡ଼ିତ ରୀତିନୀତି ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ପ୍ରଶଂସକମାନେ ମଧ୍ୟ ନବଦମ୍ପତିଙ୍କ…

ବକ୍ସ ଅଫିସ୍‌ରେ ସାଉଥ୍‌ ଫିଲ୍ମର ରାଜ୍‌: ପଛକୁ ପଛ ଖଞ୍ଜି ହୋଇ ରହିଛି ଆକ୍ସନ ମୁଭି

ଏବେ ବକ୍ସ ଅଫିସରେ ଚାଲିଛି ସାଉଥ୍‌ ଫିଲ୍ମର ରାଜ। ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଫିଲ୍ମ ତାର ଗୀତ ଆକ୍ସନ ପ୍ରଶଂସକଙ୍କୁ ପାଗଳ କରିଦେଉଛି। ଅନେକ ସମୟରେ ହଲ୍‌ ଫୁଲ୍‌ର ଖବର ମଧ୍ୟ ଆସିଛି। ଭଲ…

ମୁମ୍ବାଇଠାରୁ ଭୁବନେଶ୍ୱର ବହୁତ ଭଲ: ଲାରା ଦତ୍ତ

ଭୁବନେଶ୍ୱର,୫ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଭୁବନେଶ୍ୱର ଆସିଛନ୍ତି। ଜନତା ମଇଦାନରେ ଆୟୋଜିତ ମହିଳା ବ୍ୟବସାୟ ମେଳାରେ ସେ ଯୋଗ ଦେଇଛନ୍ତି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଇଣ୍ଡିଆନ ଚାମ୍ବର…

ଟ୍ରୋଲିଂ ପରେ ଓଜନ କମାଇ ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ

ବମ୍ବେ: ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ତିନି ମାସ ପରେ ମୋଟା ହୋଇଯିବାକୁ ନେଇ ଟ୍ରୋଲ ହୋଇଥିଲେ ହରନାଜ୍‌ ସାନ୍ଧୁ। ଟ୍ରୋଲିଂକୁ ନେଇ ସେ କଡ଼ା ଜବାବ ମଧ୍ୟ ଦେଇଥିଲେ। ହେଲେ ଏବେ ସେ ପୁଣି ଥରେ ନିଜ ଟ୍ରାନ୍ସଫର୍‌ମେଶନ୍‌କୁ ନେଇ ଚର୍ଚ୍ଚାରେ।…

ଜାଣନ୍ତୁ ‘ଭୁଲ ଭୁଲେୟା-୨’ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି

ବହୁ ପ୍ରତୀକ୍ଷିତ ଫିଲ୍ମ‘ଭୁଲ ଭୁଲେୟା-୨’ ଆସନ୍ତା ମେ’ ୨୦ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମଟି ଅକ୍ଷୟ କୁମାରଙ୍କ ସୁପରହିଟ୍‌ ଫିଲ୍ମ ଭୁଲ ଭୁଲେୟାର ଏକ ସିକ୍ୱେଲ। ତେବେ ଏହି ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ…

ବିକିଙ୍କୁ ଛୁଇଁବା ମାତ୍ରେ ଯୁବତୀଙ୍କ ଆଖିରେ ଆସିଗଲା ଲୁହ

ବଲିଉଡ ଅଭିନେତା ବିକି କୌଶଲ ନିଜ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବିକିଙ୍କ ଝଲକ୍‌ ଟିକେ ପାଇବାକୁ ପ୍ରଶଂସକ ଅପେକ୍ଷା କରିଥାନ୍ତି। ନିକଟରେ ଜଣେ ଯୁବତୀ ବିକିଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲେ। ଏହାର ଭିଡିଓ ସୋସିଆଲ…

ବଲିଉଡ୍‌ରେ ୩୦ ବର୍ଷ ପୂରଣ କଲେ ଖିଲାଡି ବୟ, ସୋସିଆଲ ମିଡିଆରେ ଲେଖିଲେ ଏମିତି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩ ଦଶନ୍ଧି ପାଳନ କରିଛନ୍ତି। ଏହି ୩୦ ବର୍ଷ ମଧ୍ୟରେ ପ୍ରଶଂସକମାନେ ତାଙ୍କୁ ଅନେକ ଭଲ ପାଇବା ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି…

ଜୁସ୍‌ ଦୋକାନରୁ ଭଜନ ସମ୍ରାଟ୍‌ ହେବାର ଯାତ୍ରା

ବଲିଉଡ୍‌ରେ ଭଜନ ସମ୍ରାଟ ଭାବରେ ଜଣାଶୁଣା ଗୁଲଶନ କୁମାରଙ୍କର ଆଜି ଜନ୍ମବାର୍ଷିକୀ। ତାଙ୍କ ଭଜନ ଶୁଣି ଶ୍ରୋତାମାନେ ଆଜି ବି ମନ୍ତ୍ରମୁଗ୍ଧ ହୋଇପଡନ୍ତି। ବଲିଉଡରେ ଗୁଲଶାନ କୁମାରଙ୍କ ନାମ ଏବେ ବି ସମ୍ମାନର ସହ ନିଆଯାଏ। ସେ ଏପରି ଜଣେ ବ୍ୟକ୍ତି…

ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ହୋଟେଲ୍‌ ଛାତକୁ ଚଢିଲେ ପ୍ରଶଂସକ

ସାଉଥ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମର ଶୁଟିଂ ପାଇଁ ବିଶାଖାପାଟନମ୍‌ରେ ପହଞ୍ଚିଛନ୍ତି। ଏଠାରେ ପ୍ରଶଂସକମାନେ ନିଜ ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମାଇଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ଶହ ଶହ ପ୍ରଶଂସକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri