ଅଭିଷେକ ବଚ୍ଚନଙ୍କ ପାଇଁ ବଦଳାଇଥିଲେ ନାଁ
ବମ୍ବେ: କମେଡିଆନ କୃଷ୍ଣା ଅଭିଷେକ ମନୋରଞ୍ଜନଜଗତର ଏକ ଜଣାଶୁଣା ନାମ। ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରେ ସେ ସପ୍ନା ଭୂମିକାରେ ନଜର ଆସୁଛନ୍ତି। କୃଷ୍ଣାଙ୍କ ନାମ ପଛର କାହାଣୀ ବେଶ ରୋମାଞ୍ଚକର। ତାଙ୍କର ପ୍ରକୃତ ନାମ…
ବିବାହକୁ ନେଇ ମୁହଁ ଖୋଲିଲେ ଅର୍ଜୁନ
ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅନ୍ୟତମ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ଆନୁଷ୍ଠାନିକ ଭାବରେ ୨୦୧୯ରେ ସେମାନଙ୍କର ସମ୍ପର୍କ ଘୋଷଣା କରିଥିଲେ। ଦୁହେଁ…
ପପ୍ ଷ୍ଟାର୍ଙ୍କୁ କାମୁଡିଲା ସାପ,ଭିଡ଼ିଓ ଶେୟାର କରି…
ପ୍ରସିଦ୍ଧ ପପ୍ ଷ୍ଟାର୍ ବ୍ରିଟନୀ ସ୍ପିୟର୍ସ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ୍ ସେ। ନୂଆ ନୂଆ ଫଟୋ, ଭିଡ଼ିଓ ଶେୟାର କରି ଦର୍ଶକଙ୍କ ସହ ଯୋଡ଼ି ହୋଇ ରୁହନ୍ତି। ନିକଟରେ…
ଏହି ଦିନ ଆମେରିକାରେ ରିଲିଜ୍ ହେବ ‘ଆର୍ଆର୍ଆର୍’
ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଆର୍ଆର୍ଆର୍’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗି ୧୧୦୦ କୋଟିରୁ ଅଧିକ ଆୟ କରିଛି। ତେବେ ଏହାର ଅରିଜିନାଲ ଅନ୍କଟ ଭର୍ସନ ଜୁନ୍ ୧ ରେ ଆମେରିକାର ୧୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମଟି…
ପୁଣି ହସାଇବ ‘ତାରକ୍ ମେହେତା କା ଓଲଟା ଚଷମା’
ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ଟିଭି ଶୋ’ ‘ତାରକ୍ ମେହେତା କା ଓଲଟା ଚଷମା’ ୧୩ ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ଏହି ଶୋ’ପ୍ରତି ଘରେ ଘରେ ପରିଚିତ। ଚରିତ୍ର ଗୁଡ଼ିକ ମଧ୍ୟରେ ଜେଟାଲାଲ, ଦୟାବେନ, ବବିତା…
ଏକଦା ଦୁଃଖ ସମୟରେ ମାଧୁରୀ କରୁଥିଲେ କମେଡି ସିନ୍ ଶୁଟ୍: ଘଟଣା ଜାଣିଲେ…
ବଲିଉଡ୍ର ଏଭର ଗ୍ରୀନ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ସର୍ବଦା ତାଙ୍କ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ନିଜ ବ୍ୟକ୍ତିଗତ ଜୀବନର କଷ୍ଟକୁ ସେ କେବେ ବୃତ୍ତିଗତ ଜୀବନ ଉପରେ ପକାଇବାକୁ ଚାହାନ୍ତି ନାହିଁ। ନିର୍ମାତା ରାଜକୁମାର…
ଜେଲେନ୍ସ୍କିଙ୍କ ଭିଡିଓ ସମ୍ବୋଧନରୁୁ ଆରମ୍ଭ ହେଲା କାନସ୍ ଫିଲ୍ମ ଫେଷ୍ଟିଭାଲ
ଫ୍ରାନ୍ସ,୧୮ ।୫: ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୫ତମ ସଂସ୍କରଣର ଆରମ୍ଭ ରୁଷିଆ ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍ସ୍କିଙ୍କ ଭିଡିଓ ସମ୍ବୋଧନରୁ ଆରମ୍ଭ ହୋଇଛି । ମଙ୍ଗଳବାର ଅର୍ଥାତ୍ ୧୭ ମେ ୨୦୨୨ରେ ଆରମ୍ଭ ହୋଇଥିବା…
ଅନୁଜଙ୍କ ବଧୂ ହେବାକୁ ପ୍ରସ୍ତୁତ
ବମ୍ବେ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଜ-ଅନୁପମା। ଷ୍ଟାରପ୍ଲସ୍ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଆଗାମୀ ଏପିସୋଡରେ ଏହା ଦେଖିବାକୁ ମିଳିପାରେ। ପ୍ରଶଂସକମାନେ ଏହି ଚର୍ଚ୍ଚିତ ବିବାହକୁ ଅପେକ୍ଷା କରି ରହିଥିବା ବେଳେ ଏବେ ଅନୁପମାଙ୍କ ବଧୂ ବେଶର…
୬ ବର୍ଷ ସାନ ଆଦିଲଙ୍କ ପ୍ରେମରେ ପଡ଼ିଛନ୍ତି ରାକ୍ଷୀ, ଉପହାରରେ ମିଳିଛି ବିଏମ୍ଡବ୍ଲୁ
ବମ୍ବେ: ଛଅ ବର୍ଷ ସାନ ପ୍ରେମିକଙ୍କୁ ଡେଟ୍ କରିବାକୁ ନେଇ ଚର୍ଚ୍ଚାରେ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ। ଉଭୟଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଣୁ ପ୍ରେମିକ କିଏ, ସେ କ’ଣ କରନ୍ତି, ରାକ୍ଷୀଙ୍କୁ ସେ କିପରି…
ଏଥର ତେଲଗୁ ନିର୍ଦ୍ଦେଶକଙ୍କ ସହ ଧମାଲ କରିବେ ସଲମାନ
ମୁମ୍ବାଇ: ଏବେ ବଲିଉଡର ଅଧିକାଂଶ ଫିଲ୍ମରେ ସାଉଥ୍ ଫିଲ୍ମର ରିମେକ ଦେଖିବାକୁ ପଡୁଛି । ଆଉ ବଲିଉଡ୍ ସେଲିବ୍ରିଟିମାନେ ଏବେ ସାଉଥ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରି ଦେଇଛନ୍ତି । ଏବେ ଏହି ଲିଷ୍ଟରେ ସଲମାନଙ୍କ ନାମ ସାମିଲ ହୋଇଯାଇଛି…
‘ଡକ୍ଟର ଷ୍ଟ୍ରେଞ୍ଜ’ ଅଭିନେତ୍ରୀଙ୍କୁ ୮ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ: ସୁପରହିଟ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ରେ ଅଭିନୟ କରି ବାହାବା ସାଉଁଟିଥିବା ଅଭିନେତ୍ରୀ ଜାରା ଫିଥିଆନ୍ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କ ସହ ସ୍ବାମୀ…
ସ୍ତ୍ରୀଙ୍କ ସହ ନ୍ୟୁୟର୍କରେ ପାଳିଲେ ଜନ୍ମଦିନ
ବମ୍ବେ: ନୂଆ ନୂଆ ବିବାହ ସରିଛି। ଏଥିଲାଗି ସ୍ତ୍ରୀ ତଥା ଅଭିନେତ୍ରୀ କଟ୍ରିନା କୈଫଙ୍କ ସହ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି ଅଭିନେତା ବିକ୍କି କୌଶଲ। ଅଭିନେତା ମେ’ ୧୬ରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ନ୍ୟୁୟର୍କରେ ସେ ଏହି ଖାସ୍…
Archives


