ହ୍ରିତିକ୍‌ଙ୍କ ଲୁକ୍‌ ଦେଖି ଫିଦା ହେଲେ କ୍ୟାଟ୍ରିନା,ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଅଭିନେତା ବିକି କୌଶଲଙ୍କ ସହ ତାଙ୍କ ବିବାହ ହୋଇଥିଲା। ହେଲେ ଏବେ ବିକିଙ୍କ ବଦଳରେ ଅଭିନେତା ହ୍ରିତିକ୍‌ ରୋଶନଙ୍କୁ ପ୍ରଶଂସା କରୁଛନ୍ତି କ୍ୟାଟ୍‌।
ସେ ହ୍ରିତିକ୍‌ ଲକ୍‌କୁ ଦେଖି ଦିଓ୍ବାନା ହୋଇଯାଇଛନ୍ତି। ତେବେ ହ୍ରିତିକ୍‌ଙ୍କ ଲୁକ୍‌ ଆଉ ଡ୍ୟାନ୍ସକୁ ପସନ୍ଦ କରୁଥିବା ଲୋକଙ୍କ ତାଲିକା ବେଶ ଲମ୍ବା। ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି କ୍ୟାଟ୍ରିନା। ହ୍ରିତିକ୍‌ ତାଙ୍କର ଏକ ବିଜ୍ଞାପନ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ହେଲେ ଏହି ବିଜ୍ଞାପନକୁ ଦେଖି ତାଙ୍କ ଲୁକ୍‌ରେ କ୍ୟାଟ୍ରିନା ଫିଦା ହୋଇଯାଇଛନ୍ତି। ସେ ଏହାକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଲଭିଂ ଦିସ ବିୟର୍ଡ ଭାଇବ୍‌’। ହ୍ରିତିକ୍‌ଙ୍କୁ କ୍ୟାଟ୍ରିନାଙ୍କ ଏଭଳି ପ୍ରଶଂସା ଦେଖି ବିକି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ହ୍ରିତିକ୍‌ଙ୍କ ଏହି ଲୁକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପାଙ୍କ ମା’ଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ

ବମ୍ବେ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା। ଏକ ଠକେଇ ମାମଲାରେ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହୋଇଛି। ପୂର୍ବରୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌(ଅନ୍ଧେରୀ...

ବିରଳ ସିଂହକୁ ଖାଦ୍ୟ ଖୁଆଇଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ମୋନି ରୟ ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି।...

ବକ୍ସ ଅଫିସରେ ସୁପରହିଟ୍‌ ‘ଭୀମଲା ନାୟକ’: ଆୟ କଲାଣି…

ତେଲୁଗୁ ଫିଲ୍ମ‘ଭୀମଲା ନାୟକ’ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମଟି ମାତ୍ର ତିନି ଦିନ ମଧ୍ୟରେ ୧୦୦...

ଅଟୋରେ ଗଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା ଏବେ ଲକ୍ଜରିୟସ କାର୍‌ ଛାଡି ଅଟୋରେ ଯାତ୍ରା କରିଛନ୍ତି। ନିଜର ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା...

ଟୁଇଟର୍‌ ଛାଡ଼ିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ: ‘ଡିଆକ୍ଟିଭେଟ’ କଲେ ଆକାଉଣ୍ଟ

ବମ୍ବେ: ଟୁଇଟର୍‌ ଛାଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା। ନିଜର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଏହାକୁ ସ୍ପଷ୍ଟ...

ବିବାହ ପରେ ଏବେ ଚର୍ଚ୍ଚାରେ ବିକ୍କି-କଟ୍ରିନାଙ୍କ କାର୍‌ ନମ୍ବର ପ୍ଲେଟ୍‌

ବମ୍ବେ: ମନ ମିଶିଲେ ସବୁ କିଛି ମିଶେ। ସେପରି କିଛି ଅଭିନେତା ବିକ୍କି କୌଶଲ-ଅଭିନେତ୍ରୀ କଟ୍ରିନା କୈଫଙ୍କ କ୍ଷେତ୍ରରେ। ଉଭୟ ବିବାହ କରିବାକୁ ଯାଉଥିବା ନେଇ...

ପ୍ରଥମଥର ଝିଅର ମୁହଁ ଦେଖାଇଲେ ପ୍ରିୟଙ୍କା

ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜିକାଲି ଝିଅ ମାଳତୀ ମେରି ସହ ସମୟ ବିତାଉଛନ୍ତି। ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଦେଖିବାକୁ ମିଳୁଛି। ଜନ୍ମ ପରଠାରୁ...

ଡିସେମ୍ବର ୧୫ରୁ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ

କୋଲକାତା: ୨୮ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଖୁବ୍‌ଶୀଘ୍ର ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ଫିଲ୍ମ ଫେଷ୍ଟିଭାଲ ହେବାକୁ...

Advertisement
Archives

Model This Week