ଏହିି ସୁପରଷ୍ଟାରଙ୍କ ବାୟୋପିକ୍ କରିବାକୁ କାହିଁକି ଚାହୁଁନାହାନ୍ତି ଫରାହ ଖାନ୍
ବଲିଉଡ୍ ନିର୍ଦ୍ଦେଶକ ଫରାହ ଖାନ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ‘ଓମ ଶାନ୍ତି ଓମ’, ‘ଚେନ୍ନାଇ ଏକ୍ସପ୍ରେସ’ରେ ତାଙ୍କ ନିର୍ଦ୍ଦେଶନା ସୁନ୍ଦର ଥିଲା। ଫିଲ୍ମ ‘ମେନ ହୁନ ନା’ରେ ନିର୍ଦ୍ଦେଶକ…
ମୁହଁ,ହାତରେ ବନ୍ଧା ହୋଇଛି ବ୍ୟାଣ୍ଡେଜ୍: ଆହତ ଅବସ୍ଥାରେ ନଜର ଆସିଲେ ଶାହରୁଖ
ମୁମ୍ବାଇ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପ୍ରଂଶସକ ପାଇଁ ଏକ ଖୁସି ଖବର। ଶେଷରେ ସାଉଥ୍ ଫିଲ୍ମ ନିର୍ମାତା ଏଟଲିଙ୍କ ସହ ସହଯୋଗିତାରେ କିଙ୍ଗ୍ ଖାନ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି। ଏଟଲିଙ୍କ ନିର୍ଦ୍ଦେଶିତ ଓ…
ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍ କରି ରଖଛନ୍ତି ଅମିତାଭ ବଚ୍ଚନ
ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ…
ଶ୍ରୀୟାଙ୍କ ଦେଶୀ ଲୁକ୍
ମୁମ୍ବାଇ: ଫିଲ୍ମ ଆରଆର୍ଆର୍ରେ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରୀୟା ଶରଣ ଏବେ କାମକୁ ଫେରିଛନ୍ତି। ଏବେ ସେ ଅପ୍କମିଂ ଫିଲ୍ମର ଶୁଟିଂ କରୁଛନ୍ତି। ଏହା ମଧ୍ୟରେ ସେ ଶୁଟିଂସେଟ୍ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ୟୁପି ପରେ ମଧ୍ୟପଦେଶ, ଉତ୍ତରାଖଣ୍ଡରେ ଟ୍ୟାକ୍ସ ଫ୍ରି ହେଲା ‘ସମ୍ରାଟ ପୃଥ୍ବୀରାଜ’
ମୁମ୍ବାଇ,୩।୬: ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଆଜି ସମଗ୍ର ଦେଶରେ ରିଲିଜ୍ ହୋଇଛି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ବୀରାଜଙ୍କ ଚରିତ୍ରରେ ନଜର ଆସିବେ। ଏସବୁ ଭିତରେ ଫିଲ୍ମଟିକୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଉଛି। ଗୁରୁବାର…
‘ସ୍ମାର୍ଟ ଯୋଡି’ ଶୋ’ର ଓ୍ବିନର ହେଲେ ଏହି ଯୋଡ଼ି
ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ବିବାହ ପରେ ଅନେକ ରିଆଲିଟି ଶୋ’ରେ ନଜର ଆସନ୍ତି। ନିକଟରେ ‘ସ୍ମାର୍ଟ ଯୋଡି’ ଶୋ’ରେ ଏହି ଦମ୍ପତ୍ତଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏହି ଶୋ’ରେ ଅଙ୍କିତା ଏବଂ ବିକି ବିଜେତା ହୋଇଛନ୍ତି।…
ସାତ ବର୍ଷରେ କେତେ ବଦଳି ଗଲେଣି ମୁନ୍ନି
ମୁମ୍ବାଇ: ୨୦୧୫ରେ ଆସିଥିବା ବଲିଉଡ ମୁଭି ‘ବଜରଙ୍ଗି ଭାଇଜାନ’ର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମୁନ୍ନି(ହର୍ଷାଳି ମାଲହୋତ୍ରା) । ତାଙ୍କର ସରଳତା ସମସ୍ତଙ୍କ ହୃଦୟ ଜିତିଥିଲା । ଏବେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି କୁନି ଝିଅ ୧୪ ବର୍ଷ ବୟସରେ…
‘ବଲିଉଡ, ସାଉଥ୍ ଫିଲ୍ମ ମଧ୍ୟରେ ବିଭାଜନ ହେବା ଉଚିତ୍ ନୁହେଁ’
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ ଅର୍ଥାତ୍ ଜୁନ୍ ୩ରେ ପେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକ ଖୁବ୍…
ଆଜି ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’
ସବୁ ଅପେକ୍ଷାର ଅନ୍ତ ଘଟାଇ ଆଜି ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକ କେବେଠୁ ଅପେକ୍ଷା କରିଛନ୍ତି। ଏବେ ସେହି ଅପେକ୍ଷାର ଅନ୍ତ ଘଟିବାକୁ…
କେକେଙ୍କ ହୋଟେଲ ରୁମ୍ରୁ ମିଳିଲା ଆଣ୍ଟାସିଡ ଔଷଧ
ବଲିଉଡ ପ୍ରସିଦ୍ଧ ଗାୟକ କେକେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି। କୋଲକାତାରେ ଲାଇଫ୍ କନ୍ସର୍ଟର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ଖବରରେ ସାରା ବଲିଉଡ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଛୋକର ଛାୟା…
‘ତୁମେ ସବୁଦିନ ମନେ ରହିବ’
ମୁମ୍ବାଇ: ପ୍ରସିଦ୍ଧ ଗାୟକ କେକେଙ୍କ ଦେହାନ୍ତରେ ବଲିଉଡ୍ ଷ୍ଟାର୍ ସଲମାନ ଖାନ୍ ଶୋକ ପ୍ରକାଶ କରିଛନ୍ତି। କେକେ ସଲମାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ’ର’ ତଡ଼ପ-ତଡ଼ପ କେ ଇସ୍…
‘ସମ୍ରାଟ ପୃଥ୍ବୀରାଜ’କୁ ଟ୍ୟାକ୍ସ୍ ଫ୍ରି ଘୋଷଣା କଲେ ଯୋଗୀ
ଲକ୍ଷ୍ନୌ,୨।୬: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ ଅର୍ଥାତ୍ ଜୁନ୍ ୩ରେ ପେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକ…
Archives


