ମନୋରଞ୍ଜନ

ଅମରନାଥରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ଅକ୍ଷୟ

ମୁମ୍ବାଇ: ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ପୁଣିଥରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ବାବା ବର୍ଫାନିଙ୍କ ଦର୍ଶନ ପାଇଁ ଅମରନାଥ ଯାତ୍ରା କରିଥିଲେ । ହେଲେ ଶୁକ୍ରବାର ସେଠାରେ ହଠତ୍ ବାଦଲଫଟା ବର୍ଷା ହେବା…

ଓଟିଟିରେ ରିଲିଜ୍‌ ହେବ ‘ଲାଲ ସିଂ ଚଢା’

ବଲିଉଡ୍‌ ଅଭିନେତା ଅମୀର ଖାନଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ ପ୍ରେକ୍ଷାଳୟକୁ ଆସିବ। ଯାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଶା କରାଯାଉଛି ଫିଲ୍ମଟି ବକ୍ସ ଅଫିସ୍‌ରେ ଧମାଲ କରିବ। ଫିଲ୍ମଟି କେବଳ…

କାହିଁକି ଫିଲ୍ମରେ ସର୍ଟ ଖୋଲନ୍ତି ସଲମାନ୍‌, କହିଲେ ଏପରି କିଛି

ବଲିଉଡ୍‌ ଦବଙ୍ଗ ଖାନ୍‌ ଅର୍ଥାତ ସଲମାନ୍‌ଙ୍କୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି। ତାଙ୍କର ଲମ୍ବା ଏବଂ ସଫଳ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏଥିଲାଗି ଭାଇଜାନ୍‌ଙ୍କୁ ସମସ୍ତେ ଖୁବ୍‌ ପସନ୍ଦ କରନ୍ତି। ତେବେ ସେ ସର୍ବଦା…

ବାଜପେୟୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡରେ ପ୍ରତିବର୍ଷ ନିର୍ମାଣ ହେଉଛି ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାୟୋପିକ୍ । ତେବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ ନେଇ ପୂର୍ବରୁ ଘୋଷଣା ହୋଇସାରିଥିଲେ ବି ଏବେ ପର୍ଯ୍ୟନ୍ତ ଏଥିପାଇଁ…

ଉର୍ଫି ଜଣେ ଫ୍ୟାଶନ୍‌ ଆଇକନ୍‌: ରଣବୀର

ବମ୍ବେ: ଯିଏ ନିଜର ଅଜବଗଜବ ପରିଧାନକୁ ନେଇ ସର୍ବଦା ରହିଥାନ୍ତି ଚର୍ଚ୍ଚାରେ, ତାଙ୍କର ବଡ଼ ପ୍ରଶଂସକ ପାଲଟିଛନ୍ତି ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ। ଆମେ କହୁଛୁ ଉର୍ଫି ଜାଭେଦଙ୍କ ବିଷୟରେ। ସର୍ବଦା ଅଭିନେତ୍ରୀ ନିଜର ସ୍ବତନ୍ତ୍ର ବେଶଭୂଷାକୁ ନେଇ ସୋସିଆଲ ମିଡିଆରେ…

ହସ୍ପିଟାଲ୍‌ରେ ଏଜାଜ୍‌ ଖାଁ

ବମ୍ବେ: ଟେଲିଭିଜନ ଷ୍ଟାର ତଥା ବିଗ୍‌ବସ୍‌ର ପ୍ରତିଯୋଗୀ ଥିବା ଏଜାଜ୍‌ ଖାଁ ଅସୁସ୍ଥ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଟାଇଫଏଡ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି। ଏଜାଜ୍‌ ନିଜର ସ୍ବାସ୍ଥ୍ୟ ବିଷୟରେ ନିଜର ସୋସିଆଲ ମିଡିଆରେ ପ୍ରଂଶସକଙ୍କୁ ଜଣାଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀରେ…

ଟିଜର ରିଲିଜ୍‌ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ

ମୁମ୍ବାଇ: ସାଉଥ ସିନେମାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତାମିଲ ଅଭିନେତା ବିକ୍ରମ ଶୁକ୍ରବାର ହୃଦ୍‌ଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ୫୬ ବର୍ଷୀୟ ବିକ୍ରମଙ୍କୁ ହଠାତ୍‌ ଛାତିରେ ଯନ୍ତ୍ରଣା ହେବାରୁ ସେ…

‘ମୁଁ ଆଶା କରି ନ ଥିବା ଘଟଣା ଘଟିଥିଲା’

ମୁମ୍ବାଇ: ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ନିଜର ବହୁ ପ୍ରତୀକ୍ଷିତ ଶୋ’ ‘କଫି ଓ୍ବିଥ୍‌ କରନ୍‌ ସିଜନ-୭’କୁ ପୁଣି ଥରେ ଆରମ୍ଭ କରିଛନ୍ତି। ଏହି ସପ୍ତାହରେ ସେ ବଲିଉଡ୍‌ର ଦୁଇ ଜଣାଶୁଣା ଷ୍ଟାର୍‌ଙ୍କ ସହ ଶୋ’ର ସପ୍ତମ ସିଜନ୍‌ ଆରମ୍ଭ…

ଓଟିଟିରେ ରିଲିଜ୍‌ ହେଲା ‘ବିକ୍ରମ’

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ପ୍ରେକ୍ଷାଳୟରେ ରିଲିଜ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ଜୁନ୍‌ ୩ରେ ରିଲିଜ୍‌ ହୋଇଥିଲା। ବିକ୍ରମ ହେଉଛି ଏକ ଆକ୍ସନ ଫିଲ୍ମ। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ…

ଖୁବ୍‌ଶୀଘ୍ର ଆରମ୍ଭ ହେବ ଦବଙ୍ଗ- ୪ର ଶୁଟିଂ,ଉତ୍ସାହରେ ଦର୍ଶକ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ଙ୍କ ଫିଲ୍ମ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ଦର୍ଶକ। ଆଗକୁ ମଧ୍ୟ ଭାଇଜାନଙ୍କ ଅନେକ ଫିଲ୍ମ ଆସିବାକୁ ଯାଉଛି। ଶୁଣିବାକୁ ମିଳୁଛି ଯେ,ବଜରଙ୍ଗୀ ଭାଇଜାନ -୨ ମଧ୍ୟ ଆଗକୁ ଆସିବାର ଅଛି। ହେଲେ ଏ…

ରୋମାଣ୍ଟିକ ହେଲେ ରଣବୀର-ବାଣୀ

ମୁମ୍ବାଇ: ବଲିଉଡ ନାୟକ ରଣବୀର କପୁର ଓ ନାୟିକା ବାଣୀ କପୁରଙ୍କୁ ଖୂବଶୀଘ୍ର ମୁଭି ‘ଶମଶେରା’ରେ ଦେଖିବାକୁ ମିଳବ । ଗୁରୁବାର ଏହାର ଦ୍ୱିତୀୟ ଗୀତ ରିଲିଜ ହୋଇଛି । ଏହି ଗୀତର ବୋଲ ରହିଛି ‘ଫିତୁର’ । ଏହି ଗୀତଟି…

ଫେରୁଛନ୍ତି ନୀଳନୟନା, ଫଟୋ ଶେୟାର କରି ଅଭିଷେକ ଲେଖିଲେ ଏମିତି

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ବଲିଉଡ୍‌ର ସବୁଠୁ ସୁଖୀ ଦମ୍ପତି କୁହାଯାଏ। ସେମାନେ ୨୦୦୭ରେ ବିବାହ କରିଥିଲେ। ବିବାହର ଏତେ ଦିନ ପରେ ବି ଦୁହେଁ ପରସ୍ପରକୁ ପ୍ରଶଂସା କରିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ। ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri