ସାମ୍ନାକୁ ଆସିଲା ଅନୁପମଙ୍କ ଲୁକ୍, ଜୟପ୍ରକାଶ ନାରାୟଣ ଭୂମିକାରେ ଆସିବେ ନଜର
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବାତ୍ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଥିଲା ବେଳେ ଏବେ ଅଭିନେତା…
‘ସନ୍ନି ଦେଓଲଙ୍କ ପାଇଁ ମୁମ୍ବାଇରେ ବଙ୍ଗଳା କିଣିଛି’
ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାର କରଣ ଜୋହରଙ୍କ ଶୋ’ ‘କଫି ଓ୍ବିଥ୍ କରଣ-୭’ରେ ନଜର ଆସିଥିଲେ। ଶୋ’ରେ ଅକ୍ଷୟ ମୁମ୍ବାଇର ଜୁହୁ ଅଞ୍ଚଳରେ ନିଜର ବିଳାସପୂର୍ଣ୍ଣ ବଙ୍ଗଳା କିଣିବାର ଏକ ରୋଚକ କାହାଣୀ କହିଥିଲେ। ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ଫିଲ୍ମ…
ପ୍ରିୟଙ୍କାଙ୍କ ବୋଲ୍ଡ ଡ୍ୟାନ୍ସ , ଭିଡିଓ ଦେଖିଲେ…
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏ କି ବଲିଉଡ୍ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଦକ୍ଷ ଅଭିନୟ ପ୍ରଦର୍ଶନ କରିଛନ୍ତି। ପ୍ରିୟଙ୍କା ଏପର୍ଯ୍ୟନ୍ତ ନିଜ କ୍ୟାରିୟରରେ ସଫଳତା ହାସଲ ପାଇଁ ଦିନରାତି ପରିଶ୍ରମ କରିଛନ୍ତି। ଅଭିନୟ…
ପୂର୍ବତନ ସ୍ବାମୀଙ୍କ ପ୍ରତି ରହିଛି ଏଭଳି ଫିଲିଙ୍ଗସ୍, ଖୁଲାସା କଲେ ଅଭିନେତ୍ରୀ
ମୁମ୍ବାଇ: ସାଉଥ୍ର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବ ଘଟଣା ତାଙ୍କ ଫ୍ୟାନ୍ସ ଫଲୋର୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଇତି ମଧ୍ୟରେ ସାମନ୍ଥା ଅକ୍ଷୟ…
ଗର୍ଭବତୀ ଥିବା ଦେଖାଇବାକୁ ଯାଇ ଏତେ ମହଙ୍ଗା ଡ୍ରେସ ପିନ୍ଧିଲେ ଆଲିଆ
ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେନସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି । ୨୭ ଜୁନ ୨୦୨୨ରେ ସେ ମାଆ ହେବାକୁ ଯାଉଥିବା ଖବର ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ…
ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍
ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍ ଷ୍ଟାଇଲ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ ସେ ନିଜ ଇଚ୍ଛା ଅନୁଯାୟୀ ଡ୍ରେସିଂ ଷ୍ଟାଇଲ ବାଛନ୍ତି। ନିକଟରେ ସେ ଏକ ବୋଲ୍ଡ…
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’ ଶୁକ୍ରବାର ରିଲିଜ୍ ହେଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ। ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ କେମେଷ୍ଟ୍ରିକୁ ଦର୍ଶକ ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ…
ଖତ୍ରୋ କେଁ ଖିଲାଡି ଟ୍ରଫିରୁ ବଞ୍ଚିତ ହେଲେ ଜନ୍ନତ୍
ମୁମ୍ବାଇ: ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ମଧ୍ୟ ଟ୍ରଫିରୁ ବଞ୍ଚିତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଜନ୍ନତ ଜୁବୈର। ସେ ଚଳିତବର୍ଷର ଖତ୍ରୋ କେଁ ଖିଲାଡି- ୧୨ରେ ଭାଗନେଇ ଖେଳୁଥିଲେ ଏବଂ ସେଥିରେ ଟ୍ରଫି ଜିତିବାକୁ ସମସ୍ତ ଉଦ୍ୟମ, ଶକ୍ତି ଲଗାଇ ଦେଇଥିଲେ।…
ପ୍ରେମିକାଙ୍କ ଘର ନିକଟରେ କିଣିଥିବା ଫ୍ଲାଟ୍ ବିକିଲେ ଅର୍ଜୁନ
ବମ୍ବେ: ପ୍ରେମିକା ମଲାଇକା ଅରୋରାଙ୍କ ଘର ନିକଟରେ ଘର କିଣିଥିଲେ ବଲିଉଡ୍ ଅଭିନେତା ଅର୍ଜୁନ କପୁର। ଉକ୍ତ ଚାରି ବଖରା ବିଶିଷ୍ଟ ଫ୍ଲାଟ୍ର ମୂଲ୍ୟ ଥିଲା ୨୦ କୋଟି ଟଙ୍କା। ଏବେ ସେ ସେହି ଫ୍ଲାଟ୍କୁ ୧୬ କୋଟିରେ ବିକି ଦେଇଥିବା…
ଭାଉଜଙ୍କୁ ସମର୍ଥନ, ଭାଇଙ୍କୁ ଅନ୍ଫଲୋ
ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଭାଉଜ। ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ ପରେ ସେମାନେ ଛାଡ଼ପତ୍ର ନେବେ। ତେବେ ଅଭିନେତ୍ରୀଙ୍କ ଭାଇଭାଉଜଙ୍କ ଏଭଳି ନିଷ୍ପତ୍ତି ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୁସ୍ମିତା…
‘ମୁଁ ପ୍ରେମରେ ଭାଗ୍ୟଶାଳୀ ନୁହେଁ’
ମୁମ୍ବାଇ: ସୋସିଆଲ ମିଡିଆରେ ରାଖୀ ସାଓ୍ବନ୍ତ ଏବଂ ପ୍ରେମିକ ଆଦିଲ ଖାନ୍ ବହୁତ ଖୁସି ଅଛନ୍ତି। ଦୁହିଁଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା। ନିକଟରେ ଦିଲ୍ଲୀରେ ଥିବା ରାଖୀ କହିଛନ୍ତି, ମୈସୁରରେ ରହୁଥିବା ଆଦିଲଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ଆମକୁ ହଇରାଣ…
ଶୁକ୍ରବାର ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’ ଜୁଲାଇ ୨୨ ଅର୍ଥାତ୍ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ଯାହାକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ କେମେଷ୍ଟ୍ରିକୁ ଦର୍ଶକ ପ୍ରଥମ…
Archives


