ପ୍ରେମିକାଙ୍କ ଘର ନିକଟରେ କିଣିଥିବା ଫ୍ଲାଟ୍‌ ବିକିଲେ ଅର୍ଜୁନ

ବମ୍ବେ: ପ୍ରେମିକା ମଲାଇକା ଅରୋରାଙ୍କ ଘର ନିକଟରେ ଘର କିଣିଥିଲେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ଉକ୍ତ ଚାରି ବଖରା ବିଶିଷ୍ଟ ଫ୍ଲାଟ୍‌ର ମୂଲ୍ୟ ଥିଲା ୨୦ କୋଟି ଟଙ୍କା। ଏବେ ସେ ସେହି ଫ୍ଲାଟ୍‌କୁ ୧୬ କୋଟିରେ ବିକି ଦେଇଥିବା ଜଣାପଡ଼ିଛି।

ଫିଲ୍ମ ବିଷୟରେ କଥା ହେଲେ ଅର୍ଜୁନ ‘ଏକ ଭିଲେନ୍‌ ରିଟନ୍ସରେ ନଜର ଆସିବେ। ଫିଲ୍ମରେ ଜନ ଆବ୍ରାହମ, ତାରା ସୁତାରିଆ, ଦିଶା ପଟାନୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଏହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହ୍ନବୀଙ୍କ ସ୍ପଷ୍ଟୀକରଣ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି। କିନ୍ତୁ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ...

ପରଦାକୁ ଆସିବ ବିଜେନ୍ଦ୍ର-ଲୀଲାଙ୍କ ଦାମ୍ପତ୍ୟ ପ୍ରେମ

ଜୟପୁର, ୩।୧: ୨୦୧୩ କେଦାରନାଥ ବର୍ଷା ବିତ୍ପାତରେ ନିଖୋଜ ହୋଇଯାଇଥିଲେ ସ୍ତ୍ରୀ। ଖୋଜାଖୋଜି ସତ୍ତ୍ୱେ ମିଳି ନ ଥିଲା ତାଙ୍କର କୌଣସି ସନ୍ଧାନ। ଏପରି କି...

ବାହାହେବାକୁ ପ୍ରସ୍ତୁତ ହେଲେଣି ଅରବାଜ !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅରବାଜ ଖାଁ ପତ୍ନୀ ମଲାଇକାଙ୍କଠାରୁ ଅଲଗା ହେବା ପରେ ଯେତିକି ଚର୍ଚ୍ଚାକୁ ଆସି ନ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ...

ଶାହାରୁଖ୍‌ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ସ୍ତ୍ରୀ ଗୌରୀ ଖାନ୍‌ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର...

ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍‌ରେ…

ମୁମ୍ବାଇ, ୨୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍‌ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍‌ ପ୍ରତିଟି...

ଅଭିନେତା ହେବାକୁ ଚାହୁଁ ନ ଥିଲେ ଅଜୟ!

ମୁମ୍ବାଇ: ବଲିଉଡ ସିଂଘମ ଅର୍ଥାତ ଅଭିନେତା ଅଜୟ ଦେବଗନଙ୍କର ରବିବାର ହେଉଛି ଜନ୍ମଦିନ। ଅଜୟ ଦେବଗନ ବଲିଉଡରେ ଆକ୍ସନ, କମେଡି, ସିରିୟସ ପ୍ରାୟ ସବୁ ପ୍ରକାର...

ଅଧା ଲାଣ୍ଡି ହୋଇଗଲେ ଶିଳ୍ପା, ମେକ୍‌ଓଭର୍‌ ଭିଡିଓ ଦେଖି…

ବମ୍ବେ: ଅଧା ଲାଣ୍ଡି ହୋଇଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। କଥାଟି ଆମେ ମନରୁ କହୁନାହୁଁ। ଶିଳ୍ପା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରିଲ୍‌ ଶେୟାର କରିବା...

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

Advertisement
Archives

Model This Week