ମନୋରଞ୍ଜନ

ରାଗ ସୁଝାଉଛନ୍ତି ଉର୍ଫି: ଏବେ କହିଲେ ‘ଚାହତ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ପ୍ରେମିକଙ୍କ ଉପରେ ଉଡାଉଛନ୍ତି ଟଙ୍କା’

ବମ୍ବେ: ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦଙ୍କ ପୋଷାକ ଉପରେ ଟିପ୍ପଣୀ ଦେବା ଟେଲି ଅଭିନେତ୍ରୀ ଚାହତ ଖନ୍ନାଙ୍କୁ ପଡ଼ିଛି ମହଙ୍ଗା। ଉଭୟଙ୍କ ମଧ୍ୟରେ ଏବେ କ୍ୟାଟ୍‌ଫାଇଟ୍‌ ଜାରି ରହିଛି। ଚାହତ ପ୍ରଥମେ ଉର୍ଫିଙ୍କୁ ଟ୍ରୋଲ କରିବା ପରେ ଏବେ ଉର୍ଫି…

ପୂର୍ବ ପ୍ରେମିକଙ୍କ ସହ ପାର୍ଟି; ହେଲେ ଲଳିତ ମୋଦିଙ୍କୁ ନେଇ କହୁନାହାନ୍ତି କିଛି…

ବମ୍ବେ: ପୂର୍ବ ପ୍ରେମିକଙ୍କ ସହ ମା’ଙ୍କ ଜନ୍ମଦିନ ପାଳି ଚର୍ଚ୍ଚାରେ ଅଭିନେତ୍ରୀ ସୁସ୍ମିତା ସେନ। ସୋମବାର ଅଭିନେତ୍ରୀଙ୍କ ମା’ ସୁଭ୍ରା ସେନ୍‌ଙ୍କ ୭୧ତମ ଜନ୍ମଦିନ ଥିଲା। ଏହି ଅବସରରେ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କୁ ନେଇ ଏକ ପାର୍ଟି ରଖାଯାଇଥିଲା। ସୁସ୍ମିତା…

ମୋତେ ତାଙ୍କ ନାଁ ବହୁତ ପସନ୍ଦ, ‘ମଲାଇକା’: ଅର୍ଜୁନ କପୁର

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡଙ୍କ ମଧ୍ୟରୁ ଅର୍ଜୁନ କପୁର- ମଲାଇକା ଅରୋରା ଅନ୍ୟତମ। ବୟସାଗତ ତଫାତ ଥିଲେ ହେଁ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି। ଏହାର ଝଲକ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ନଚେତ କଥାବାର୍ତ୍ତାରୁ ସ୍ପଷ୍ଟ ବାରିହୁଏ। ନିକଟରେ ‘କଫି…

ରଣବୀରଙ୍କ ଫଟୋଶୁଟ୍‌କୁ ନେଇ ଜାଣନ୍ତୁ କ’ଣ କହିଲେ ସୋନୁ ସୁଦ୍‌

ବଲିଉଡ୍‌ ଅଭିନେତା ରଣବୀର ସିଂ ଏବେ ତାଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ। କେତେକ ରଣବୀରଙ୍କର ଏଭଳି ଫଟୋଶୁଟ୍‌କୁ ପସନ୍ଦ କରୁଥିବା ବେଳେ ଆଉ କେତେକ ସମାଲୋଚନା କରୁଛନ୍ତି। ପ୍ରସଂଶକ ଏବଂ ସେଲିବ୍ରିଟି ଏହ ଉପରେ ନିଜର ମତାମତ ମଧ୍ୟ ରଖୁଛନ୍ତ।…

ଲଗଜରୀ ଲାଇଫ୍ ମେଣ୍ଟେନ କରନ୍ତି ମହେଶ ବାବୁ, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି କୋଟି କୋଟି ଟଙ୍କା ପାରିଶ୍ରମିକ

ଚେନ୍ନାଇ: ସାଉଥ୍ ଅଭିନେତା ମହେଶ ବାବୁ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକୁ ଠିକ୍ ୪୮ ବର୍ଷ ପୂର୍ବେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ତାଙ୍କର ଜନ୍ମ ହୋଇଥିଲା । ଅଭିନୟକୁ ନେଇ ସାଉଥ୍ ଇଣ୍ଡଷ୍ଟ୍ରିରେ…

କିଛି ହିଟ୍ ଫିଲ୍ମ ଦେଇ ବି ଫ୍ଲପ ହୋଇଥିଲେ ବିବେକ

ମୁମ୍ବାଇ: ବଲିଉଡରେ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ବିବେକ ମୁଶରାନ କିନ୍ତୁ ଇଣ୍ଡଷ୍ଟ୍ରିରେ ବେଶୀଦିନ ତିଷ୍ଠି ପାରି ନ ଥିଲେ । ଏବେ ସେ ଏକ ପ୍ରକାର ବଲିଉଡରୁ ଦୂରେଇ ଯାଇଛନ୍ତି କହିଲେ ଚଳେ । ହେଲେ ତାଙ୍କର ଅଭିନୟ…

ପପ ଷ୍ଟାର ତଥା ଅଭିନେତ୍ରୀ ଓଲିଭିଆ ନିଉଟନ ଜନଙ୍କ ପରଲୋକ

ୱାଶିଂଟନ,୯ ।୮: ଚାରି ଥର ଗ୍ରାମି ଆୱାର୍ଡ ବିଜେତା ଗାୟିକା ତଥା ଅଭିନେତ୍ରୀ ଓଲିଭିଆ ନ୍ୟୁଟନ ଜନଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ସ୍ୱାମୀ ଜନ ଇଷ୍ଟରଲିଙ୍ଗ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି…

ଦିନେ ଖାଇବାକୁ ମିଳୁ ନ ଥିଲା, ଏବେ ସଫଳ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ସାମନ୍ଥା ରୁଥ ପ୍ରଭୁ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କ ସହ ବିବାହ ବିଚ୍ଛେଦ ପରେ ଚର୍ଚ୍ଚା ପରିସରକୁ ଆସିଥିଲେ। ନିକଟରେ ଏକ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା…

ଏହି ଅଭିନେତ୍ରୀଙ୍କ ପ୍ରାଇଭେଟ୍‌ ଫଟୋ ହୋଇଥିଲା ଭାଇରାଲ, ସନ୍ଦେହ ଘେରରେ…

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି। ବୃତ୍ତିଗତ ଜୀବନ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଥରେ…

ପ୍ରଥମ ଥର ସ୍କ୍ରିନ୍‌ ଶେୟାର କରିବେ ନାଗା-ମନ୍ଦାନା!

ସାଉଥ୍‌ ସୁପରଷ୍ଟାର ନାଗା ଚୈତନ୍ୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ରିଲିଜ୍‌ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ନାଗାଙ୍କୁ ଦେଖିବାକୁ ମିଳିବ। ବର୍ତ୍ତମାନ ସେ ଫିଲ୍ମ ପ୍ରମୋଶନରେ ଲାଗି…

‘କଫି ୱିଥ କରନ’ ଶୋ’କୁ ନ ଆସିବାର କାରଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ ନାୟିକା ତାପସୀ ପନ୍ନୁ ତାଙ୍କ ଅଭିନୀତ ଫିଲ୍ମ ‘ଦୋବାର’ର ରିଲିଜକୁ ନେଇ ପ୍ରସ୍ତୁତ ହୋଇଗଲେଣି । ଏଥିରେ ତାପସୀ ତାଙ୍କ ଦମଦାର ଅନ୍ଦାଜରେ ପୁଣିଥରେ ଦର୍ଶକଙ୍କ ଦିଲ୍ ଜିତିବେ ବୋଲି କୁହାଯାଉଛି । ଏପଟେ ଟେଲିଭିଜନରେ ଆରମ୍ଭ ହୋଇଥିବା…

‘ଦିଲ୍ଲୀ କ୍ରାଇମ୍‌-୨’ର ଟ୍ରେଲର ରିଲିଜ୍‌

ଓ୍ବେବ୍‌ ସିରିଜ୍‌ ‘ଦିଲ୍ଲୀ କ୍ରାଇମ’ର ସଫଳତା ପରେ ବର୍ତ୍ତମାନ ଦର୍ଶକ ଏହାର ସିଜନ ୨କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହି ୱେବ ସିରିଜର ଦ୍ୱିତୀୟ ସିଜିନର ଟ୍ରେଲର ରିଲିଜ ହୋଇଛି। ‘ଦିଲ୍ଲୀ କ୍ରାଇମ ସିଜନ ୨’ରେ ଜଣେ ବୃଦ୍ଧଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri