ମନୋରଞ୍ଜନ

ପ୍ରତିଭା ଦେଖା ଯାଇ ନଥିଲା: କଳା ଝିଅ ବିଜେତା ବୋଲି କୁହାଯାଇଥିଲା ଏହି ଅଭିନେତ୍ରୀଙ୍କୁ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଫିଲ୍ମ ‘ଅଜନବି’ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି। ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି କଥା। ପିଲାବେଳେ ତାଙ୍କୁ କେହି ଭଲ ପାଉ ନ ଥିଲେ।…

ତିନି ବର୍ଷ ଧରି କ୍ୟାନ୍‌ସର ସହ ଲଢ଼ୁଛନ୍ତି କିଜିଏଫ୍‌ର ‘କାସିମ୍‌ ଚାଚା’

ବମ୍ବେ: ତିନି ବର୍ଷ ହେଲାଣି କ୍ୟାନ୍‌ସର ସହ ଲଢ଼ୁଛନ୍ତି ସୁପରହିଟ୍‌ ଚଳଚ୍ଚିତ୍ର କେ.ଜି.ଏଫ୍‌ ୨ ଅଭିନେତା ହରିଶ ରାୟ। ବକ୍ସ ଅଫିସରେ ଏକାଧିକ ରେକର୍ଡ ଭାଙ୍ଗିଥିବା ଏହି ଫିଲ୍ମରେ କାସିମ ଚାଚା ଭୂମିକାରେ ନଜର ଆସିଥିଲେ ସେ। ତାଙ୍କର ଏହି ଭୂମିକାକୁ…

ବଲିଉଡରେ ଭାଇଜାନଙ୍କ ୩୪ ବର୍ଷ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ଦେଶ ବିଦେଶରେ ବେଶ ପରିଚିତ । ଦେଶ ଠାରୁ ବିଦେଶ ସବୁଠି ସଲମାନଙ୍କର ରହିଛି ଏକ ଭିନ୍ନ ପରିଚୟ । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ଫଲୋଇଂ ବି ବହୁ ଅଧିକ । ୧୯୮୮ରେ…

‘କିସି କା ଭାଇ, କିସି କା ଜାନ’; ଆଗାମୀ ଫିଲ୍ମରେ ଭାଇଜାନଙ୍କ ଦମ୍‌ଦାର ଲୁକ୍‌

ବମ୍ବେ: ବଲିଉଡ୍‌ ସିନେମାଜଗତରେ ନିଜର ୩୪ ବର୍ଷ ପୂରଣ କରିଛନ୍ତି ଦବଙ୍ଗ ଖାନ୍‌ ସଲମାନ। ୧୯୮୮ରେ ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ ଡେବ୍ୟୁ କରିଥିଲେ ସେ। ଏହାପରେ ଅନେକ ସୁପରହିଟ୍‌ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏବେ…

ଇରଫାନଙ୍କ ପ୍ରଥମ ଫିଲ୍ମର ଟ୍ରେଲର ରିଲିଜ୍‌: ଏଭଳି ପ୍ରତିକ୍ରିୟା ଦେଲେ ରାଇନା

ମୁମ୍ବାଇ: କ୍ରିକେଟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ କରି ଲୋକପ୍ରିୟ ହୋଇଥିବା ଇରଫାନ ପଠାନ ବର୍ତ୍ତମାନ ଅଭିନୟ ଜଗତରେ ନିଜର ଇନିଂସ ଖେଳିବାକୁ ଯାଉଛନ୍ତି। ଅଜୟ ଜ୍ଞାନମୁଥୁଙ୍କ ଦ୍ୱାରା ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘କୋବ୍ରା’ ସହିତ ଇରଫାନ ଫିଲ୍ମରେ ଡେବ୍ୟୁ କରିଛନ୍ତି।…

ଆଲିଆଙ୍କ ଲାଟେଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ପେଗ୍ନେସି ପିରିୟଡର ମଜା ଉଠାଉଛନ୍ତି । ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ ସେଥିରେ ସେ ବେବି ବମ୍ପ ପ୍ଲାଣ୍ଟ କରୁଥିବା ନଜର ଆସିଛି । ନିକଟରେ…

ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜିକାଲି ପ୍ରେମିକ ଶୁଭମନ ଗିଲ୍‌ଙ୍କ ସହ ବ୍ରେକଅପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ବେଶ୍‌ ଖୁସିଥିବା ଜଣାପଡୁଛନ୍ତି। ତାଙ୍କ କେଶ…

ପ୍ରଥମ ଦିନରେ ଜାଣନ୍ତୁ କେତେ ଆୟ କରିଛି ‘ଲାଇଗର’

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ବହୁ ଦିନରୁ ଅପେକ୍ଷା କରିଥିଲେ। ଫିଲ୍ମଟି ହିନ୍ଦୀ, ତେଲୁଗୁ, ମାଲାୟାଲମ, ତାମିଲ ଭାଷାରେ ରିଲିଜ୍‌ ହୋଇଛି। ତେବେ ରିଲିଜ୍‌…

ଓ୍ବେବ୍‌ସିରିଜ୍‌ ପାଇଁ ମନା କରିଥିଲେ ମା’

ମୁମ୍ବାଇ:୨୦୧୮ରେ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ‘ଲଷ୍ଟ ଷ୍ଟୋରିଜ୍‌’ ଶର୍ଟ ଫିଲ୍ମରେ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର ଅଭିନେତ୍ରୀ କିଆରା ଆଡଭାନୀଙ୍କ ଚରିତ୍ର ପାଇଁ ଉପଯୁକ୍ତ ଆକ୍ଟ୍ରେସ୍‌ ଖୋଜୁଥିଲେ। ଏଥିପାଇଁ କରନ ପ୍ରଥମେ କ୍ରୀତି ସାନନଙ୍କୁ ବାଛିଥିଲେ। ହେଲେ କ୍ରୀତି ‘ଲଷ୍ଟ ଷ୍ଟୋରିଜ୍‌’ରେ…

ପରଲୋକରେ ‘ସନମ ବଓ୍ବେଫା’ର ନିର୍ଦ୍ଦେଶକ

ମୁମ୍ବାଇ,୨୫।୮: ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଗୀତିକାର ତଥା ଲେଖକ ସାୱନ କୁମାର ଟାକଙ୍କର ପରଲୋକ ଘଟିଛି। ଗୁରୁବାର ଅପରାହ୍ନ ପ୍ରାୟ ୪ଟା ୧୫ରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ୮୬ ବର୍ଷରେ ସେ ଶେଷ…

ଫିଲ୍ମ ‘ଏମରଜେନ୍ସି’କୁ ନେଇ ବଢୁଛି ଉତ୍ସାହ: ସାମ୍ନାକୁ ଆସିଲା ମିଲିନ୍ଦଙ୍କ ଲୁକ୍‌

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଅପକମିଙ୍ଗ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା। ଏହା ପରେ ଅଭିନେତା…

ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri