ପ୍ରେଗ୍ନେସି ସମୟର କଷ୍ଟ ବଖାଣିଲେ ବିପାଶା
ମୁମ୍ବାଇ: ଗର୍ଭାବସ୍ଥାର ପ୍ରଥମ କିଛି ମାସ ଅନେକଙ୍କ ପାଇଁ ବହୁତ କଠିନ ଥାଏ । ଏହି ଲିଷ୍ଟରେ କେବଳ ସାଧାରଣ ମହିଳା ନୁହେଁ ସେଲିବ୍ରିଟି ବିପାଶା ବସୁ ବି ସାମିଲ ହୋଇଛନ୍ତି । ତାଙ୍କ ସହ ବି ଏମିତି କିଛି ହୋଇଥିବା…
ନାଁ ନ ନେଇ ନେହାଙ୍କ ଉପରେ ବର୍ଷିଲେ ଏଆର ରହମାନ
ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକ୍କଡଙ୍କର ଏବେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟି କୋଟି ପ୍ରଶଂସକ ରହିଛନ୍ତି । ହେଲେ ଏବେ ନେହା ଟ୍ରୋଲର ଶିକାର ହୋଇଛନ୍ତି । ସିଙ୍ଗର ନେହା ଏବେ ତାଙ୍କ ଲାଟେଷ୍ଟ ସଙ୍ଗ ‘ଓ…
୫ ଷ୍ଟାର୍ ହୋଟେଲରେ ନୁହଁ,ବରଂ ୧୭୬ ବର୍ଷ ପୁରୁଣା ମିଲ୍ରେ ହେବ ରିସେପ୍ସନ୍
ଆଉ କିଛି ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତା ଅଲି ଫାଜଲ ଏବଂ ରିଚା ଚଢା। ଉଭୟଙ୍କ ବିବାହ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍ସାହ ସେତେ ବଢିବାରେ ଲାଗିଛି। ଦୁହିଁଙ୍କର ବିବାହ ସମ୍ପର୍କିତ ଖବର ଜାଣିବା…
ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ
କଟକ ଅଫିସ,୨୭।୯: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅନୁଭବ-ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବିବାଦର ବୁଝାମଣା ପାଇଁ…
ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ପୁରସ୍କାର
ନୂଆଦିଲ୍ଲୀ,୨୭।୯: ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଆଶା ଜୀଙ୍କୁ ଏହି ସମ୍ମାନ ଦିଆଯିବ। ୬୦ ଏବଂ…
ଫିଲ୍ମ ‘ବିକ୍ରମ ଭେଧା’କୁ ନେଇ ଏଭଳି କହିଲେ କରୀନା
ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍ ଏବଂ ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ଆସନ୍ତା ୩୦ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହାରି ମଧ୍ୟରୁ ଫିଲ୍ମର ପ୍ରଥମ ସମୀକ୍ଷା ମଧ୍ୟରୁ ଅଭିନେତ୍ରୀ କରୀନା…
ମଣିରତ୍ନମଙ୍କ ପାଦ ଛୁଇଁଲେ ନୀଳନୟନା
ବହୁଚର୍ଚ୍ଚିତ ଫିଲ୍ମ ପୋନିୟିନ ସେଲଭମ ୧ ସେପ୍ଟେମ୍ବର ୩୦ ରେ ପ୍ରେକ୍ଷାଳୟକୁ ଆସିବ। ଏହି ବଡ ବଜେଟ୍ର ଫିଲ୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସେ ଆଜିକାଲି ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ପ୍ରମୋଶନ ସମୟରେ…
ଶାହରୁଖଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୬।୯: ସୁପ୍ରିମକୋର୍ଟ ପକ୍ଷରୁ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ୨୦୧୭ରେ ଭଦୋଦରା ରେଳ ଷ୍ଟେଶନ୍ରେ ଗହଳି ଜମାଇବା ମାମଲାରେ ଗୁଜରାଟ ହାଇକୋର୍ଟ ନେଇଥିବା ନିଷ୍ପତ୍ତିରେ ସୁପ୍ରମିକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସୋମବାର ଜଷ୍ଟିସ୍ ଅଜୟ ରସ୍ତୋଗି,…
ସ୍କୁଲ୍ ପିଲାଙ୍କ ସହ ଡ୍ୟାନ୍ସ କଲେ କ୍ୟାଟ୍ରିନା, ଭାଇରାଲ ହେଉଛି ଭିଡିଓ
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କିଏ ବା ନ ଜାଣେ। ନିଜର ଲୁକ୍ ଏବଂ ଅଭିନୟ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍ ଫିଲ୍ମକୁ ନେଇ ସେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ଅଭିନେତ୍ରୀ ମାଉଣ୍ଟେନ ଭ୍ୟୁ ସ୍କୁଲ୍ର…
ମାଲାୟାଲମ ଅଭିନେତା ଶ୍ରୀନାଥ ଭାସି ଗିରଫ
କୋଚି,୨୬।୯: ମାଲାୟାଲମ ଅଭିନେତା ଶ୍ରୀନାଥ ଭାସିଙ୍କ ଅଡୁଆ ବଢ଼ିବାରେ ଲାଗିିଛି। କୋଚିରେ ମାରାଡୁ ପୋଲିସ ଅଭିନେତା ଶ୍ରୀନାଥଙ୍କୁ ଗିରଫ କରିଛି। ଏକ ସାକ୍ଷାତକାର ସମୟରେ ଅଭିନେତା ଜଣେ ମହିଳା ଆଙ୍କରଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମହିଳା…
ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ…
ନୂଆଦିଲ୍ଲୀ, ୨୬।୯ : ୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି। ଏଥି ସହିତ ଅତିରିକ୍ତ ସେସନ୍ସ ଜଜ ଶୈଳେନ୍ଦ୍ର ମଲିକ ମଧ୍ୟ ଜ୍ୟାକଲିନଙ୍କ ଜାମିନ ଆବେଦନ ଉପରେ ଇଡି…
ଗର୍ଭବତୀ ଆଲିଆଙ୍କ ଇଚ୍ଛା ପୂରଣ କଲେ ଶିଳ୍ପା
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ମଧ୍ୟ ଏକ ସୁପରହିଟ ସାବ୍ୟସ୍ତ ହୋଇଛି। ସାରା ବିଶ୍ୱରେ ୩୦୦ କୋଟି ବ୍ୟବସାୟ କରିଛି। ଫିଲ୍ମ ପ୍ରମୋଶନରେ…

