ମନୋରଞ୍ଜନ

ଅଭିନେତା କମଲ ଖାନ ଗିରଫ

ମୁମ୍ବାଇ,୩୦।୮: ୨୦୨୦ରେ ବିବାଦୀୟ ଟୁଇଟ ପାଇଁ ଅଭିନେତା କମଲ ରସିଦ ଖାନଙ୍କୁ ମଙ୍ଗଳବାର ମୁମ୍ବାଇର ମାଲାଡ ପୋଲିସ ଗିରଫ କରିଛି। ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଗିରଫ କରାଯାଇଥିଲା। ଆଜି ଅର୍ଥାତ୍‌ ମଙ୍ଗଳବାର ବୋରିଭାଲୀ କୋର୍ଟରେ ହାଜର କରାଯିବ। କମଲ ରସିଦ ଖାନ…

‘ଇମ୍‌ଲି’ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର, ଶୋ’ ଛାଡିବେ ଫହମାନ-ସୁମ୍ବୁଲ

ଲୋକପ୍ରିୟ ଟେଲି ଧାରାବାହିକ ‘ଇମ୍‌ଲି’ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର। ଏହି ଶୋ’ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଫହମାନ ଖାନ ଏବଂ ସୁମ୍ବୁଲ ତୌକିର ଆଉ ଏହି ଶୋ’ର ଅଂଶ ହେବାକୁ ଯାଉନାହାନ୍ତି। ଏହାକୁ ନେଇ ଏହି ଯୋଡି…

ମିସ୍‌ ଡିଭା ୟୁନିଭର୍ସ ଦିବିତା ରାୟ

ନୂଆଦିଲ୍ଳୀ,୨୯।୮: ଚଳିତବର୍ଷର ମିସ୍‌ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ କର୍ନାଟକର ଦିବିତା ରାୟ ବିଜୟିନୀ ହୋଇଛନ୍ତି। ୧୦ମ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗତବର୍ଷର ମିସ୍‌ ୟୁନିଭର୍ସ ହରନାଜ ସନ୍ଧୁ। ହରନାଜ ଦିବିତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ।…

ଜନ୍‌ ଆବ୍ରାହମଙ୍କ ସହ ଡେବ୍ୟୁ କରିବେ ଶେହନାଜ, ଦୀପାବଳିରେ ହେବ ରିଲିଜ୍‌!

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପ୍ରଥମେ ତ ଶୁଣିବାକୁ ମିଳୁଥିଲା କି, ସେ ସଲମାନ ଖାନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ। ହେଲେ ବର୍ତ୍ତମାନ ଶେହନାଜ ତାଙ୍କର ଦ୍ୱିତୀୟ ବଲିଉଡ୍‌ ଫିଲ୍ମକୁ ନେଇ…

ପାନ ମସଲା ବିଜ୍ଞାପନକୁ ମନା କରି ଚର୍ଚ୍ଚାରେ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତା ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌। ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଦମ୍‌ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି। ବର୍ତ୍ତମାନ ରିଲ ନୁହେଁ, ରିୟଲ ଲାଇଫ୍‌ରେ ଫ୍ୟାନ୍ସଙ୍କ…

ରଣବୀରଙ୍କୁ ୨ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୮: ବଲିଉଡ ଅଭିନେତା ରଣବୀର ସିଂ ସୋମବାର ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ଏକ ପତ୍ରିକା ପାଇଁ ନଗ୍ନ ଫଟୋଶୁଟ୍‌ ନେଇ ରଣବୀରଙ୍କୁ ଏହି ପଚରାଉଚରା କରାଯାଇଛି। ଏହି ଘଟଣାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। କିଛି ଦିନ ପୂର୍ବରୁ…

ପୁଅ ନୁହେଁ ଝିଅ ଚାହୁଁଛନ୍ତି ବିପାଶା

ମୁମ୍ବାଇ: ବଲିଉଡର ହଟ୍ ନାୟିକା ବିପାଶା ବସୁ ଏବେ ତାଙ୍କ ପ୍ରେଗ୍ନେନ୍ସି ଟାଇମକୁ ଏନଜୟ କରୁଛନ୍ତି । ୪୩ ବର୍ଷୀୟା ନାୟିକା ବିପାଶା ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି । କିଛିଦିନ ପୂର୍ବରୁ ବିପାଶା ଓ ତାଙ୍କ…

ଫିଲ୍ମ‘ଜଓ୍ବାନ’ପାଇଁ ଏତିକି କୋଟି ଟଙ୍କା ଚାର୍ଜ କଲେ ବିଜୟ ସେଥୁପଥି

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥି ଦମଦାର ଆକ୍ସନ ପାଇଁ ବେଶ୍‌ ପରିଚିତ। ନିକଟରେ ଫିଲ୍ମ ବିକ୍ରମରେ ଦେଖିବାକୁ ମିଳିଥିବା ଏହି ଅଭିନେତାଙ୍କୁ ନିର୍ମାତା ଏଟିଲିଙ୍କ ଫିଲ୍ମ‘ଜଓ୍ବାନ’ରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ‘ଜଓ୍ବାନ’ର ମୁଖ୍ୟ ଭୂମିକାରେ ଶାହରୁଖ ଖାନଙ୍କ ସହ…

ନାଗାର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଟଲିଉଡର କିଙ୍ଗ ଭାବରେ ଜଣାଶୁଣା ନାଗାର୍ଜୁନ ଅକ୍କିନେନି ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ଭେଟେରାନ ଅଭିନେତା ଅକ୍କିନେନି ନାଗସ୍ବାରା ରାଓଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ସେ…

ବିବାହର ୨୪ ବର୍ଷ ପରେ କାହିଁକି ସୋହେଲଙ୍କୁ ଛାଡପତ୍ର ଦେଲେ ସୀମା

ବିବାହର ୨୪ ବର୍ଷ ପରେ ସୀମା ସଜଦେହ ତାଙ୍କ ସ୍ବାମୀ ତଥା ଅଭିନେତା ସୋହେଲ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ଯଦିଓ ଉଭୟ ପୂର୍ବରୁ ଏ ବିଷୟରେ ସୂଚନା ଦେଇସାରିଛନ୍ତି, କିନ୍ତୁ ସମ୍ପର୍କ ଭାଙ୍ଗିବାର କାରଣ ଜଣାପଡିନାହିଁ। ଏବେ ସୀମା ଛାଡପତ୍ରକୁ ନେଇ…

ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନିଙ୍କ ପରିଚୟର ଆବଶ୍ୟକତା ବୋଧହୁଏ ନାହିଁ । କେବଳ ସାଉଥ୍ କାହିଁକି ବଲିଉଡରେ ବି ସେ ଅଭିନୟ ଜରିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡରେ ଯଦିଓ ସେ ସଫଳ ହୋଇ…

ବିନା ମେକ୍‌ଅପ୍‌ରେ ମିସ୍‌ ଇଂଲଣ୍ଡ ଫାଇନାଲିଷ୍ଟ

ପ୍ରତ୍ୟେକ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଦ୍ୱନ୍ଦ୍ୱୀ ମେକ୍‌ଅପ୍‌ ତଥା ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ମିସ୍‌ ଇଂଲଣ୍ଡ ପ୍ରତିଯୋଗିତାରେ ଜଣେ କଣ୍ଟେଷ୍ଟାଣ୍ଟ ବିନା ମେକ୍‌ଅପ୍‌ରେ ଫାଇନାଲିଷ୍ଟ ହୋଇଛନ୍ତି। ସୁନ୍ଦରୀ ପ୍ରତିଯୋଗିତା ଇତିହାସରେ ଏ ପ୍ରକାର ଘଟଣା ପ୍ରଥମ ଥର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri