ଜନ୍‌ ଆବ୍ରାହମଙ୍କ ସହ ଡେବ୍ୟୁ କରିବେ ଶେହନାଜ, ଦୀପାବଳିରେ ହେବ ରିଲିଜ୍‌!

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପ୍ରଥମେ ତ ଶୁଣିବାକୁ ମିଳୁଥିଲା କି, ସେ ସଲମାନ ଖାନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ। ହେଲେ ବର୍ତ୍ତମାନ ଶେହନାଜ ତାଙ୍କର ଦ୍ୱିତୀୟ ବଲିଉଡ୍‌ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ୧୦୦% ଘୋଷଣା କରିବା ସହ ପ୍ରଥମ ପୋଷ୍ଟର ଶେୟାର କରି ଲେଖିଛନ୍ତି ଯେ, ଏହା ଏକ କମେଡି ଫିଲ୍ମ, ଯେଉଁରେ ଆକ୍ସନ, ରୋମାନ୍ସ, ମ୍ୟୁଜିକ ଓ ଜବରଦସ୍ତ କନଫ୍ୟୁଜନର ତଡକା ରହିବ। ଆପଣମାନେ ପ୍ରସ୍ତୁତ ଅଛନ୍ତି ତ? ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ ଖାନ। ଶେହନାଜଙ୍କ ବ୍ୟତୀତ ଏହି ଫିଲ୍ମରେ ଜନ୍‌ ଆବ୍ରାହମ, ରିତେଶ ଦେଶମୁଖ ଏବଂ ନୋରା ଫତେହି ମଧ୍ୟ ଅଭିନୟ କରିବେ ବୋଲି ଜଣାପଡିଛି। କୁହାଯାଉଛି କି, ଆସନ୍ତା ବର୍ଷ ଦୀପାବଳିରେ ଏହା ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଫିଲ ଟାଓ୍ବାରରେ ଜାହ୍ନବୀ-ବରୁଣଙ୍କ ‘ବବାଲ’

ମୁମ୍ବାଇ: ଜାହ୍ନବୀ କପୁର ଓ ବରୁଣ ଧଓ୍ବନଙ୍କ ମୁଭି ‘ବବାଲ’ର ପ୍ରିମିୟର ପ୍ୟାରିସର ଏଫିଲ ଟାଓ୍ବାରରେ ଧମାଲ କରିବାକୁ ପ୍ରସ୍ତୁତ ହୋଇ ଗଲାଣି। ଫିଲ୍ମର ନିର୍ମାତା...

ପୁରୁଷ ବନ୍ଧୁଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି ମଲାଇକା

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟି କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର ସବୁବେଳେ ଥାଆନ୍ତି ଲାଇମଲାଇଟରେ । ଏମାନେ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡି ।...

ଭାଇ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୨୬ରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ...

ବର୍ଷାଙ୍କୁ ଅନୁଭବଙ୍କ ଭାବପୂର୍ଣ୍ଣ ଚିଠି: ‘ସାଇବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ’

କଟକ ଅଫିସ,୯ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ କୋର୍ଟକୁ ଯାଇସାରିଲାଣି। ଉଭୟଙ୍କ ପ୍ରସଙ୍ଗକୁ...

ବିବାହ କରିବେ ଫରହାନ!

ମୁମ୍ବାଇ: ବଲିଉଡ୍ ଅଭିନେତା ଫରହାନ୍ ଅଖତର ଏବେ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଯେବେଠାରୁ ସେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା...

କଙ୍ଗନାଙ୍କ ଅଭିଯୋଗ ଉପରେ ଜାଭେଦ ଅଖତରଙ୍କୁ ସମନ ପଠାଇଲେ କୋର୍ଟ

ମୁମ୍ବାଇ,୨୫।୭: ଅଭିନେତା ହ୍ରିତିକ ରୋଶନ ଏବଂ କଙ୍ଗନାଙ୍କ ମାମଲା ମଧ୍ୟରେ ଆରମ୍ଭ ହୋଇଥିବା ଜାଭେଦ ଏବଂ କଙ୍ଗନାଙ୍କ ଲଢେଇ ଏବେ ପର୍ଯ୍ୟନ୍ତ ଜାରି ରହିଛି। ଏହା...

ସବୁକିଛି ଯୋଜନା ଅନୁସାରେ ହୁଏନା

ବମ୍ବେ: ଆହତ ହୋଇଛନ୍ତି ଅଭିନେତ୍ରୀ ରୁବିନା ଦିଲେକ। ତାଙ୍କର ବାମ କାନ୍ଧରେ ଆଘାତ ଲାଗିଛି। ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରି ରୁବିନା ଏନେଇ...

ପିଜାପ୍ରିୟ ପରିଣିତି

ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା। କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ବାଦର ପିଜା ମଧ୍ୟ...

Advertisement
Archives

Model This Week