ମନୋରଞ୍ଜନ

ବିମାନବନ୍ଦରରେ ଅରୁଣଙ୍କୁ ଦେଖି ଭାବୁକ ହେଲେ ମହିଳା: ପ୍ରଭୁ ରାମ ବୋଲି କହି ଛୁଇଁଲେ ପାଦ…

ବମ୍ବେ: ଏକ ସମୟରେ ଟେଲିପରଦାରେ ରାମାୟଣ ଦେଖିବାକୁ ଲୋକେ ପାଗଳ ଭଳି ଅପେକ୍ଷା କରି ରହୁଥିଲେ। ଆଉ ଯେଉଁ କାମ ବନ୍ଦ ରହୁଛି ରହୁ ହେଲେ ରାମାୟଣ ଦେଖିବାକୁ ସେମାନେ ଭୁଲୁ ନ ଥିଲେ। ରାମାନନ୍ଦ ସାଗରଙ୍କ ରାମାୟଣରେ ଅରୁଣ ଗୋଭିଲଙ୍କୁ…

କପିଲ୍‌ଙ୍କ ଶୋ’ ଛାଡ଼ି ବିଗ୍‌ବସ୍‌ ସହ ଯୋଡ଼ି ହେଲେ କୃଷ୍ଣା

ବମ୍ବେ: ଆଜି ରାତିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଶୋ’ରେ ଟେଲି ପରଦାର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଏହି କ୍ରମରେ ଏବେ କମେଡିଆନ୍‌ କୃଷ୍ଣା ଅଭିଷେକଙ୍କ ନାମ ଯୋଡ଼ି ହୋଇଛି। ତେବେ ଶୋ’ରେ…

ମ୍ୟାଟରନିଟି କ୍ଲଦିଂ ବ୍ରାଣ୍ଡ ଲଞ୍ଚ କରିବେ ଆଲିଆ

ମୁମ୍ବାଇ: ବଲିଉଡ କୁଇନ ଆଲିଆ ଭଟ୍ଟ ଏବେ ମା’ ହେବାକୁ ଯାଉଛନ୍ତି । ଏହାକୁ ନେଇ ଆଲିଆ ଓ ରଣବୀର କପୁର ଖୁବ୍ ଖୁସି ଅଛନ୍ତି । ଯେବେଠାରୁ ସେ ମାଆ ହେବା କଥା ଘୋଷଣା କଲେଣି ସେବେଠାରୁ ତାଙ୍କର ଫ୍ୟାଶନ…

ଭାରତରେ କିଲି ପଲ

ମୁମ୍ବାଇ: ସୋସିଆଲ ମିଡିଆ ଇନଫ୍ଲୁଏନସର କିଲି ପଲଙ୍କର ଆଉ କିଛି ପରିଚୟର ଆବଶ୍ୟକତା ନାହିଁ । ବଲିଉଡ ଗୀତ ପ୍ରତି ତାଙ୍କର ଥିବା ଦୁର୍ବଳାତା ଏବେ କାହାକୁ ଅଛପା ନାହିଁ । କିଲି ପଲ ବଲିଉଡ ଗୀତରେ ଲିପସିଙ୍କ କରି ରାତା…

ଜିମ୍‌ କରୁଥିବା ବେଳେ ହୃଦଘାତ: ଆଖି ବୁଜିଲେ ସଲମାନଙ୍କ ବଡି ଡବଲ୍‌ ସାଗର ପାଣ୍ଡେ

ବମ୍ବେ: ହୃଦ୍‌ଘାତରେ ଆଖି ବୁଜିଲେ ବଲିଉଡ୍‌ର ଦବଙ୍ଗ ଖାଁ ସଲମାନଙ୍କ ବଡି ଡବଲ୍‌ ଭାବେ ପରିଚିତ ସାଗର ପାଣ୍ଡେ। ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ତାଙ୍କୁ ହୃଦଘାତ ଆସିଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୫୦…

ଦିନକ ପରେ ଗ୍ରାଣ୍ଡ ପ୍ରିମିୟର: ଜାଣନ୍ତୁ କେବେ-କେଉଁଠି ଦେଖିବେ ‘ବିଗ୍‌ବସ୍‌’

ବମ୍ବେ: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଅକ୍ଟୋବର ପହିଲା ଅର୍ଥାତ ଦିନକ ପରେ ଏହା ଅନ୍‌ ଏୟାର ହେବ। ବିଶେଷକରି ଗ୍ରାଣ୍ଡ ପ୍ରିମିୟରକୁ ଦର୍ଶକେ ଶନିବାର ଏବଂ ରବିବାର ରାତି ୯.୩୦ରେ ଦେଖିପାରିବେ। ସେହିଭଳି ସୋମବାରରୁ…

ଅଜୟଙ୍କୁ ଶ୍ରେଷ୍ଠ ଅଭିନେତା, ବିଶାଲଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର

ମୁମ୍ବାଇ: ରାଷ୍ଟ୍ରପତି ଭବନରେ ଶୁକ୍ରବାର ଚଳିତବର୍ଷର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବଲିଉଡ୍‌ ଫିଲ୍ମ ‘ତାନହା ଜୀ: ଦ ଅନ୍‌ସଙ୍ଗ ଓ୍ବାରିୟର୍‌’ ପାଇଁ ଅଜୟ ଦେବଗନ୍‌ ଓ ସାଉଥ୍‌ ଫିଲ୍ମ ‘ସୂରାରି ପୋତ୍ତ୍ରୁ’ ପାଇଁ ସୂୟ୍ୟାଙ୍କୁ…

‘ମୁଁ ଖୁସିରେ ନାହିଁ, ମୋତେ ଶାନ୍ତି ଦରକାର’

ବମ୍ବେ: କ୍ଷମା କରିବେ। ଏଥିଲାଗି କେହି ବି ଦାୟୀ ନୁହନ୍ତି। କାହାକୁ ବି ହଇରାଣ କରିବେ ନାହିଁ। ମୁଁ ଖୁସିରେ ନାହିଁ। ଖାଲି ଶାନ୍ତି ଦରକାର। କିଛି ଏଭଳି ଲେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜଣେ ମଡେଲ। ମାୟାନଗରୀ…

ଶିକାର କରୁଛନ୍ତି ବରୁଣ

ମୁମ୍ବାଇ: ବରୁଣ ଧବନ ଓ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ ଖୁବଶୀଘ୍ର ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଯାଉଛି । ନିକଟରେ ଫିଲ୍ମର ଭିଜୁଆଲ ପୋଷ୍ଟର ନଜର ଆସିଛି । ପୋଷ୍ଟରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇମେଣ୍ଟ ବଢି…

ରାମଙ୍କ ଭୂମିକାରେ ନଜର ଆସିଲେ ପ୍ରଭାସ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ର ପ୍ରଥମ ଟିଜର ଏବଂ ପୋଷ୍ଟର ଅକ୍ଟୋବର ୨ରେ ମୁକ୍ତିଲାଭ କରିବ । ଏନେଇ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ରିଚାଙ୍କ ହାତରେ ଲାଗିଲା ଅଲିଙ୍କ ନାଁରେ ମେହେନ୍ଦୀ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲି ଫାଜଲ ଆଉ ଦିନ କେଇଟା ପରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିବାହ ପାଇଁ ଏହି ଯୋଡି ଗତକାଲିଠୁ ଦିଲ୍ଲୀରେ ପହଞ୍ଚିସାରିଥିବା ବେଳେ ଅଭିନେତ୍ରୀଙ୍କ ମେହେନ୍ଦିର ଝଲକ…

ରିଲିଜ୍‌ ହେଲା ଫିଲ୍ମ ‘ବିକ୍ରମ ଭେଧା’

ମୁମ୍ବାଇ: ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବିକ୍ରମ ଭେଧା’। ଅଭିନେତା ହ୍ରିତିକ୍‌ ରୋଶନ ଓ ସୈଫ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?