ଓକିଲ ଭୂମିକାରେ ନଜର ଆସିବେ କାଜଲ
ମୁମ୍ବାଇ: ଏବେ ଓଟିଟିକୁ ନେଇ ଦର୍ଶକଙ୍କ ଧାରଣା ବଦଳି ଯାଇଛି । ଆଉ ଏବେ ଓଟିଟି ମନୋରଞ୍ଜନର ମୁଖ୍ୟ ମାଧ୍ୟମ ପାଲଟି ଯାଇଛି । ଦର୍ଶକେ ଏବେ ଥିଏଟର ଯିବା ବଦଳରେ ଓଟିଟିକୁ ବେଶି ପସନ୍ଦ କରୁଥିବା ଦେଖାଯାଇଛି । ସେଥିପାଇଁ…
‘ଝଲକ୍ ଦିଖ୍ଲା ଜା’ରେ ଦମ୍ ଦେଖାଇବେ ଧାବିକା ଦୂତି ଚାନ୍ଦ
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା-୧୦’ରେ ପ୍ରତିଯୋଗୀ ଭାବେ ନଜର ଆସିବେ ଓଡ଼ିଆ ଝିଅ ତଥା ଧାବିକା ଦୂତି ଚାନ୍ଦ। କୋରିଓଗ୍ରାଫର ରବିନାଙ୍କ ସହ ସେ ନୃତ୍ୟକଳାରେ ନିଜର ଦମ୍ ଦେଖାଇବେ। ପୂର୍ବରୁ ଧାବିକା ଭାବେ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ…
ବିବାହ ପୂର୍ବରୁ ଅକ୍ଷୟଙ୍କୁ ସମଲିଙ୍ଗୀ ଭାବୁଥିଲେ ଶାଶୁ, ରଖିଥିଲେ ଏମିତି ସର୍ତ୍ତ
ବମ୍ବେ: ବଲିଉଡ୍ର ଖିଲାଡି କିଙ୍ଗ ହେଉଛନ୍ତି ଅକ୍ଷୟ କୁମାର। ହିଟ୍ ସିନେମା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ଅକ୍ଷୟ ଏବଂ ସ୍ତ୍ରୀ ଟ୍ବିଙ୍କିଲ୍ ଖନ୍ନାଙ୍କ ବିବାହକୁ ୨୦ ବର୍ଷ ପୁରିଲାଣି। ହେଲେ ଉଭୟଙ୍କ କେମେଷ୍ଟ୍ରିକୁ ଆଜି…
ଏମିତି ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ଶାହାରୁଖଙ୍କ ଝିଅ
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ କିଙ୍ଗ୍ଖାନ୍ ଶାହାରୁଖଙ୍କ ଝିଅ ସୁହାନାଙ୍କୁ ଦେଖିବାକୁ ମିଳିଛି। ସେ ଲଣ୍ଡନରୁ ଫେରିଛନ୍ତି। ଏବେ ତାଙ୍କୁ ବହୁତ ଟ୍ରୋଲ୍ କରାଯାଉଛି। ସୁହାନା ଏକ ଧଳା ରଙ୍ଗର ଖୋଲା ଏବଂ ଟ୍ରାନ୍ସପରେଣ୍ଟ ପ୍ୟାଣ୍ଟ ପିନ୍ଧିଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ…
‘ବ୍ରହ୍ମାସ୍ତ୍ର’ପାର୍ଟ ୨ରେ ନଜର ଆସିପାରନ୍ତି ରଣବୀର, ହ୍ରିତିକ୍
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ବିଗ୍ ବଜେଟ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଶୁକ୍ରବାର ରିଲିଜ୍ ହୋଇଯାଇଛି। ଦର୍ଶକ ଉତ୍ସାହର ସହ ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିଲେ। ସେହି ଅପେକ୍ଷାର ଅନ୍ତ ଘଟାଇ ଏବେ ଦର୍ଶକଙ୍କ ସାମ୍ନାରେ ‘ବ୍ରହ୍ମାସ୍ତ୍ର’। ଆଶା…
‘ବିକ୍ରମ ଭେଧା’ର ଟ୍ରେଲ୍ର ରିଲିଜ୍ : ଗ୍ୟାଙ୍ଗଷ୍ଟର୍ ଭୂମିକାରେ ହ୍ରିତିକ୍
ବଲିଉଡ୍ର ରକ୍ଷ୍ଟାର ହ୍ରିତିକ୍ ରୋଶନ ଏବଂ ସୈଫ୍ ଅଲି ଖାନ୍ଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ର ଟ୍ରେଲ୍ର ରିଲିଜ୍ ହୋଇଯାଇଛି। ଟ୍ରେଲ୍ରଟି ଦେଖିବା ପରେ ଦର୍ଶକ ପ୍ରଶଂସା କରିଛନ୍ତି। ଦୁଇ ମିନିଟ ପଚାଶ ସେକେଣ୍ଡର ଏହି ଟ୍ରେଲରେ ହ୍ରିତିକ୍ ଜଣେ ଗ୍ୟାଙ୍ଗଷ୍ଟର୍…
ଏବେ ଓଟିଟିରେ ଉପଲବ୍ଧ ‘ସୀତା ରାମମ୍’
ମୁମ୍ବାଇ: ସାଉଥ୍ ଅଭିନେତା ଦୁଲକୀର ସଲମାନ, ରଶ୍ମିକା ମନ୍ଦାନା ଏବଂ ମୃଣାଳ ଠାକୁରଙ୍କ ଅଭୀନିତ ଫିଲ୍ମ‘ସୀତା ରାମମ୍’ ଏବେ ଚର୍ଚ୍ଚାରେ। ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିଲା। ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଛି। ତେବେ ଏହି ଫିଲ୍ମଟିକୁ ଦେଖିବାକୁ…
ବିରାଟଙ୍କ ଶତକ ଦେଖି ଅନୁଷ୍କା କହିଲେ…
ଦୁବାଇ,୯।୯: ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ ୨୦୨୨ର ୧୧ତମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ୩ ବର୍ଷ ପରେ ବିରାଟ କୋହଲି ଏକ ଶତକ ହାସଲ କରିଥିଲେ। ବିରାଟଙ୍କୁ ସବୁଠାରେ ପ୍ରଶଂସା କରାଯାଉଛି। ଏଥିରେ ସାମିଲ…
ଦୀପାବଳିରେ ସିଂଘମ୍ଙ୍କ ‘ଥ୍ୟାଙ୍କ୍ ଗଡ୍’
ମୁମ୍ବାଇ: ଭିନ୍ନ ଲୁକ୍ରେ ଆଗାମୀ ଫିଲ୍ମରେ ନଜର ଆସିବେ ବଲିଉଡ୍ ସିଂଘମ୍ ଅଜୟ ଦେବଗନ୍। ସିଦ୍ଧାର୍ଥ ମାଲ୍ହୋତ୍ରା, ରକୁଲ ପ୍ରୀତ୍ ଏବଂ ଅଜୟଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଥ୍ୟାଙ୍କ୍ ଗଡ୍’ର ରିଲିଜ୍କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଏହି…
ଷ୍ଟାଇଲ୍ରେ ଚୋରି କରିନେଲେ ଦର୍ଶକଙ୍କ ହୃଦୟ
ମୁମ୍ବାଇ: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଗ୍ଲାମରସ ଲୁକ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ଏକ ଝଲକ ପାଇବାକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏବେ ସେ ପୁଣି ଥରେ ପ୍ରଶଂସକଙ୍କ ହୃଦୟକୁ ହଟ୍ କରିଛନ୍ତି। ସେ ତାଙ୍କ…
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’
ମୁମ୍ବାଇ: ସବୁ ପ୍ରତୀକ୍ଷାର ଘଟାଇ ରିଲିଜ୍ ଶୁକ୍ରବାର ହେଲା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ହିନ୍ଦୀ ସମେତ ତେଲୁଗୁ, ତାମିଲ, କନ୍ନଡ…
୩୦ କୋଟିରୁ ଅଧିକ ଓପନିଂ କରିପାରେ ‘ବ୍ରହ୍ମାସ୍ତ୍ର’
ବମ୍ବେ: ଶୁକ୍ରବାର ପରଦାକୁ ଆସିବ ବିଗ୍ ବଜେଟ୍ରେ ନିର୍ମାଣ ହୋଇଥିବା ‘ବ୍ରହ୍ମାସ୍ତ୍ର’। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଏଯାବତ ଦେଢ଼ ଲକ୍ଷ ଟିକେଟ ବିକ୍ରି ହୋଇଛି। ଏଥିରେ ୮ କୋଟି ଟଙ୍କା ଆୟ…
Archives


