ଏବେ ଓଟିଟିରେ ଉପଲବ୍ଧ ‘ସୀତା ରାମମ୍‌’

ମୁମ୍ବାଇ: ସାଉଥ୍‌ ଅଭିନେତା ଦୁଲକୀର ସଲମାନ, ରଶ୍ମିକା ମନ୍ଦାନା ଏବଂ ମୃଣାଳ ଠାକୁରଙ୍କ ଅଭୀନିତ ଫିଲ୍ମ‘ସୀତା ରାମମ୍‌’ ଏବେ ଚର୍ଚ୍ଚାରେ। ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିଲା। ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଛି। ତେବେ ଏହି ଫିଲ୍ମଟିକୁ ଦେଖିବାକୁ ଆଉ ଫିଲ୍ମ ହଲ୍‌ ଯିବାକୁ ପଡିବନି, ଏବେ ଏହାକୁ ଓଟିଟି ପ୍ଲାର୍ଟଫର୍ମରେ ମଧ୍ୟ ଦେଖିପାରିବେ। ଆମାଜନ ପ୍ରାଇମ ଭିଡିଓରେ ଶୁକ୍ରବାର ‘ସୀତା ରାମମ୍‌’ଷ୍ଟ୍ରିମିଂ ଆରମ୍ଭ ହୋଇଛି। ଫିଲ୍ମଟି ହିନ୍ଦୀ,ମାଲାୟାଲମ, ତାମିଲ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ ହେବ। କହିବାକୁ ଗଲେ ଫିଲ୍ମରେ ଲଭ୍‌ ଷ୍ଟୋରୀ ସାଙ୍ଗକୁ ଡ୍ରାମା, ଆକ୍ସନ ମଧ୍ୟ ରହିଛି। ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନର ବାପା ହେଲେ ଜୟ ଭାନୁଶାଳୀ

ଛୋଟ ପରଦାର ଚର୍ଚ୍ଚିତ କଳାକାର ଜୟ ଭାନୁଶାଳୀ ବାପା ହୋଇଛନ୍ତି। ସ୍ତ୍ରୀ ମାହି ବିଜ ବୁଧବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମାହି ଏବଂ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ମିଲିନ୍ଦ ସୋମନ

ନୂଆଦିଲ୍ଲୀ,୨୫ ।୮: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ଦେଶର ଟପ ଆଥେଲେଟରେ ସାମିଲ ଅଛନ୍ତି । ନିଜର ଫିଟନେସକୁ ନେଇ ସେ ଖୁବ୍...

ଏତିକି କୋଟି ବଜେଟ୍‌ରେ ନିର୍ମିତ ହୋଇଛି ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର- ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ...

ନିୟମ ଭାଙ୍ଗିଲେ ଅମିର

ବଲିଉଡ୍‌ ଅଭିନେତା ଅମିର ଖାନ ଏବେ ଆଗାମୀ ଫିଲ୍ମ ଲାଲ ସିଂ ଚଢାର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ସେ ଉତ୍ତରପ୍ରଦେଶର ଗାଜିଆବାଦରେ...

କପିଲ ଶର୍ମାଙ୍କ ନୂଆ ଅବତାର

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ନୂଆ ଅବତାର ଦେକତ୍ବାକୁ ମିଳିଛି। କମେଡି ଛାଡି ସେ ଏବେ ସଙ୍ଗୀତ ଆଡକୁ ମୁହାଁଇଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ...

ପତ୍ରଲେଖାଙ୍କ ହାତ ଧରିଲେ ରାଜକୁମାର

ବଲିଉଡ ଅଭିନେତା ରାଜକୁମାର ରାଓ ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିବାହର ସୁନ୍ଦର...

ଡ୍ରଗ୍ସ୍‌ ମାମଲା, ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ …

ମୁମ୍ବାଇ, ୧୩।୬ : ଡ୍ରଗ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୋଲିସ ଗରଫ କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ...

କପିଲଙ୍କ ପ୍ରଥମ ପାରିଶ୍ରମିକ ଥିଲା ୧୫ଶହ ଟଙ୍କା, ଏବେ ସଲମାନ ତାଙ୍କ ଶୋ’ର ପ୍ରଯୋଜକ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଟେଲି ଜଗତର ଜଣେ ଲୋକପ୍ରିୟ ଚେହେରା। ନିଜର ସହକର୍ମୀ ସୁନିଲ ଗ୍ରୋଭରଙ୍କ ସହ ହୋଇଥିବା ମନୋମାଳିନ୍ୟକୁ ନେଇ ଭାଙ୍ଗି...

Advertisement
Archives

Model This Week