ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍ ବିଫଳ ହେବା ପରେ ବିଷ୍ଣୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ…
ରାଜନୀତିରେ ଏଣ୍ଟ୍ରି କରିବେ କେଆର୍କେ: କହିଲେ ‘ଦେଶରେ ସୁରକ୍ଷିତ ରହିବାକୁ ହେଲେ ଅଭିନେତା ନୁହେଁ, ନେତା ହେବା ଜରୁରୀ’
ବମ୍ବେ: କେତେବେଳେ ଅଭିନେତା ତ କେତେବେଳେ ନୂଆ ଫିଲ୍ମ ରିଲିଜ ଉପରେ ଟିପ୍ପଣୀ ଦେଇ ବିବାଦରେ ରହିଥାନ୍ତି କମାଲ ଆର୍ ଖାଁ ଓରଫ କେଆର୍କେ। ନିକଟରେ ଏଭଳି କିଛି କାଣ୍ଡ ଲାଗି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେଠାରୁ ବାହାରିବା ପରେ…
ସୋମନାଥ ଦର୍ଶନ ପାଇଁ ପହଞ୍ଚିଲେ ଆଲିଆ-ରଣବୀର
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୬୪.୨୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଏଭଳି ପରିସ୍ଥିତିରେ ଫିଲ୍ମର ପୂରା ଷ୍ଟାର କାଷ୍ଟ…
‘ସାମି ସାମି’ ଗୀତରେ ଏମିତି ନାଚିଲେ କୁନି ଝିଅ, ପୁଷ୍ପା ଅଭିନେତ୍ରୀ ହେଲେ ଆଶ୍ଚର୍ଯ୍ୟ
ଗତ ବର୍ଷ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ମୁକ୍ତିଲାଭ କରିଥିଲା। ଏହାର ସଂଳାପ ଏବଂ ଗୀତ ଆଜିବି ସମସ୍ତଙ୍କ ହୃଦୟରେ ଅଛି। ସୋସିଆଲ ମିଡିଆରେ ଫିଲ୍ମର କ୍ରେଜ ଏବେ ବି ଜାରି ରହିଛି। ଲୋକମାନେ ଏହାର ଗୀତରେ ରିଲ୍ସ ତିଆରି କରୁଛନ୍ତି।…
ଅକ୍ଷୟ କୁମାରଙ୍କ ବଦାନ୍ୟତା
ଅଭିନେତା ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲିଷ୍ଟ ମିଲନ ଯାଦବ ନିକଟରେ ପ୍ରାଣ ହରାଇଛନ୍ତି। ଅକ୍ଷୟଙ୍କ ସହ ସେ ୧୫ ବର୍ଷ କାମ କରିଥିଲେ। ମିଲନଙ୍କ ଆକସ୍ମିକ ମୃତ୍ୟୁକୁ ସହଜେ ହଜମ କରିପାରୁନାହାନ୍ତି ଅକ୍ଷୟ କୁମାର। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ…
ଜ୍ୟାକ୍ଲିନ୍ଙ୍କୁ ୮ ଘଣ୍ଟା ଜେରା
ନୂଆଦିଲ୍ଲୀ, ୧୫।୯: ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କୁ ବୁଧବାର ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସେସ୍ ଓ୍ବିଙ୍ଗ ୮ ଘଣ୍ଟା ଜେରା କରିଛି। ବୁଧବାର ସକାଳ ସାଢ଼େ ୧୧ଟାବେଳେ ଜ୍ୟାକ୍ଲିନ୍ ମନ୍ଦିର ମାର୍ଗ କାର୍ଯ୍ୟାଳୟରେ ପହଞ୍ଚିଥିବାବେଳେ ରାତି ୮ଟାରେ…
ରିଲିଜ୍ ପୂର୍ବରୁ ବିବାଦରେ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’
ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ନିଜ ଆଗାମୀ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’କୁ ନେଇ ଏବେ ବିବାଦ ଦେଖାଦେଇଛି। ଫିଲ୍ମଟି ହିନ୍ଦୁ ଧାର୍ମିକ ଭାବନାକୁ ପ୍ରଭାବିତ କରୁଥିବା ନେଇ ଉତ୍ତର ପ୍ରଦେଶର ଜୈନପୁର କୋର୍ଟରେ ଆଇନ୍ଜୀବୀ ହିମାଂଶୁ ଶ୍ରୀବାସ୍ତବ ଫିଲ୍ମର ଦୁଇ ଲିଡ୍…
ପନ୍ତଙ୍କୁ ଉର୍ବଶୀ କହି ନ ଥିଲେ ‘ସରି’; ସିଧା ସିଧା ମନା କଲେ…
ବମ୍ବେ: କାଲି କହିଲେ ସରି, ହେଲେ ଆଜି କହିଲେ ମୁଁ କହିନି। ଆମେ କହୁଛୁ ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ବିଷୟରେ। ସେ ଏକ ସାକ୍ଷାତକାରରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ କ୍ଷମା ମାଗିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏବେ…
ଏକଦା ଟଙ୍କା ପାଇଁ ଟ୍ରେନ୍ରେ ଗାଉଥିଲେ ଗୀତ; ଏବେ କୋଟିରେ ନିଅନ୍ତି ପାଉଣା
ବମ୍ବେ: କଥାରେ ଅଛି ସଫଳତା ପାଇବାର ଗୋଟିଏ ମନ୍ତ୍ର ହେଉଛି କଠିନ ପରିଶ୍ରମ। ଲକ୍ଷ୍ୟ ହାସଲ କରିବାର ନିଷ୍ଠା ମନରେ ଥିଲେ ଜୀବନରେ ସବୁକିଛି ପାଇହେବ। କିଛି ଏଭଳି କାହାଣୀ ବଲିଉଡ୍ ଅଭିନେତା ତଥା ଗାୟକ ଆୟୁଷ୍ମାନ ଖୁରାନ୍ନାଙ୍କର। ଏମ୍ଟିଭିରେ ପ୍ରସାରିତ…
ଥ୍ରୋ-ବ୍ୟାକ୍ ଫଟୋ ଶେୟାର କଲେ କଙ୍ଗନା
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ଇନ୍ଷ୍ଟାଗ୍ରାମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବ୍ରିଟେନର ରାଣୀ ଏଲିଜାବେଥ୍ଙ୍କ କଳାଧଳା ଫଟୋ ପୋଷ୍ଟ କରିଛନ୍ତି। ଉଭୟ କିମ୍ବଦନ୍ତୀ ମହିଳା କେବଳ ନିଜ ଦେଶରେ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର…
ଷ୍ଟାର ଦମ୍ପତି ବିବାଦ: ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ
କଟକ ଅଫିସ,୧୪ା୯: ଷ୍ଟାର୍ ଦମ୍ପତି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ବର୍ଷା ଅଦାଲତରେ ହାଜର ହୋଇ ତାଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଅଯଥା ସମୟ…
ଅକ୍ଷୟ କୁମାରଙ୍କ ସହ ଏହି ଫଲ୍ମ କରିବା ପୂର୍ବରୁ ଖୁବ୍ କାନ୍ଦିଥିଲେ ପ୍ରିୟଙ୍କା
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍ ହେଉ କି ହଲିଉଡ୍ ସବୁଠି ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଛନ୍ତି। ପ୍ରିୟଙ୍କା ଫିଲ୍ମରେ ଲେଡି ଭିଲେନ ଭାବେ ଦର୍ଶକଙ୍କ ହୃଦୟ ବି ଜିତିଛନ୍ତି। କିନ୍ତୁ ଯେତେବେଳେ ଏକ ଫିଲ୍ମରେ…
Archives


