ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କୁ ଚୁମ୍ବନ ଦେଲେ ଅମୀରଙ୍କ ଝିଅ
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପରଫେକ୍ଟନିଷ୍ଟ ତଥା ସୁପରଷ୍ଟାର ଅମୀର ଖାନଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଇରା ତାଙ୍କ ପ୍ରେମିକ ନୁପୂର ଶିଖରଙ୍କୁ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଇ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ସମୟର ଏକ…
କେଓ୍ବାଇସି ନାମରେ ଅଭିନେତା ଅନୁ କପୁରଙ୍କଠାରୁ ଠକିନେଲେ ୪.୩୬ ଲକ୍ଷ ଟଙ୍କା…
ମୁମ୍ବାଇ, ୧।୧୦ : ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ଅନୁ କପୁର ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଏକ ଅଗ୍ରଣୀ ଘରୋଇ କ୍ଷେତ୍ରୀୟ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା କାଢି ନିଆଯାଇଛି। ତେବେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁ ସେ…
ହାତଘଣ୍ଟାରେ ପ୍ରସ୍ତୁତ ସ୍କର୍ଟ ପିନ୍ଧି ଚର୍ଚ୍ଚାରେ ଉର୍ଫି: ଲୋକେ ଫଟୋ ଦେଖି ମୁଣ୍ଡରେ ଦେଉଛନ୍ତି ହାତ
ବମ୍ବେ: କିଏ ହାତରେ ଘଣ୍ଟା ପିନ୍ଧେ ନଚେତ କାନ୍ଥରେ ଟଙ୍ଗାଏ, ହେଲେ ସୋସିଆଲ ମିଡିଆ ସେନ୍ସେଶନ୍ ଉର୍ଫି ଜାଭେଦ ଏହାକୁ ପିନ୍ଧି ଏବେ ଚର୍ଚ୍ଚାରେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ହାତ ଘଣ୍ଟା ବ୍ୟବହାର କରି ସେ ନିର୍ମାଣ କରିଛନ୍ତି…
ବିମାନବନ୍ଦରରେ ଅରୁଣଙ୍କୁ ଦେଖି ଭାବୁକ ହେଲେ ମହିଳା: ପ୍ରଭୁ ରାମ ବୋଲି କହି ଛୁଇଁଲେ ପାଦ…
ବମ୍ବେ: ଏକ ସମୟରେ ଟେଲିପରଦାରେ ରାମାୟଣ ଦେଖିବାକୁ ଲୋକେ ପାଗଳ ଭଳି ଅପେକ୍ଷା କରି ରହୁଥିଲେ। ଆଉ ଯେଉଁ କାମ ବନ୍ଦ ରହୁଛି ରହୁ ହେଲେ ରାମାୟଣ ଦେଖିବାକୁ ସେମାନେ ଭୁଲୁ ନ ଥିଲେ। ରାମାନନ୍ଦ ସାଗରଙ୍କ ରାମାୟଣରେ ଅରୁଣ ଗୋଭିଲଙ୍କୁ…
କପିଲ୍ଙ୍କ ଶୋ’ ଛାଡ଼ି ବିଗ୍ବସ୍ ସହ ଯୋଡ଼ି ହେଲେ କୃଷ୍ଣା
ବମ୍ବେ: ଆଜି ରାତିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ଶୋ’ ‘ବିଗ୍ବସ୍’। ଶୋ’ରେ ଟେଲି ପରଦାର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଏହି କ୍ରମରେ ଏବେ କମେଡିଆନ୍ କୃଷ୍ଣା ଅଭିଷେକଙ୍କ ନାମ ଯୋଡ଼ି ହୋଇଛି। ତେବେ ଶୋ’ରେ…
ମ୍ୟାଟରନିଟି କ୍ଲଦିଂ ବ୍ରାଣ୍ଡ ଲଞ୍ଚ କରିବେ ଆଲିଆ
ମୁମ୍ବାଇ: ବଲିଉଡ କୁଇନ ଆଲିଆ ଭଟ୍ଟ ଏବେ ମା’ ହେବାକୁ ଯାଉଛନ୍ତି । ଏହାକୁ ନେଇ ଆଲିଆ ଓ ରଣବୀର କପୁର ଖୁବ୍ ଖୁସି ଅଛନ୍ତି । ଯେବେଠାରୁ ସେ ମାଆ ହେବା କଥା ଘୋଷଣା କଲେଣି ସେବେଠାରୁ ତାଙ୍କର ଫ୍ୟାଶନ…
ଭାରତରେ କିଲି ପଲ
ମୁମ୍ବାଇ: ସୋସିଆଲ ମିଡିଆ ଇନଫ୍ଲୁଏନସର କିଲି ପଲଙ୍କର ଆଉ କିଛି ପରିଚୟର ଆବଶ୍ୟକତା ନାହିଁ । ବଲିଉଡ ଗୀତ ପ୍ରତି ତାଙ୍କର ଥିବା ଦୁର୍ବଳାତା ଏବେ କାହାକୁ ଅଛପା ନାହିଁ । କିଲି ପଲ ବଲିଉଡ ଗୀତରେ ଲିପସିଙ୍କ କରି ରାତା…
ଜିମ୍ କରୁଥିବା ବେଳେ ହୃଦଘାତ: ଆଖି ବୁଜିଲେ ସଲମାନଙ୍କ ବଡି ଡବଲ୍ ସାଗର ପାଣ୍ଡେ
ବମ୍ବେ: ହୃଦ୍ଘାତରେ ଆଖି ବୁଜିଲେ ବଲିଉଡ୍ର ଦବଙ୍ଗ ଖାଁ ସଲମାନଙ୍କ ବଡି ଡବଲ୍ ଭାବେ ପରିଚିତ ସାଗର ପାଣ୍ଡେ। ଏକ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ହଠାତ୍ ତାଙ୍କୁ ହୃଦଘାତ ଆସିଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୫୦…
ଦିନକ ପରେ ଗ୍ରାଣ୍ଡ ପ୍ରିମିୟର: ଜାଣନ୍ତୁ କେବେ-କେଉଁଠି ଦେଖିବେ ‘ବିଗ୍ବସ୍’
ବମ୍ବେ: ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିବାଦୀୟ ରିଆଲିଟି ଶୋ’ ‘ବିଗ୍ବସ୍’। ଅକ୍ଟୋବର ପହିଲା ଅର୍ଥାତ ଦିନକ ପରେ ଏହା ଅନ୍ ଏୟାର ହେବ। ବିଶେଷକରି ଗ୍ରାଣ୍ଡ ପ୍ରିମିୟରକୁ ଦର୍ଶକେ ଶନିବାର ଏବଂ ରବିବାର ରାତି ୯.୩୦ରେ ଦେଖିପାରିବେ। ସେହିଭଳି ସୋମବାରରୁ…
ଅଜୟଙ୍କୁ ଶ୍ରେଷ୍ଠ ଅଭିନେତା, ବିଶାଲଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର
ମୁମ୍ବାଇ: ରାଷ୍ଟ୍ରପତି ଭବନରେ ଶୁକ୍ରବାର ଚଳିତବର୍ଷର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବଲିଉଡ୍ ଫିଲ୍ମ ‘ତାନହା ଜୀ: ଦ ଅନ୍ସଙ୍ଗ ଓ୍ବାରିୟର୍’ ପାଇଁ ଅଜୟ ଦେବଗନ୍ ଓ ସାଉଥ୍ ଫିଲ୍ମ ‘ସୂରାରି ପୋତ୍ତ୍ରୁ’ ପାଇଁ ସୂୟ୍ୟାଙ୍କୁ…
‘ମୁଁ ଖୁସିରେ ନାହିଁ, ମୋତେ ଶାନ୍ତି ଦରକାର’
ବମ୍ବେ: କ୍ଷମା କରିବେ। ଏଥିଲାଗି କେହି ବି ଦାୟୀ ନୁହନ୍ତି। କାହାକୁ ବି ହଇରାଣ କରିବେ ନାହିଁ। ମୁଁ ଖୁସିରେ ନାହିଁ। ଖାଲି ଶାନ୍ତି ଦରକାର। କିଛି ଏଭଳି ଲେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜଣେ ମଡେଲ। ମାୟାନଗରୀ…
ଶିକାର କରୁଛନ୍ତି ବରୁଣ
ମୁମ୍ବାଇ: ବରୁଣ ଧବନ ଓ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ ଖୁବଶୀଘ୍ର ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଯାଉଛି । ନିକଟରେ ଫିଲ୍ମର ଭିଜୁଆଲ ପୋଷ୍ଟର ନଜର ଆସିଛି । ପୋଷ୍ଟରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇମେଣ୍ଟ ବଢି…
Archives


