ମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ପିତାଙ୍କୁ ହତ୍ୟା ଧମକ

ମୁମ୍ବାଇ: ବିଗ୍‌ ବସ୍‌-୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ୍‌ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି। ସମସ୍ତେ ତାଙ୍କ ଷ୍ଟାଇଲ୍‌ ଏବଂ ସୌନ୍ଦର୍ଯ୍ୟରେ ପାଗଳ। ଖୁବ୍‌ଶୀଘ୍ର ଶେହନାଜ ବଲିଉଡ୍‌ରେ ଡେବ୍ୟୁ ବି କରିବାକୁ ଯାଉଛନ୍ତି। ଏଥର ଶେହନାଜ ନୁହନ୍ତି ବରଂ ତାଙ୍କ ପିତା…

ଅଭିନୟ ଦୁନିଆକୁ ବାଏ କହିଲେ ଏହି ଭୋଜପୁରୀ ଅଭିନେତ୍ରୀ

ମୁମ୍ବାଇ: ଧର୍ମ ପାଇଁ ଅଭିନୟ ଦୁନିଆରୁ ଦୂରେଇ ଗଲେ ଆଉ ଜଣେ ଅଭିନେତ୍ରୀ। ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ସାହର ଆଫଶା ଇସଲାମ ଧର୍ମ ଲାଗି ମନୋରଞ୍ଜନଜଗତକୁ ଛାଡ଼ିଛନ୍ତି। ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ…

ସୋସିଆଲ ମିଡିଆ ବ୍ୟବହାର କରନ୍ତିନି ଏହି ଅଭିନେତ୍ରୀ, କହିଲେ ଏହା ପଛର କାରଣ

ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବେଳେ କିଛି ସେଲିବ୍ରିଟି ଏଥିରୁ ଦୂରରେ ଅଛନ୍ତି। ସେଥିମଧ୍ୟରୁ ରାଣୀ ମୁଖାର୍ଜୀ ଅନ୍ୟତମ। ଏହା ପଛରେ କାରଣ ରହିଥିବା ମଧ୍ୟ କୁହନ୍ତି ରାଣୀ। ସେ କୁହନ୍ତି, ସୋସିଆଲ ମିଡିଆରେ ଦ୍ୱାରା…

ଲକ୍ଷ୍ମଣଙ୍କ ପରେ ଆଦିପୁରୁଷର ଟିଜରକୁ ନେଇ କ୍ଷୋଭ ପ୍ରକାଶ କଲେ ରାମାୟଣର ରାମ

ମୁମ୍ବାଇ: ଓମ୍‌ ରାଉତ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଆଦିପୁରୁଷ’ର ଟିଜର ରିଲିଜ୍‌ ହେବା ପରଠାରୁ ବିବାଦରେ ରହିଛି। ଟିଭି ଠାରୁ ଆରମ୍ଭ କରି ସମସ୍ତ ବଲିଉଡ୍‌ ସେଲିବ୍ରିଟିମାନେ ଫିଲ୍ମର କଳାକାରଙ୍କ ରୂପ ଏବଂ ଚିତ୍ରଣକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଲକ୍ଷ୍ମଣ…

ଓଟିଟିରେ ଡେବ୍ୟୁ କରିବେ ବରୁଣ, ସାମନ୍ଥାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ଅଭିନେତା ବରୁଣ ଧାୱନ ଆଜିକାଲି ତାଙ୍କ ଅପକମିଙ୍ଗ ଫିଲ୍ମ ‘ଭେଡିଆ’କୁ ନେଇ ଟର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ…

ବିବାହ ପୂର୍ବରୁ ଭାଇରାଲ ହୋଇଥିଲା ଏମଏମଏସ୍‌

ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଥମେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ମୋନାଙ୍କୁ କିଛି ରିୟଲିଟି ଶୋ’ ଓ ପରେ ବଲିଉଡର କିଛି ମୁଭିରେ ମଧ୍ୟ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ଏକ…

ମାତାପିତାଙ୍କ ସହ ପ୍ୟାରିସ ଫ୍ୟାଶନ ୱିକରେ ନଜର ଆସିଲେ ଦୀପିକା

ମୁମ୍ବାଇ: ବଲିଉଡ କୁଇନ୍ ଦୀପିକା ପାଦୁକୋନଙ୍କ ଭିନ୍ନ ଅନ୍ଦାଜ ଦର୍ଶକଙ୍କ ଦିଲ ଜିତିଥାଏ । ନିକଟରେ ଦୀପିକା ପ୍ୟାରିସ ଫ୍ୟାଶନ ୱିକରେ ଯୋଗ ଦେଇଥିଲେ । ସେ ଲୁଇ ବୁଇଟନ ଶୋ’ରେ ସେଲିବ୍ରିଟି ଗେଷ୍ଟ ଭାବେ ପହଞ୍ଚିଥିଲେ । ଏହି ସମୟରେ…

ଭିନ୍ନ ଚରିତ୍ରରେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ଦର୍ଶକେ ବଡ଼ ପରଦାରେ ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ଦେଖିବାକୁ ପାଇବେ। ଚଳଚ୍ଚିତ୍ରର ନାମ ରହିଛି ‘ତାଲି’। ତେବେ ଫିଲ୍ମକୁ ନେଇ ଏବେଠାରୁ ଇଣ୍ଡଷ୍ଟ୍ରିରେ ଜୋର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟ୍ରାନ୍ସଜେଣ୍ଡର ଶ୍ରୀ ଗୌରୀ ସାଓ୍ବନ୍ତଙ୍କ…

ଓଟିଟି ପ୍ଲାର୍ଟଫର୍ମରେ ‘ଲାଲ ସିଂ ଚଢା’

ମୁମାଇ: ବଲିଉଡ ଅଭିନେତା ଆମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ବର୍ତ୍ତମାନ ଓଟିଟି ପ୍ଲାର୍ଟଫର୍ମରେ ଉପଲବ୍ଧ। ଯେଉଁମାନେ ସିନେମା ହଲ୍‌ରେ ଦେଖିବାକୁ ସୁଯୋଗ ପାଇ ନ ଥିଲେ,ସେମାନେ ସିଧାସଳଖ ନେଟଫ୍ଲିକ୍ସରେ ଦେଖିପାରିବେ। ତିନୋଟି ଭାଷା…

ଆଉ ହଲିଉଡ୍‌ ଫେରିବେନି ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ସେ ଆଜି ଯେଉଁଠାରେ ଅଛନ୍ତି ସେଠାରେ ପହଞ୍ଚିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଦୀପିକା ତାଙ୍କ କ୍ୟାରିୟରରେ ଅନେକ…

ଇରାନ ମହିଳାଙ୍କ ସପକ୍ଷରେ ବାହାରିଲେ ପ୍ରିୟଙ୍କା

ବଲିଉଡ ପରେ ହଲିଉଡରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗ୍ଲୋବାଲ ୟୁନିସେଫ (ୟୁନିସେଫ) ଗୁଡଓ୍ବିଲ ଆମ୍ବାସାଡାର ଅଛନ୍ତି। ଫିଲ୍ମ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ମଧ୍ୟ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରନ୍ତି। ବର୍ତ୍ତମାନ ପ୍ରିୟଙ୍କା ଇରାନ ମହିଳା…

ରିଲିଜ୍‌ ହେଲା ଫିଲ୍ମ ‘ଗୁଡବାଏ’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗୁଡବାଏ’ ଶୁକ୍ରବାର ରିଲିଜ୍‌ ହୋଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ଏହା ହେଉଛି ରଶ୍ମିକାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ। ଅମିତାଭ-ରଶ୍ମିକାଙ୍କ ବ୍ୟତିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri