ବିଗ୍ ବି ଅମିତାଭ ଆହତ
ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ଗେମ ଶୋ’ କୌନ ବନେଗା କରୋଡପତିରେ ନଜର ଆସୁଛନ୍ତି । ନିକଟରେ ସେ ତାଙ୍କ ବ୍ଲଗରେ କହିଥିଲେ କି କୌନ ବନେଗା କରୋଡପତି ସେଟ୍ରେ ସେ ସାମାନ୍ୟ ଆହତ ହୋଇଛନ୍ତି । ଅମିତାଭଙ୍କ…
ସଲମାନଙ୍କୁ ଡେଙ୍ଗୁ
ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର ସଲମାନ ଖାନ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ନାୟକଙ୍କ ଚିକିତ୍ସା ଜାରିଥିବାବେଳେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଖବର ପ୍ରକାଶ ପାଇଛି। ତେବେ ସ୍ବାସ୍ଥ୍ୟାବସ୍ଥା ଠିକ୍ ନ ଥିବାରୁ ବିଗ୍ବସ୍ ସିଜନ୍ ୧୬ର ଓ୍ବିକେଣ୍ଡ୍କା ବାର୍ରେ ସେ…
‘ମୋତେ ନାଚ ଆସେନି’
ମୁମ୍ବାଇ: କମଲି, ଚିକ୍ନି ଚମେଲି, ଶିଲାକି ଜଓ୍ବାନୀ, କାଲା ଚଷମା, ମାଶାଲାହ, ଆଫଗାନ ଜଲେବି ଭଳି ଅନେକ ହିଟ୍ ଗୀତ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ଏହାସତ୍ତ୍ୱେ କ୍ୟାଟ୍ରିନାଙ୍କୁ ନାଚ ଜଣା ନାହିଁ ବୋଲି ନାୟିକା ଜଣଙ୍କ…
ଜେଲରୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର, ଜ୍ୟାକଲିନଙ୍କ ସମ୍ପର୍କରେ ଖୋଲିଲା ରାଜ
ନୂଆଦିଲ୍ଲୀ,୨୩ ।୧୦: ଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏବେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦ ରହିଛନ୍ତି । ସୁକେଶଙ୍କ ସହ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ପର୍ନାଡିଜ ବି ଏହି ଅଭିଯୋଗରେ ଫସି…
ବିବାହ ପାଇଁ ପ୍ରଥମେ ଅରବାଜଙ୍କୁ ପ୍ରପୋଜ କରିଥିଲେ ମଲାଇକା
ମୁମ୍ବାଇ: ବଲିଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିବା ଅଭିନେତ୍ରୀ ମଲାଇକା ଆରୋରା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ୨୩ ଅକ୍ଟୋବର ମଲାଇକାଙ୍କ ଜନ୍ମଦିନ ହୋଇଥିବା ବେଳେ ଏବେ ସେ ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି…
‘ବାହୁବଳୀ’ ପରେ ପ୍ରଭାସଙ୍କ ନିକଟକୁ ଆସିଥିଲା ୬ ହଜାର ବିବାହ ପ୍ରସ୍ତାବ
ମୁମ୍ବାଇ: ଫିଲ୍ମ ‘ବାହୁବଳୀ’ରୁ ମନୋରଞ୍ଜନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ରବିବାର ଅର୍ଥାତ୍ ୨୩ ଅକ୍ଟୋବରରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ପ୍ରଭାସ ୪୩ ବର୍ଷରେ ପାଦ ରଖିଛନ୍ତି । ଏବେ ସେ ତାଙ୍କ…
ସାଜିଦଙ୍କ ବିରୋଧରେ ଥାନାକୁ ଗଲେ ଶର୍ଲିନ
ବମ୍ବେ: ବିଗବସ୍ରେ ପ୍ରତିଯୋଗୀ ଭାବେ ମନୋରଞ୍ଜନ କରି ଦର୍ଶକଙ୍କ ହୃଦୟ ଜିତିବେ ବୋଲି ଭାବିଥିଲେ ଫିଲ୍ମନିର୍ମାତା ସାଜିଦ୍ ଖାଁ। ହେଲେ ତାଙ୍କ ଆଶା ଏବେ ନିରାଶାରେ ପରିବର୍ତ୍ତନ ହେବାକୁ ବସିଲାଣି। କାରଣ ବିଗବସ୍ ଯିବା ଦିନଠାରୁ ତାଙ୍କ ବିରୋଧରେ ଯୌନ ନିର୍ଯାତନା…
ଜ୍ୟାକଲିନଙ୍କୁ ମିଳିଲା ଆଶ୍ୱସ୍ତି
ମୁମ୍ବାଇ: ବେଶ କିଛିଦିନ ହେବ ମନି ଲଣ୍ଡରିଂ ମାମଲାରେ ଫସି ରହିଛନ୍ତି ବିଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ଏହି ମାମଲରେ ସେ ଶନିବାର ପଟିଆଲା କୋର୍ଟରେ ପହଞ୍ଚିଥିଲେ । ଏହି ମାମଲାରେ କୋର୍ଟ ତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି ।…
‘ଥ୍ୟାଙ୍କ ଗଡ’ରେ ବଦଳିଲା ଅଜୟଙ୍କ ଚରିତ୍ରର ନାମ
ମୁମ୍ବାଇ: ବଲିଉଡରେ ‘ ଓ ମାଇଁ ଗଡ’ ଓ ‘ପିକେ’ ଭଳି ଧାର୍ମିକ ବିଷୟ ବସ୍ତୁକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ଭଳି ଖୁବଶୀଘ୍ର ଅଭିନେତା ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ୍ ହେବାକୁ ଯାଉଛି…
ଜେଲ୍ ଯିବେ କି ଜ୍ୟାକଲିନ୍
ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶନିବାର ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍ଙ୍କ ମାମଲାର ଶୁଣାଣି କରିବେ। ଗତ ଶୁଣାଣିରେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କିନ୍ତୁ…
ଶୁଟିଂ ସମୟରେ ଆହତ ହେଲେ ପୂଜା ହେଗ୍ଡେ: ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ
ମୁମ୍ବାଇ: ବଲିଉଡ୍ ତଥା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ପୂଜା ହେଗ୍ଡେ ଅସୁସ୍ଥ ହୋଇ ପଡ଼ିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ସେ କାମ ବନ୍ଦ କରିନାହାନ୍ତି। ଶୁଟିଂ ପାଇଁ ମେକ୍ଅପ୍ ହେଉଥିବାର ଏକ ଫଟୋ ପୂଜା ନିଜ ଇନ୍ଷ୍ଟାଗ୍ରାମରେ ଶେୟାର…
ସଲମାନଙ୍କ ବଦଳରେ ବିଗ୍ବସ୍ରେ ହୋଷ୍ଟ କରିବେ କରଣ
ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ବିଗ୍ବସ୍-୧୬ ରେ ନଜର ଆସିବେ। କିଛି ଦିନ ପାଇଁ ସେ ଅଭିନେତା ସଲମାନ ଖାନ୍ଙ୍କ ବଦଳରେ ବିଗ୍ବସ୍ରେ ହୋଷ୍ଟ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସଲମାନ ଏବେ ଅସୁସ୍ଥ ଅଛନ୍ତି। ସେ ଡେଙ୍ଗୁରେ ଆକ୍ରାନ୍ତ…
Archives


