ମନୋରଞ୍ଜନ

ଚାରି ବର୍ଷର ବ୍ରେକ୍‌, ଏବେ ପୁଣି ଫେରୁଛନ୍ତି ରତନ ରାଜପୁତ୍‌

ବମ୍ବେ: ଟେଲିଭିଜନଜଗତର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରତନ ରାଜପୁତ। ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ସେ କୌଣସି ଶୋ’ରେ ନଜର ଆସିନାହାନ୍ତି। ପ୍ରଶଂସକମାନେ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଏବେ ସେ ଦିନ କେବେ ଆସିବ…

‘ମୁଁ ବାପା ହେବାକୁ ଯାଉଛି’

ମୁମ୍ବାଇ: ଆୟନ ମୁଖାର୍ଜୀଙ୍କ ସ୍ବପ୍ନର ପ୍ରୋଜେକ୍ଟ ‘ବ୍ରହ୍ମାସ୍ତ୍ର’ ବର୍ତ୍ତମାନ ମୁକ୍ତିଲାଭ କରିସାରିଛି। ଫିଲ୍ମକୁ ହିଟ୍‌ ମଧ୍ୟ ସାବ୍ୟସ୍ତ କରାଯାଇଛି। ଆୟନଙ୍କ ସହ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ‘ବ୍ରହ୍ମାସ୍ତ୍ର’ରେ ପାଞ୍ଚ ବର୍ଷରୁ ଅଧିକ ସମୟ କାଟିଛନ୍ତି। ରିଲିଜ ପୂର୍ବରୁ…

ସ୍ତ୍ରୀ ଚାରୁଙ୍କୁ ଡ୍ରାମାକୁଇନ୍‌ କହିଲେ ସୁସ୍ମିତାଙ୍କ ଭାଇ; ଛାଡପତ୍ର ନେଇ ଘୋଷଣା କରି ପୁଣି ଚମକାଇଲେ…

ବମ୍ବେ: କେବେ ଛାଡ଼ପତ୍ର ନେଇ ଘୋଷଣା ତ କେବେ ଏକାଠି ହେବା। ବିବାହ କରିବା ଦିନଠାରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ, ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଏବଂ ଭାଉଜ। ପ୍ରଶଂସକମାନେ ମଧ୍ୟ…

ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ, ଆଉ ଏବେର ପାରିଶ୍ରମିକ…

ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ତାଙ୍କ ଫିଟ୍‌ନେସ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଜୀବନ ପର୍ଯ୍ୟନ୍ତ, କାଜଲ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କାଜଲ ଗୋଟିଏ ବର୍ଷରେ ୧୪ରୁ ୧୫ କୋଟି ଟଙ୍କା…

ସାମ୍ବାଦିକ ଭୂମିକାରେ ନଜର ଆସିବେ ଭୂମି ପେଡ୍‌ନେକର

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡ୍‌ନେକର ନିଜ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ‘ଦମ ଲଗା କେ ହୈଶା’ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ବକ୍ସ ଅଫିସ୍‌ରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ଭୂମିଙ୍କୁ ତାଙ୍କ ଅପକମିଙ୍ଗ୍‌…

ଅନେକ ଭୁଲ୍‌ ନିଷ୍ପତ୍ତି ନେଇଛନ୍ତି ରାଧିକା

ମୁମ୍ବାଇ: କ୍ୟାରିୟର୍‌ରେ ବହୁ ଭୁଲ୍‌ ନିଷ୍ପତ୍ତି ନେଇଥିବା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ। ୨୦୧୦ରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ଚଳଚ୍ଚିତ୍ର ‘ରକ୍ତ ଚରିତ୍ର’ରେ କାମ କରିବା ତାଙ୍କ ଜୀବନର ବଡ଼ ଭୁଲ ବୋଲି ଏକ ସାକ୍ଷାତ୍‌କାରରେ ସେ…

ଫିଲ୍ମ ନିର୍ଦ୍ଦେଶକ ପିନାକି ଚୌଧୁରୀଙ୍କ ପରଲୋକ…

କୋଲକାତା,୨୫।୧୦ : ବଙ୍ଗଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପିନାକି ଚୌଧୁରୀଙ୍କର ସୋମବାର ପରଲୋକ ଘଟିଛି। କୋଲକାତାରେ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛିନ୍ତgି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ…

ବ୍ରିଟେନ ଉପରେ ବର୍ଷି ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ବିଗ ବି

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିର ଦିନ ଭାରତବାସୀଙ୍କ ପାଇଁ ଏକ ବିଶେଷ ଦିନ । ଏହିଦିନ ଜଣେ ଭାରତୀୟ ମୂଳ ବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । କଞ୍ଜରଭେଟିଭ ପାର୍ଟି ନେତା ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ…

ନିକ ଜଣେ ଆଦର୍ଶ ଜ୍ୱାଇଁ

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟ୍‌ଙ୍କା ଚୋପ୍ରା ଜୋନସ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି । ନିକଟରେ ସେ ତାଙ୍କ ସ୍ୱାମୀ ନିକ ଜୋନସ ଓ ମାଆ ମଧୁ ଚୋପ୍ରାଙ୍କ ସହ ଦୀପାବଳି ପାଳନ କରିଛନ୍ତି…

ସାଙ୍ଗରେ ଦୀପାବଳି ପାଲିଲେ ହ୍ରିତିକ୍‌-ସବା

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ କରୁଛନ୍ତି। ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ଗତ କାଲି ସାରା ଦେଶରେ…

ବସ୍ତ୍ରହରଣ ସିନ୍‌ରେ କାହିଁକି କାନ୍ଦିଲେ ଏହି ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟ୍‌ରେ…

ଅଭିନେତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଲାଗିଗଲା ନିଆଁ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ୪୩ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଆନ୍ଧ୍ରପ୍ରଦେଶର ଏକ ସିନେମା ହଲ୍‌ରେ ଫ୍ୟାନ୍‌ମାନେ ପ୍ରଭାସଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଅଧିକ ଉତ୍ସାହିତ ହୋଇ ବାଣ ଫୁଟାଇ ଦେଇଥିଲେ। ଫଳରେ କେତେକ ସିଟ୍‌ରେ ନିଆଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri