ଫିଲ୍ମ ନିର୍ଦ୍ଦେଶକ ପିନାକି ଚୌଧୁରୀଙ୍କ ପରଲୋକ…

କୋଲକାତା,୨୫।୧୦ : ବଙ୍ଗଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପିନାକି ଚୌଧୁରୀଙ୍କର ସୋମବାର ପରଲୋକ ଘଟିଛି। କୋଲକାତାରେ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛିନ୍ତgି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଏକ ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ ଦେହାନ୍ତ ଖବରରେ ଟଲିଉଡ ଶୋକର ଛାୟା ଖେଳିଯାଇଛି।

ପିନାକି  ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ଥିଲେ। ପିନାକିଙ୍କ ଚଳଚ୍ଚିତ୍ର କ୍ୟାରିୟର ୩୯ ବର୍ଷ ଥିଲା। ସେ ୧୯୮୩ରେ ସିନେମା ଜଗତରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଆସନରେ ଊପ ନିର୍ବାଚନ, ଇଣ୍ଡିଆ-ଏନଡିଏ ମଧ୍ୟରେ କଡା ମୁକାବିଲା

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶରେ ୧୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ ଯୋଗୁଁ ସମାଜବାଦୀ ପାର୍ଟି-କଂଗ୍ରେସ...

ଅସୁବିଧାରେ ଅଛନ୍ତି ନୀତୀଶ କୁମାର

ପାଟନା,୨୧।୭: ଆରଜେଡି କହିଛି ଯେ ଗ୍ରାଣ୍ଡ ଆଲାଏନ୍ସ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭବିଷ୍ୟତର ସ୍ବପ୍ନ ସହିତ ଏନଡିଏରେ ଯୋଗ ଦେଇଥିଲେ ଏବଂ...

ପ୍ରବଳ ବର୍ଷା ଯୋଗୁ ୩୬ ବିମାନ ଉଡାଣ ବାତିଲ

ମୁମ୍ବାଇ,୨୧।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବିମାନ ସେବା ବ୍ୟାହତ ହୋଇଛି। ପିଟିଆଇ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପାଣିପାଗକୁ ଦୃଷ୍ଟିରେ ରଖି...

‘ଛାଡପତ୍ର ସ୍ବର୍ଗରେ ସ୍ଥିର ହୋଇଥାଏ,ବିବାହ ନର୍କରେ’, ନତାଶା-ହାର୍ଦ୍ଦିକ ଅଲଗା ହେବା ପରେ…

ମୁମ୍ବାଇ,୨୧।୭: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା(ଆରଜିଭି) ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଅଲଗା ହେବାର ଘୋଷଣା ପରେ ଖୁବ ଶୀଘ୍ର ବିବାହ ଏବଂ...

ଜିତନ ରାମଙ୍କ ଟାର୍ଗେଟରେ ନୀତୀଶ କୁମାର

ପାଟନା,୨୧।୭: ଲୋକ ସଭା ନିର୍ବାଚନ ପରେ ବିହାରର ରାଜନୀତି, ବିଶେଷ କରି ଏନଡିଏ ଭିତରେ ପୁଣିଥରେ ପରିବର୍ତ୍ତନ ଆରମ୍ଭ ହୋଇଛି। ଗତ ଲୋକ ସଭା ନିର୍ବାଚନରେ...

ସାରା ବିଶ୍ୱରେ ରାହୁଲ ଏକମାତ୍ର ଉଦାହାରଣ, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୨୧।୭: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନକୁ ନେଇ ଭାଜପା ସକ୍ରିୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବର୍ତ୍ତମାନ...

୫୬ ବର୍ଷରେ ବାପା ହେବେ ଅକ୍ଷୟ କୁମାର

ମୁମ୍ବାଇ: ଜଣାଶୁଣା ବଲିଉଡ୍‌ ଅଭିନେତା ତଥା ଖିଲାଡ଼ି ବୟ ଅକ୍ଷୟ କୁମାର ବାପା ହେବାକୁ ଯାଉଛନ୍ତି। ତାଙ୍କ ଅଭିନେତ୍ରୀ ତଥା ଲେଖିକା ସ୍ତ୍ରୀ ଟ୍ବିଙ୍କଲ୍‌ ଖାନ୍ନା...

୨୦୩୪ ସୁଦ୍ଧା ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ: ବିକାଶ ଦିବ୍ୟକିର୍ତ୍ତୀ

ନୂଆଦିଲ୍ଲୀ,୨୧।୭: ଶିକ୍ଷକ, ଲେଖକ ତଥା ଦୃଷ୍ଟି ଆଇଏଏସର ପ୍ରତିଷ୍ଠାତା ବିକାଶ ଦିବ୍ୟକିର୍ତ୍ତୀ ନ୍ୟୁଜ ଏଜେନ୍ସି ଏଏନଆଇର ପୋଡକାଷ୍ଟରେ ଶିକ୍ଷା, ନିଟ ପେପର ଲିକ, ସଂରକ୍ଷଣ ସମେତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri