କିଏ ସେହି ପାକିସ୍ତାନୀ ଅଭିନେତ୍ରୀ? ଯାହାଙ୍କ ସହ ଯୋଡାଯାଉଛି ସାନିଆଙ୍କ ସ୍ବାମୀ ଶୋଏବଙ୍କ ନାମ?
ନୂଆଦିଲ୍ଲୀ,୧୧।୧୧: ଛାଡ଼ପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ବିବାହର ଦୀର୍ଘ ୧୨ ବର୍ଷ ପରେ ସେ ସ୍ବାମୀ ତଥା କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହେବାକୁ ଯାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ଏହା ପଛର କାରଣ…
ଦର୍ଶକଙ୍କୁ ପସନ୍ଦ ଆସୁଛି ସାମନ୍ଥାଙ୍କ ଫିଲ୍ମ, ଭାଙ୍ଗିପାରେ କିଛି ରେକର୍ଡ
ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ ମୁଭି ‘ୟଶୋଦା’ ଲମ୍ବା ସମୟର ପ୍ରତିକ୍ଷା ପରେ ଶେଷରେ ରିଲିଜ୍ ହୋଇଛି । ପ୍ରଥମ ଦିନରେ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି ବୋଲି କୁହାଯାଉଛି । ସସପେନ୍ସ, ଆକ୍ସନ, ଥ୍ରିଲର ଫିଲ୍ମର ନିର୍ଦ୍ଦେଶନା ହରି…
ଆଇଏଫଏଫଆଇ ୨୦୨୨ରେ ଲତା ଦିଦି, ବାପି ଲାହିରିଙ୍କୁ ଦିଆଯିବ ବିଶେଷ ଶ୍ରଦ୍ଧାଞ୍ଜଳି
ମୁମ୍ବାଇ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ ୨୦୨୨) ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଥର ଏହି ଉତ୍ସବରେ ଭାରତୀୟ ସିନେମାର ମହାନ୍ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ମନୋରଞ୍ଜନ ଦୁନିଆ ଯେଉଁମାନଙ୍କୁ…
ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ
ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଛାୟା…
ଝିଅ-ପୁଅଙ୍କ ଜନ୍ମଦିନର ଫଟୋ ଶେୟାର କଲେ ଡିମ୍ପଲ ଗର୍ଲ, ଲେଖିଲେ ଏମିତି…
ମୁମ୍ବାଇ: ବଲିଉଡ୍ର ‘ଡିମ୍ପଲ ଗର୍ଲ’ ପ୍ରୀତି ଜିଣ୍ଟା ସରୋଗେସି ଜରିଆରେ ୨୦୨୧ରେ ଯାଆଁଳା ଶିଶୁଙ୍କୁ ସ୍ବାଗତ କରିଥିଲେ। ତାଙ୍କ ପିଲାମାନଙ୍କର ନାମ ହେଉଛି ଜୟ ଏବଂ ଜିଆ। ଆଜି ଅର୍ଥାତ୍ ଶୁକ୍ରବାର ଜୟ-ଜିଆଙ୍କୁ ବର୍ଷେ ପୂରିଛି। ପ୍ରୀତି ଆଜି ଇନ୍ଷ୍ଟାଗ୍ରାମରେ ପ୍ରଥମ…
ବର୍ଷକ ମଧ୍ୟରେ ଦ୍ୱିତୀୟଥର ମା’ ହେଲେ ଦେବିନା
ଟେଲି ଅଭିନେତ୍ରୀ ଦେବିନା ବାନାର୍ଜୀ ପୁଣି ଥରେ ମା’ ହୋଇଛନ୍ତି। ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଅଭିନେତା ତଥା ଦେବିନାଙ୍କ ସ୍ବାମୀ ଗୁରୁମିତ ଚୌଧୁରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କୁ ଦେଇଛନ୍ତି।…
ଦର୍ଶକଙ୍କ ହୃଦୟ ଜିଣିଲେ ଦୀପିକା-ରଣବୀର
ମୁମ୍ବାଇ: ବହୁ ଦିନ ପରେ ବଲିଉଡ୍ର ପାଓ୍ବାରଫୁଲ୍ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କୁ ଏକାଠି ଦେଖିବାକୁ ମିଳିଛି। ସେମାନେ ଏକାଠି ଫିଲ୍ମ ଫେୟାରରେ ଭାଗ ନେଇଥିଲେ। ଯେତେବେଳେ ଏହି ଦମ୍ପତି ହାତ ଧରି ଜିକ୍ୟୁ ପୁରସ୍କାର ସମାରୋହରେ ପହଞ୍ଚିଲେ,…
ମରାଠୀରେ ଡେବ୍ୟୁ କରିବେ ନିକିତା, ଏହି ଫିଲ୍ମରେ ଆସିବେ ନଜର
ମୁମ୍ବାଇ: ଅଭିନେତ୍ରୀ ନିକିତା ଦତ୍ତଙ୍କୁ ‘ଦ ବିଗ ବୁଲ’ ଏବଂ ‘କବୀର ସିଂ’ ଭଳି ବଲିଉଡ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ଘରତ ଗଣପତି’ରେ ନଜର ଆସିବେ। ଯାହାକୁ ନେଇ ଏବେ…
ଯୌନ ନିର୍ଯାତନା ମାମଲାରେ ଓସ୍କାର ବିଜେତା ପଲ ହାଗିସ ଦୋଷୀ ସାବ୍ୟସ୍ତ
ଓ୍ବାଶିଂଟନ,୧୧।୧୧: ଓସ୍କାର ବିଜେତା ନିର୍ଦ୍ଦେଶକ ପଲ ହାଗିସ ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ପୀଡିତାଙ୍କୁ ୭.୫ ମିଲିୟନ ଆମେରିକୀୟ ଡଲାର କ୍ଷତିପୂରଣ ଦେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ଟରୋଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ…
ପ୍ରସାଧନ ସାମଗ୍ରୀ ବିକିବେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚଳଚ୍ଚିତ୍ର ଜଗତରେ ସଫଳତା ହାସଲ ପରେ ପ୍ରସାଧନ ସାମଗ୍ରୀ ବ୍ୟବସାୟକୁ ଓହ୍ଲାଇଛନ୍ତି। ସେ ଗୁରୁବାର ଏଇଟି ଇଷ୍ଟ୍ ନାମରେ ନିଜ ସେଲ୍ଫ କେୟାର ବ୍ରାଣ୍ଡ୍ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲଟ୍ଫର୍ମ ଇନ୍ଷ୍ଟାଗ୍ରାମ୍ରେ ସୂଚନା ଦେଇଛନ୍ତି। ଆସନ୍ତା…
ଆସନ୍ତାବର୍ଷ ରିଲିଜ୍ ହେବ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭାକସିନ୍ ଓ୍ବାର’
ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ’ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଫିଲ୍ମଟି ଅଳ୍ପ ଦିନରେ ଭଲ ଆୟ ମଧ୍ୟ କରିଥିଲା। କଶ୍ମୀର ଫାଇଲ ପରେ ଦର୍ଶକ ଆଉ ଏକ ଧମାକାଦାର ଫିଲ୍ମକୁ ଅପେକ୍ଷା କରିଥିଲେ। ଯାହାକୁ…
ରିଲିଜ୍ ପୂର୍ବରୁ ରେକର୍ଡ କଲା ସାମନ୍ଥାଙ୍କ ଫିଲ୍ମ
ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସବୁବେଳେ ତାଙ୍କ ଫିଲ୍ମ ଜରିଆରେ ଚର୍ଚ୍ଚାକୁ ଆସିଥାଆନ୍ତି । ସବୁବେଳେ ସାମନ୍ଥା ତାଙ୍କ ଆକ୍ଟିଂ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଥାଆନ୍ତି । ଏବେ ଅଭିନେତ୍ରୀ ତାଙ୍କ ଅଗାମୀ ଫିଲ୍ମ ‘ୟଶୋଦା’ର ରିଲିଜକୁ ନେଇ ବ୍ୟସ୍ତ…
Archives


