ଝିଅର ଏମିତି ନାଁ ଦେଲେ ବିପାଶା
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନଙ୍କ ଠାରୁ ଏବେ ଖାଲି ଖୁସି ଖବର ମିଳିବାରେ ଲାଗିଛି। କିଛିଦିନ ପୂର୍ବରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏକ କନ୍ୟାସନ୍ତାନର ମାତାପିତା ହୋଇଥିବା ବେଳେ ଶନିବାର ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର କନ୍ୟାସନ୍ତାନର…
ରେକର୍ଡ ଭାଙ୍ଗିଲା ‘ଯଶୋଦା’
ମୁମ୍ବାଇ: ବିଗ୍ ବି’ଙ୍କ ଫିଲ୍ମ ‘ଉଞ୍ଚାଇ’ ସହ ହଲ୍ରେ ଆଉ ତିନୋଟି ଫିଲ୍ମ ରିଲିଜ ହୋଇଛି। ହଲିଉଡ୍ ଫିଲ୍ମ ‘ବ୍ଲାକ୍ ପାନ୍ଥର୍-୨’ ଏବଂ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ‘ଯଶୋଦା’ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଏହି ତିନୋଟି ଫିଲ୍ମ…
‘ରକି ଔର ରାଣି କି ପ୍ରେମ କାହାଣି’ର ନୂଆ ରିଲିଜ ଡେଟ ଶେୟାର କଲେ କରନ
ମୁମ୍ବାଇ: ବଲିଉଡ ଫିଲ୍ମ ମେକର କରନ ଜୋହର ପୁଣିଥରେ ବଲିଉଡକୁ ଫେରୁଛନ୍ତି । ଫିଲ୍ମ ‘ରକି ଔର ରାଣି କି ପ୍ରେମ କାହାଣି’ର ନିର୍ଦ୍ଦେଶନା ଦେଇଛନ୍ତି କରନ । ଏବେ ସେ ତାଙ୍କ ଅପକମିଂ ଫିଲ୍ମର ନୂଆ ରିଲିଜ୍ ଡେଟ ଶେୟାର…
ପୁଣି ଫେରୁଛନ୍ତି ଅର୍ଚ୍ଚନା
ବମ୍ବେ: ବିଦା ହେବା ପରେ ପୁଣି ଫେରୁଛନ୍ତି ଅର୍ଚ୍ଚନା ଗୌତମ। ଶାରୀରିକ ହିଂସାକୁ ନେଇ କିଛି ଦିନ ତଳେ ସେ ବିବାଦୀୟ ରିଆଲିଟି ଶୋ’ ବିଗ୍ବସ୍ରୁ ବାହାର ହୋଇଥିଲେ। ହେଲେ ତାଙ୍କ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ।…
‘ଅଭିନୟ କରିବାକୁ ଚାହୁଁଥିଲେ ମୋତେ ବାହା ହୁଅ’
ମୁମ୍ବାଇ: ଗ୍ଲାମର ଦୁନିଆରେ କାମ କରିବା ପାଇଁ ଅଭିନେତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବଲିଉଡ୍ର ଜଣେ ଅଭିନେତ୍ରୀ କହିଛନ୍ତି। ଛୋଟ ପରଦାର ନୂଆ ଅଭିନେତ୍ରୀ ଆୟେଶା କପୁର ଏଭଳି ଏକ କଥାର ଖୁଲାସା କରିଛନ୍ତି, ଯାହା ଶୁଣିଲେ…
ମୁମ୍ବାଇ ବିମାନ ବନ୍ଦରରେ ଶାହାରୁଖଙ୍କୁ ଅଟକାଇଲା କଷ୍ଟମ ବିଭାଗ, ଏକ ଘଣ୍ଟା ଧରି ଚାଲିଲା ପଚରା ଉଚରା
ମୁମ୍ବାଇ,୧୨ ।୧୧: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା । ପ୍ରାୟ ଏକ ଘଣ୍ଟାର ପଚରା ଉଚରା ପରେ ଶାହାରୁଖ ଓ ତାଙ୍କ ମ୍ୟାନେଜରଙ୍କୁ ବାହାରକୁ ବାହାରିବା ବେଳେ…
ମାଆ ହେଲେ ବିପାଶା
ମୁମ୍ବାଇ: ବଲିଉଡର ବୋଲ୍ଡ ବିୟୁଟି ବିପାଶା ବସୁ ଓ କରନ ସିଂ ଗ୍ରୋଭର ପ୍ୟାରେଣ୍ଟସ୍ ହୋଇଛନ୍ତି । ଶନିବାର ବିପାଶା ଏକ କନ୍ୟା ସନ୍ତାର ମାଆ ହୋଇଛନ୍ତି । ମୁମ୍ବାଇର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ବିପାଶା ତାଙ୍କ କନ୍ୟା ସନ୍ତାନକୁ…
ଫିଲ୍ମ ଜଗତରେ ଧୋନୀଙ୍କ ଏଣ୍ଟ୍ରି
ଚେନ୍ନାଇ: କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂ ଧୋନୀ ଫିଲ୍ମରେ ପାଦ ଥାପିବାକୁ ଯାଉଛନ୍ତି। ଏକାଧିକ ଜାତୀୟ ଗଣମାଧ୍ୟରେ ଏ ନେଇ ଖବର ପ୍ରକାଶ ପାଇଥିବାବେଳେ ଧୋନୀଙ୍କ ତରଫରୁ ଏ ବାବଦ ସୂଚନା ସ୍ପଷ୍ଟ ହୋଇନାହିଁ। ତାମିଲ ଫିଲ୍ମ ଜରିଆରେ…
ବିଶ୍ୱର ସବୁଠାରୁ ସୁନ୍ଦରୀ ପୋଲିସ
ବୋଗୋଟା: ବର୍ତ୍ତମାନ ସୋସିଆଲ ମିଡିଆର ଢେର୍ ଚାହିଦା ବଢ଼ିଯାଇଛି। ଗୋଟିଏ ସାଧାରଣ ଲୋକକୁ ରାତାରାତି ଷ୍ଟାର କରିଦେଇ ପାରୁଛି ସାମିଜିକ ଗଣମାଧ୍ୟମ। ତେବେ ଏହା ଜରିଆରେ ଦେଶ ଛଡ଼ା ବିଦେଶରେ ମଧ୍ୟ ବେଶ୍ ପରଚିତ ହୋଇଛନ୍ତି କଲୋମ୍ବିଆର ଡିଆନା ରାମିରେଜ୍। ପେସାରେ…
ଏତେ ବଦଳିଗଲେଣି ସମସ୍ତଙ୍କ ପ୍ରିୟ ‘ଗଙ୍ଗୁବାଇ, ଚିହ୍ନିବା ହେଉଛି ମୁସ୍କିଲ
ବମ୍ବେ: ବଦଳିଗଲେଣି ଲୋକପ୍ରିୟ କମେଡି ଶୋ’ ‘କମେଡି ସର୍କସ’ରେ ନଜର ଆସିଥିବା ପ୍ରତିଭାବାନ ସଲୋନୀ ଦାଇନି ଓରଫ ଗଙ୍ଗୁବାଇ। ଏବେ ସେ ୨୦ ବର୍ଷର ହେଲେଣି। ଟ୍ରାନ୍ସଫରମେଶନ ସାଙ୍ଗକୁ ସତିଶ କୌଶିକଙ୍କ ସହ ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ସଲୋନୀ ଅଛନ୍ତି…
୫ ବର୍ଷ ପୂର୍ବେ ବିବାହ କରିଥିଲେ ସିଦ୍ଧାନ୍ତ; ହଠାତ୍ ମୃତ୍ୟୁକୁ ନେଇ ଶୋକରେ ପରିବାର
ବମ୍ବେ: ଥିଲେ ବେଶ ଫିଟ୍ନେସ୍ ଫ୍ରିକ୍। ହେଲେ ଜିମ୍ରେ ଓ୍ବାର୍କଆଉଟ୍ କରିବା ବେଳେ ହୃଦ୍ଘାତ ଯୋଗୁ ଚାଲିଯାଇଛି ଜୀବନ। ମାତ୍ର ୪୬ ବର୍ଷ ବୟସରେ ଟେଲିପରଦାର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ଘଟିଛି। ୨୦୦୧ରୁ ଅଭିନୟ ଦୁନିଆରେ ସକ୍ରିୟ…
କିଏ ସେହି ପାକିସ୍ତାନୀ ଅଭିନେତ୍ରୀ? ଯାହାଙ୍କ ସହ ଯୋଡାଯାଉଛି ସାନିଆଙ୍କ ସ୍ବାମୀ ଶୋଏବଙ୍କ ନାମ?
ନୂଆଦିଲ୍ଲୀ,୧୧।୧୧: ଛାଡ଼ପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ବିବାହର ଦୀର୍ଘ ୧୨ ବର୍ଷ ପରେ ସେ ସ୍ବାମୀ ତଥା କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହେବାକୁ ଯାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ଏହା ପଛର କାରଣ…
Archives


