ମନୋରଞ୍ଜନ

ଫିଲ୍ମରୁ ଦୂରେଇ ଯିବେ ମିଷ୍ଟର ପରଫେକ୍ସନିଷ୍ଟ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାଁ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଫିଲ୍ମରେ ତାଙ୍କର ପରଫେକ୍ଟ ଆକ୍ସନ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ । ଆଉ ଏଇଥିପାଇଁ ତାଙ୍କୁ ଖୁବ୍…

ଆସିବ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ଚଳିତ ବର୍ଷ ରେକର୍ଡ ସୃଷ୍ଟି କରିଥିଲା। ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଇତି ମଧ୍ୟରେ ‘ଆର୍‌ଆର୍‌ଆର୍‌’ର…

ଏହି କଥାକୁ ନେଇ ଶାଳୀଙ୍କ ସହ ଝଗଡା କରନ୍ତି ରଣବୀର

ବଲିଉଡର ପାଓ୍ବାରଫୁଲ ଦମ୍ପତି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ପରସ୍ପରର ଯତ୍ନ ନିଅନ୍ତି। ଏଥି ସହିତ, ପରସ୍ପରର ପରିବାରକୁ ମଧ୍ୟ ବହୁତ ସମ୍ମାନ ଦିଅନ୍ତି। ରଣବୀରଙ୍କ ସହ ଦୀପିକାଙ୍କ ଭଉଣୀ ଅନିଶାଙ୍କ ଭଲ ସମ୍ପର୍କ ଅଛି।…

୨ ମାସ ଭିତରେ ମାତା, ପିତାଙ୍କୁ ହରାଇଲେ ମହେଶ ବାବୁ

ସାଉଥ ସିନେମାର ଲୋକପ୍ରିୟ ଅଭିନେତା ମହେଶ ବାବୁଙ୍କ ପାଇଁ ସମୟ ଏବେ ଭଲ ଚାଲିନାହିଁ। ନିକଟରେ ମାତାଙ୍କୁ ହରାଇଥିବା ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଘଟିଛି। ତାଙ୍କ ପିତା କ୍ରିଷ୍ଣା ଘଟ୍ଟାମନାନେନୀ ୮୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦ୍‌ଘାତ…

ବିବାହ ବାର୍ଷିକିରେ ଦୀପିକାଙ୍କୁ ସରପ୍ରାଇଜ ଦେଲେ ରଣବୀର

ମୁମ୍ବାଇ: ରଣବୀର ସିଂ ଓ ଦୀପିକା ପାଦୁକୋନ ବଲିଉଡର ସବୁଠାରୁ ପ୍ୟାରା ରିୟଲ ଲାଇଫ କପୁଲ ବୋଲି କୁହାଯାଏ । ତେବେ କିଛିଦିନ ପୂର୍ବରୁ ଏମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟିହେବା ନେଇ ଆଲୋଚନା ହୋଇଥିଲେ ବି ଏମାନେ ଏହାକୁ ଗୁଜବ ବୋଲି…

ମିଥୁନଙ୍କ ଗୀତରେ ଝୁମିଲେ ପ୍ରିୟଙ୍କା

ତିନି ବର୍ଷ ପରେ ବିଦେଶରୁ ଭାରତ ଆସିଥିବା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ଭାରି ବ୍ୟସ୍ତ। ଗୋଟଇଏ ଦିନରେ ତାଙ୍କୁ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡ଼ୁଛି। ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ହେବା କାରଣରୁ ଉତ୍ତର ପ୍ରଦେଶର ବିଭିନ୍ନ…

ସାଉଥ୍‌ ସୁପରଷ୍ଟାର ମା’ଙ୍କ ମୃତ୍ୟୁ ପରେ ବାପାଙ୍କୁ ହୃଦ୍‌ଘାତ

ମୁମ୍ବାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ ଏବେ ଭାବପ୍ରବଣ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି। ନିକଟରେ ମହେଶ ବାବୁଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ବାପାଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଛି। ମହେଶ ବାବୁଙ୍କ ୭୯ବର୍ଷୀୟ ବାପା କ୍ରିଷ୍ଣା ଘଟାମାନେନିଙ୍କ…

ଶେହନାଜଙ୍କ ଭଳି ଝିଅ ଚାହୁଁଛନ୍ତି ରାଜକୁମାର

ପଞ୍ଜାବର କ୍ୟାଟ୍ରିନା କୈଫ କୁହାଯାଉଥିବା ଶେହନାଜ ଗିଲ ପ୍ରାୟତଃ ଲୁକ୍‌ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାନ୍ତି। ଦିନକୁ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଅଭିନେତ୍ରୀଙ୍କ ଦେଶୀ ଭାଇବ୍ସ ଓ୍ବିଥ୍‌ ଶେହନାଜ ଗିଲ ଚାର୍ଟ ଶୋ’ର ପ୍ରଥମ ଏପିଶୋଡରେ ଅତିଥି…

‘ସଲାମ ଭେଙ୍କି’ ଟ୍ରେଲର: କାଜଲଙ୍କ ଅଭିନୟ କନ୍ଦାଇବ ଦର୍ଶକଙ୍କୁ

ମୁମ୍ବାଇ: କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’କୁ ଦର୍ଶକେ ବହୁ ସମୟ ଧରି ଅପେକ୍ଷା କରି ରହିଛନ୍ତି । ସୋମବାର ଏହାର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖି ଅନୁମାନ କରାଯାଉଛି କି ଏହା ପାରିବାରିକ ସମସ୍ୟା ସହ ଜଡିତ…

ଇଂଲଣ୍ଡର ବିଜୟକୁ ନେଇ ଟୁଇଟ୍‌ କରି ଫସିଲେ ଅଦ୍‌ନାନ: ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କ ଟ୍ରୋଲିଂ ପରେ ନେଲେ ଏହି ବଡ଼ ନିଷ୍ପତ୍ତି

ବମ୍ବେ: ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡର ବିଜୟକୁ ନେଇ ଏକ ଟୁଇଟ୍‌ କରି ଫସିଛନ୍ତି ଜଣାଶୁଣା ଗାୟକ ତଥା ମ୍ୟୁଜିକ୍‌ କମ୍ପୋଜର ଅଦନାନ ସାମି। ଏହାକୁ ନେଇ ତାଙ୍କୁ ପାକିସ୍ତାନୀ ପ୍ରଶଂସକ ପୁଣିଥରେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଗାୟକ ଏହାକୁ ନେଇ…

ହେରାଫେରି ୩ରେ ଅକ୍ଷୟଙ୍କ ସ୍ଥାନରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ !

ମୁମ୍ବାଇ: ଫିଲ୍ମ ହେରାଫେରି ଆଜିବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଏବେ ଏହାର ପାର୍ଟ ୩କୁ ନେଇ ଆଲୋଚନା ଜାରି ରହିଛି । କିଛିଦିନ ହେବ ଖବର ଆସୁଥିଲା କି ଫିଲ୍ମର ତୃତୀୟ ପାର୍ଟରେ ଅକ୍ଷୟ କୁମାରଙ୍କ ସ୍ଥାନରେ…

ଏହି କୁନି ଝିଅ ଏବେ ବଲିଉଡର ସୁପରଷ୍ଟାର, ଚିହ୍ନିଲେ ଦେଖି କିଏ…

ବମ୍ବେ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ପିଲାଦିନର ଫଟୋ। ଶିଶୁ ଦିବସ ଉପଲକ୍ଷେ ଅଭିନେତ୍ରୀଜଣଙ୍କ ଏହାକୁ ନିଜ ଆକାଉଣ୍ଟରୁ ଶେୟାର କରିଛନ୍ତି। ଏଥିସହ ତାଙ୍କୁ ଚିହ୍ନିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ହେଲେ ଅନେକ ସେ କିଏ ଚିହ୍ନି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri