Advertisement

କିଙ୍ଗ ଖାଁନଙ୍କ ନାଁରେ ଆଉ ଏକ ସଫଳତା

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ରୋମାନ୍ସର ବାଦଶାହ ଓ ମୋଷ୍ଟ ଚାର୍ମିଂ ଆକ୍ଟର ଶାହାରୁଖ ଖାଁଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଯାଇଛି । ଅଭିନେତାଙ୍କୁ ରେଡ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ କରାଯିବ । ରେଡ ସି ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ଜେଦ୍ଦାରେ ଫେଷ୍ଟିଭାଲର ଦ୍ୱିତୀୟ ସଂସ୍କରଣର ଉଦଘାଟନ ସମାରୋହରେ ଫିଲ୍ମ ଇଣ୍ଡଷ୍ଟିରେ ତାଙ୍କର ଅସାଧାରଣ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯିବ ।
ସୌଦି ଆରବର ଲାଲ ସାଗରେ ଆୟୋଜିତ ହେବାକୁ ଯାଉଥିବା ଏହି ଫେଷ୍ଟିଭାଲ ୧ ଡିସେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ସାରା ବିଶ୍ୱର ଫିଲ୍ମ ଦୁନିଆର ଟ୍ୟାଲେଣ୍ଟେଡ କଳାକାର ଏହି ଫେଷ୍ଟିଭାଲରେ ସାମିଲ ହେବେ । ଏହାସହ ପ୍ରାୟ ୪୧ ଭାଷାରେ ୬୧ ଦେଶର ୧୩୧ ଫିଚର ଓ ଶର୍ଟ ଫିଲ୍ମ ପ୍ରଦର୍ଶିତ ହେବ ।
ଫେଷ୍ଟିଭାଲରେ ଭାରତୀୟ ଦର୍ଶକଙ୍କ ପାଇଁ ସବୁଠାରୁ ଲୋକପ୍ରିୟ କଳାକାର ଶାହାରୁଖ ଉପସ୍ଥିତ ରହିବେ । ଶାହାରୁଖ ସାରା ବିଶ୍ୱର ସବୁଠାରୁ ସଫଳ କଳାକାରମାନଙ୍କ ମଧ୍ୟରୁ ଜଣେ । ଫିଲ୍ମ ଉଦ୍ଦ୍ୟୋଗରେ ୩ ଦଶକରୁ ଅଧିକ ଫିଲ୍ମରେ କାମ କରିସାରିଥିବା ଶାହାରୁଖଙ୍କୁ ରେଡ ସି ଫେଷ୍ଟିଭାଲରେ ଏକ ବିଶେଷ ସମ୍ମାନ ଦିଆଯିବ । ଦେଶ ବ୍ୟତୀତ ଦେଶ ବାହାରେ ଶାହାରୁଖଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ‘ଗଙ୍ଗୁବାଇ କାଠିୟାୱାଡି’ର ନୂଆ ଗୀତ

ମୁମ୍ବାଇ: ‘ଗଙ୍ଗୁବାଇ କାଠିୟାୱାଡି’ମୁଭିର ଦ୍ୱିତୀୟ ଗୀତ ଜବ ସଇୟାଁ ରିଲିଜ ହୋଇଯାଇଛି । ଗୀତଟି ଶ୍ରୁତି ମଧୁର ହୋଇଥିବା ବେଳେ ‘ଢୋଲିଡା’ରେ ଗରବା କରୁଥିବା ବେଳେ...

ଏହି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଭାଇଜାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଅକ୍ଟୋବର ୮ରେ ୨୨ ବର୍ଷ ହୋଇଛି। ପଲକଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଅର୍ଥାତ୍‌...

ଅଙ୍କିତାଙ୍କୁ ୩୬: ସୁଶାନ୍ତଙ୍କୁ ଏବେ ବି ପାରି ନାହାନ୍ତି ଭୁଲି

ମୁମ୍ବାଇ,୧୯।୧୨: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଶନିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର...

ବାହାଘର ପାଇଁ ଶପିଙ୍ଗ ଆରମ୍ଭ କଲେଣି ଆଲିଆ!

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ବିବାହର ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି । ଏବେ ସବୁଠୁ...

ବିବାହର ୨ ମାସ ପରେ ନେହାଙ୍କ ବେବି ବମ୍ପ ଦେଖି, ଶାଶୁ କହିଥିଲେ…

ବଲିଉଡ ଗାୟିକ ନେହା କକ୍କରଙ୍କ ଗର୍ଭବତୀ ଥିବା ଖବର ଆଜିକାଲି ଚର୍ଚ୍ଚା ହେଉଛି। ନିକଟରେ ନେହା ତାଙ୍କ ଭାଇ ଟୋନି କକ୍କରଙ୍କ ସହ କପିଲ ଶର୍ମାଙ୍କ...

ଟ୍ୟୁଶନ ପଢ଼ାଇ ବାଇକ୍‌ କିଣିଥିଲେ ସୁଶାନ୍ତ ସିଂ ରାଜପୁତ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏ ଦୁନିଆରେ ନାହାନ୍ତି । ୩୪ ବର୍ଷୀୟ ଏହି ଅଭିନେତା ଜୁନ ୧୪ ତାରିଖ ଦିନ ମୁମ୍ବାଇସ୍ଥିତ...

ବଲିଉଡ୍‌ ଅଭିନେତାଙ୍କଠାରୁ କମ୍‌ ନୁହନ୍ତି କଟ୍ରିନାଙ୍କ ବଡିଗାର୍ଡ; ଏକାଧିକ ଫିଲ୍ମ ଅଫର୍‌କୁ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେତେବେଳେ ବାହାରକୁ ଯାଆନ୍ତି ପ୍ରଶଂସକ ଘେରି ଯାଆନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି...

ଗ୍ଲାମର ଦୁନିଆ ଛାଡ଼ି ଏବେ ଯୋଗିନୀ ଏସବୁ ଅଭିନେତ୍ରୀ: ପ୍ରଶଂସକଙ୍କୁ କରିଛନ୍ତି ଚକିତ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ...

Advertisement
Archives

Model This Week