ମନୋରଞ୍ଜନ

ଆର୍‌ଆର୍‌ଆର୍‌କୁ ମିଳିଲା ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ଆଓ୍ବାର୍ଡ

ମୁମ୍ବାଇ: ଦେଶ ନୁହେଁ ଅନ୍ତର୍ଜୀତରୟ ସ୍ତରରେ ମଧ୍ୟ ଏସ୍‌ଏସ୍‌ ରାଜାମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍‌ଆର୍‌ଆର୍‌କୁ ଏକ ନୂଆ ସଫଳତାର ଶିଢ଼ି ଚଢ଼ିଛି। ଦିନକୁ ଦିନ ଏହା ସଫଳତାର ଏକ ନୂଆ କାହାଣୀ ସୃଷ୍ଟି କରୁଛି। ଏହି ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ…

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

‘ଚିୟର୍ସ’ ଏବଂ ‘ଡ୍ରପ ଡେଡ ଗର୍ଜିୟସ’ର ତାରକା ର୍କିଷ୍ଟି ଏଲିଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଗତ କିଛିଦିନ ହେବ କର୍କଟ ରୋଗ ସହ ଲଢୁଥିଲେ। ଏଲିଙ୍କ ଦୁଇ ସନ୍ତାନ ଲିଲି ଏବଂ ଓ୍ବିଲିୟମ ଟ୍ରୁ ଷ୍ଟିଭେନସନ୍‌…

ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍‌ ହେବ ‘ବିକ୍ରମ ଭେଧା’

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ୨୦୧୭ରେ ରିଲିଜ୍‌ ହୋଇଥିବା ଏକ ତାମିଲ ଫିଲ୍ମର ରିମେକ୍‌ ଅଟେ। ହେଲେ ବଲିଉଡ ରିମେକ୍‌ରେ…

ବିଦେଶରେ ଚାକିରି ଛାଡି ବଲିଉଡରେ ପାଦ ରଖିଥିଲେ ଶେଖର କପୁର

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶେଖର କପୁର ଡିସେମ୍ବର ୬ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୧୯୪୫ରେ ଲାହୋରରେ ଜନ୍ମ ନେଇଥିଲେ ଶେଖର । ଉଚ୍ଚଶିକ୍ଷା ପରେ ଲଣ୍ଡନରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ହେଲେ ଏହି…

କେବେ କରିବେ ବିବାହ? ଜାଣନ୍ତୁ କ’ଣ କହିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବହୁ ପ୍ରତିଭାବାନ ଅଭିନେତାଙ୍କ ତାଲିକାରେ ଯୋଡି ହୋଇଛନ୍ତି। ଡିସେମ୍ବର ୨ରେ ରିଲିଜ୍‌ ହୋଇଥିବା କାର୍ତ୍ତିକଙ୍କ ନୂଆ ଫିଲ୍ମ ‘ଫ୍ରେଡି’ ସଫଳତା ଏବଂ ଲୋକପ୍ରିୟତା ଯୋଗୁ ଅଭିନେତା ଭାରତର ଅନ୍ୟତମ ବିଶ୍ୱସ୍ତ ଅଭିନେତା ହୋଇପାରିଛନ୍ତି। କାର୍ତ୍ତିକ…

ଟ୍ରୋଲ ହେଲେ ନେହା ଭାସିନ

ମୁମ୍ବାଇ: ବଲିଉଡ ସିଙ୍ଗର ନେହା ଭାସିନ ବିଗ ବସ ଓଟିଟିରେ ଭାଗ ନେବା ପରଠାରୁ ଅନଲାଇନ ଟ୍ରୋଲର ଶିକାର ହେଉଛନ୍ତି । ଟ୍ରୋଲର୍ସ ସବୁବେଳେ ତାଙ୍କୁ ସପ୍ଟ ଟାର୍ଗେଟ କରୁଥିବା ନଜର ଆସିଛି । ଅଧିକାଂଶ ସମୟରେ ସେ ତାଙ୍କର ବୋଲଡ…

ହେମା ମାଳିନୀଙ୍କୁ ବିବାହ କରିବା ଧର୍ମେନ୍ଦ୍ରଙ୍କ ପକ୍ଷେ ଏତେ ସହଜ ନ ଥିଲା…

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ୮୭ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି। ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ କରିବେ। ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଏବଂ ଦେଶ ତଥା ବିଦେଶରେ ତାଙ୍କର…

‘ପୁଷ୍ପା’ ଗୀତରେ ଡ୍ୟାନ୍ସ କଲେ ରୁଷିଆ ଯୁବତୀ

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି କିଛି ଫିଲ୍ମ ଗୀତରୁ ହୁକ୍‌ ଷ୍ଟେପ ସହିତ ଜଡ଼ିତ ଚ୍ୟାଲେଞ୍ଜଗୁଡ଼ିକୁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି। ସେମାନେ ଏଥିରେ ନିଜେ ରିଲ୍‌ କରିଥାନ୍ତି। ଫିଲ୍ମ ‘ପୁଷ୍ପା ଦ ରାଇଜ’ରେ…

ମା’ଙ୍କ ଫିଲ୍ମ ଦେଖିବେ ନାହିଁ କାଜଲଙ୍କ ପୁଅ

ବଲିଉଡ ଅଭିନେତ୍ରୀ କାଜଲ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସଲାମ ଭେଙ୍କି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅଭିନେତ୍ରୀ ରେବତୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ମା’-ପୁଅ କାହାଣୀ ଉପରେ ଆଧାରିତ। ଫିଲ୍ମରେ କାଜଲ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଟ୍ରେଲରକୁ…

ଦୁବାଇରେ ଛୁଟି କାଟୁଛନ୍ତି ଦେଶୀ ଗର୍ଲ

ମୁମ୍ବାଇ: ନିକଟରେ ବଲିଉଡ୍‌ର ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାଉଦି ଆରବରେ ଆୟୋଜିତ ହୋଇଥିବା ‘ରେଡ୍‌ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିଥିଲେ। ପ୍ରିୟଙ୍କାଙ୍କ ବ୍ୟତୀତ ଅଭିନେତା ଅକ୍ଷୟ କୁମାର ଏବଂ ଶାହରୁଖ ଖାନ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ…

ବିଜୟ ସେତୁପତିଙ୍କ ଶୁଟିଂ ସେଟରେ ଦୁର୍ଘଟଣା: ୨୦ ଫୁଟ ଉଚ୍ଚରୁ ଖସି ଷ୍ଟଣ୍ଟମ୍ୟାନ୍‌ଙ୍କ ମୃତ୍ୟୁ…

ଚେନ୍ନାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ବିଜୟ ସେତୁପତିଙ୍କ ଫିଲ୍ମ ସେଟରେ ଏକ ଦୁର୍ଘଟଣା ଘଟିଛି। ବିଜୟଙ୍କ ପାଇଁ ଷ୍ଟଣ୍ଟମ୍ୟାନ ଏସ ସୁରେଶ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ତାଙ୍କ ମୃତ୍ୟୁ…

ବିବାହ ବନ୍ଧନରେ ବାନ୍ଧିହେଲେ ହଂସିକା

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖାଇଥିବା ହଂସିକା ମୋଟୱାନି କିଛି ଦିନ ହେବ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଶେଷରେ ରବିବାର ହଂସିକା ତାଙ୍କ ପୁରୁଷ ବନ୍ଧୁ ତଥା ବ୍ୟବସାୟୀ ସୋହେଲ କଥୁରିୟାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri