ମନୋରଞ୍ଜନ

ସଲମାନଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଲେ ପ୍ରଶଂସକ

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଦେଶରେ ଅଛନ୍ତି। ତାଙ୍କୁ ଭେଟିବାକୁ ପ୍ରଶଂସକ ବେଳେବେଳେ ସୀମା ଟପିଯାନ୍ତି। ନିକଟରେ ସଲ୍ଲୁଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଥିଲେ।…

ଗୁଟ୍‌ଖା ଡାନ୍ସ

ନୂଆଦିଲ୍ଳୀ: ସୋସିଆଲ ମିଡିଆ ସମୟରେ ଏବେ କୌଣସି ଖବର ଲୋକଙ୍କ ଦୃଷ୍ଟିରୁ ଅଛପା ରହୁନାହିଁ। ଗୋଟିଏ ଛୋଟ ଖବର ହେଲେ ବି ନିମିଷକରେ ଖବର ଚାରିଆଡ଼େ ପ୍ରଘଟ ହାଇଯାଉଛି। ତେବେ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଅଛି ଗୁଟ୍‌ଖା ଡାନ୍ସ। ଏହି ଭିଡିଓ…

ଦୁବଇରେ ନୂଆବର୍ଷ ପାଳିଲେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ଏମାନେ ଦୁବଇରେ ନିର୍ଦ୍ଦେଶକ କରନ ଜୋହର ଓ ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନୂଆବର୍ଷ…

ଚୁମ୍ବନକୁ ନେଇ ଚର୍ଚ୍ଚାରେ ହନି ସିଂ

ମୁମ୍ବାଇ: ଗାୟକ ତଥା ରାପର ହନି ସିଂଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହା ପରେ ତାଙ୍କ ଜୀବନକୁ ନୂଆ ପ୍ରେମିକା ଆସିଯାଇଛନ୍ତି। ତାଙ୍କର ନୂଆ ପ୍ରେମିକା ଟିନା ଥଡାନୀଙ୍କ ସହ ହନି ଏକାଠି ନଜର ଆସୁଥିବା ଦେଖିବାକୁ ମିଳୁଛି। ଟିନାଙ୍କ ସହ…

ରଣବୀରଙ୍କ ସହ ଛୁଟି କାଟିବାକୁ ବାହାରିଲେ ଦୀପିକା

ମୁମ୍ବାଇ: ସ୍ବାମୀ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ ଅଲିବାଗ ପରେ ଆଉ ଏକ ସ୍ଥାନକୁ ଛୁଟି ମନାଇବାକୁ ବାହାରିଛନ୍ତି। ଉଭୟେ ବ୍ଲାକ୍‌ ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ରଣବୀର ଧଳା ରଙ୍ଗର ଏକ ଟି-ଶର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର…

ସାମ୍ନାକୁ ଆସିଲା ଫିଲ୍ମ ‘ଶକୁନ୍ତଳମ’ର ରିଲିଜ୍‌ ତାରିଖ

ମୁମ୍ବାଇ: ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଅପକମିଙ୍ଗ ଫିଲ୍ମ ‘ଶକୁନ୍ତଳମ’କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ରାଜକୁମାରୀ ଭୂମିକାରେ ନଜର ଆସିବେ। ଏହା ଏକ ପୌରାଣିକ ଚଳଚ୍ଚିତ୍ର। ତେବେ ଫିଲ୍ମ‘ଶକୁନ୍ତଳମ’ ଅପେକ୍ଷା…

ଲଣ୍ଡନରେ ଛୁଟି କାଟୁଛନ୍ତି ସାରା-କାର୍ତ୍ତିକ!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲି ଖାନ୍‌ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ କାର୍ତ୍ତିକ ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ମିନଙ୍କୁ ଡେଟ୍‌ କରୁଥିବା ବେଳେ ସାରା ତାଙ୍କ ଭାଇଙ୍କ ସହ ଛୁଟି ଉପଭୋଗ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଦେଖିବାକୁ…

ନିଜ ପରିବାର ସହ ତୁନିଶାଙ୍କ ଭଲ ସମ୍ପର୍କ ନ ଥିଲା, ଏଭଳି ଅଭିଯୋଗ ଆଣିଲେ ଶିଜାନଙ୍କ ଓକିଲ

ମୁମ୍ବାଇ: ୨।୧: ଟେଲିି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ତୁନିଶାଙ୍କ ମା’ ପୂର୍ବତନ ପ୍ରେମିକା ଶିଜାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏହି ସମୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ତୁନିଶାଙ୍କ…

ମା’ ହେବା ପରେ ଏମିତି କହିଲେ ଆଲିଆ

ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହୋଇଛନ୍ତି। ନିଜ କ୍ୟାରିୟରର ଶିଖରରେ ଥିବାବେଳେ ହଠାତ୍‌ ମା’ ହେବାକୁ ନିଷ୍ପତ୍ତି ନେଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ଝିଅ ରାହାଙ୍କୁ ଜନ୍ମ ଦେଇ ସେ ଆଦୌ ଦୁଃଖିତ ନ ଥିବା…

ଫେବୃୟାରୀରେ ୩୦ତମ ଫିଲ୍ମର ଶୁଟିଂ ଆରମ୍ଭ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଏବେ ଦର୍ଶକଙ୍କ ହୃଦୟରେ ଛାଇ ଯାଇଛନ୍ତି ସାଉଥ ଷ୍ଟାର ଜୁନିୟର ଏନଟିଆର । ମୁଭି ‘ଆରଆରଆର’ର ସଫଳତା ପରେ ଦର୍ଶକେ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖୁଛନ୍ତି । ଏବେ ମିଳିଥିବା ସୂଚନା ଅନୁଯାୟୀ, ଜୁନିୟର ଏନଟିଆର ଆସନ୍ତା ଫେବୃୟାରୀରେ…

ଭାଇରାଲ ହେଲା ଅଜୟଙ୍କ ନୂଆ ଫିଲ୍ମର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ମୋଷ୍ଟ ଆୱେଟେଡ ମୁଭି ଭୋଲାର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ନୂଆ ବର୍ଷରେ ଏହି ଫାଷ୍ଟ ଲୁକ ଜାରି କରି ସେ ଦର୍ଶକଙ୍କୁ ଶୁଭକାମନା ବି ଦେଇଛନ୍ତି । ଏହାସହ ସେ…

ନୂଆବର୍ଷରେ ମହଙ୍ଗା ଡ୍ରେସ ପିନ୍ଧି ଚର୍ଚ୍ଚାରେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ନିକଟରେ ମା’ ହୋଇଥିବା ବେଳେ ଖୁବ୍ କମ୍ ସମୟ ମଧ୍ୟରେ ସେ ପୁଣିଥରେ ଗ୍ଲାମରସ ଲୁକରେ ନଜର ଆସିଛନ୍ତି । ଏଥର ସେ ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରିଥିବା ବେଳେ ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri