ମନୋରଞ୍ଜନ

ଫେବୃୟାରୀ ୩ରେ ହିନ୍ଦୀରେ ରିଲିଜ ହେବ ଦମନ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୭.୭ ଲକ୍ଷ ଲୋକ ଦେଖିଛନ୍ତି। ଫେବୃୟାରୀ ୩ରେ ହିନ୍ଦୀରେ ଏହି ଫିଲ୍ମର ଶୁଭମୁକ୍ତି ହେବା ନେଇ ପାନୋରମା ଷ୍ଟୁଡିଓ ପକ୍ଷରୁ ସୂଚନା…

ଘୋଡ଼ା ଚଢ଼ିବା ବେଳେ ଚେତାଶୂନ୍ୟ ହେଲେ ରଣଦୀପ

ବମ୍ବେ: ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଅସୁସ୍ଥ। ତାଙ୍କୁ ଚିକିତ୍ସା ଲାଗି କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘୋଡ଼ା ଚଢ଼ୁଥିବା ବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା…

୨୦୦ କୋଟି ଠକେଇ ମାମଲାରେ ନିଜ ବୟାନ ଦାଖଲ କଲେ ନୋରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ନିଜର ବୟାନ ଦେଇଛନ୍ତି । ନୋରା ନିଜେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ନିକଟରେ ପହଞ୍ଚିଥିଲେ ଓ ଏହି ମାମଲାରେ ନିଜର ବୟାନ ଦେବାକୁ ଅନୁରୋଧ…

‘ପଠାନ୍‌’କୁ ଟକ୍କର ଦେବ ‘ଶେହଜାଦା’

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ର ଟ୍ରେଲର ଜାନୁୟାରୀ ୧୨ରେ ମୁକ୍ତିଲାଭ କରିଛି। କମେଡି, ଆକ୍ସନ, ରୋମାନ୍ସ ପରିପୂର୍ଣ୍ଣ ଫିଲ୍ମର ଟ୍ରେଲରକୁ ଦେଖିବା ପରେ ସବୁଆଡେ ପ୍ରଶଂସା କରାଯାଉଛି। ତେବେ ଟ୍ରେଲର ରିଲିଜ୍‌ ହେବାର ୨୪ ଘଣ୍ଟା…

ଶିଜାନଙ୍କ ଜାମିନ ଆବେଦନ ଖାରଜ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପ୍ରେମିକ ତଥା ‘ଅଲି ବାବା ଦାସ୍ତାନ ଏ କାବୁଲ’ର ମୁଖ୍ୟ ଅଭିନେତା ଶିଜାନ ଖାଁ ନ୍ୟାୟିକ ହେପାଜତରେ ଅଛନ୍ତି। ପୋଲିସ ଏହି ପ୍ରସଙ୍ଗରେ ତାଙ୍କୁ ବାରମ୍ବାର ପଚରାଉଚରା କରୁଛି। ଏସବୁ ମଧ୍ୟରେ ସେ…

ଫିଲ୍ମ ‘କୁଛ କୁଛ ହୋତା ହୈ ‘ ରେ କାହିଁକି ହେୟାରବ୍ୟାଣ୍ଡ ପିନ୍ଧିଥିଲେ କାଜଲ

ବଲିଉଡର ଆଇକନିକ୍‌ ଫିଲ୍ମ ଗୁଡ଼ିକ ମଧ୍ୟରୁ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ଅନ୍ୟତମ। ଏହି ଫିଲ୍ମକୁ ଦର୍ଶକ ଆଜି ବି ବହୁତ ପସନ୍ଦ କରନ୍ତି । ଫିଲ୍ମଟି ପ୍ରେମ ଏବଂ ବନ୍ଧୁତା ସହିତ କଲେଜ ଜୀବନର ଏକ…

ଓଟିଟିରେ ରିଲିଜ୍‌ ହେଲା ‘ଦୃଶ୍ୟମ-୨’

ମୁମ୍ବାଇ: ୨୦୨୨ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ଉଲ୍ଲେଖ କରାଯାଏ, ତେବେ ଏଥିରେ ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ମଧ୍ୟ ରହିଛି। ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ଆୟ କରିଥିବା ‘ଦୃଶ୍ୟମ-୨’ ବର୍ତ୍ତମାନ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହୋଇଛି। ପ୍ରାଇମ ଭିଡିଓ…

ଝିଅ ରାହାଙ୍କ ସହ ପ୍ରଥମ ଥର ନଜର ଆସିଲେ ଆଲିଆ-ରଣବୀର

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶୁକ୍ରବାର ଝିଅ ରାହା କପୁରଙ୍କୁ ନେଇ ବାହାରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ କିଛି ଫଟୋ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି। ଆଲିଆ ଏବଂ ରଣବୀର କଳା ରଙ୍ଗର…

‘ଚିକିତ୍ସା ନୁହେଁ, ମରିବାକୁ ଥିଲା ପସନ୍ଦ’

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କ୍ୟାନସର୍‌ ଭଳି ଏକ ଗୁରୁତର ରୋଗ ସହ ଲଢି ଶେଷରେ ଜିତିଥିବା ସଞ୍ଜୟ ଦତ୍ତ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ରୋଗକୁ ସେ କିପରି…

କିଆରାଙ୍କ ସହ ବିବାହକୁ ନେଇ ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ: କହିଲେ, ମୋତେ କେହି ଡାକିନାହାନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଅପ୍‌କମିଂ ଫିଲ୍ମ ‘ମିଶନ ମଜନୁ’ କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ହେଲେ ସିଦ୍ଧାର୍ଥ କେବଳ ଫିଲ୍ମକୁ ନେଇ ନୁହେଁ ବର୍ତ୍ତମାନ କିଆରା ଆଡଭାନୀଙ୍କ ସହ…

ଆଉନାହାନ୍ତି ବଲିଉଡ୍‌ର ଲୋକପ୍ରିୟ ଲେଖକ ସଞ୍ଜୟ ଚୌହାନ

‘ପାନ ସିଂ ତୋମାର’ ପରି ଅନେକ ଫିଲ୍ମର ପ୍ରସିଦ୍ଧ ଲେଖକ ସଞ୍ଜୟ ଚୌହାନଙ୍କ ପରଲୋକ ଘଟିଛି। ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସେ ଯକୃତ ରୋଗରେ ପୀଡିତ ଥିଲେ। ସେ ନିଜ କ୍ୟାରିୟରରେ ବହୁତ ଫିଲ୍ମର କାହାଣୀ ଲେଖିଥିଲେ ଏବଂ…

ପ୍ରସିଦ୍ଧ ଗାୟିକାଙ୍କ ପରଲୋକ

ଆମେରିକାର ପ୍ରସିଦ୍ଧ ଗାୟିକା ତଥା ଗୀତିକାର ଲିସା ମାରି ପ୍ରେସଲି ଆଉ ନାହାଁନ୍ତି। ସେ ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ଆକ୍ରାନ୍ତ ପରେ ପ୍ରେସଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲିସା ଆମେରିକାର ସ୍ବର୍ଗତ ଅଭିନେତା, ଗାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri