ଫିଲ୍ମ ‘କୁଛ କୁଛ ହୋତା ହୈ ‘ ରେ କାହିଁକି ହେୟାରବ୍ୟାଣ୍ଡ ପିନ୍ଧିଥିଲେ କାଜଲ

ବଲିଉଡର ଆଇକନିକ୍‌ ଫିଲ୍ମ ଗୁଡ଼ିକ ମଧ୍ୟରୁ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ଅନ୍ୟତମ। ଏହି ଫିଲ୍ମକୁ ଦର୍ଶକ ଆଜି ବି ବହୁତ ପସନ୍ଦ କରନ୍ତି । ଫିଲ୍ମଟି ପ୍ରେମ ଏବଂ ବନ୍ଧୁତା ସହିତ କଲେଜ ଜୀବନର ଏକ ମଜାଦାର କାହାଣୀ ଉପରେ ପର୍ଯ୍ୟବେସିତ । ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । କେବଳ ଏତିକି ନୁହେଁ, ଏହି ଫିଲ୍ମ ଫ୍ୟାଶନ ଦୃଷ୍ଟିରୁ ଏକ ନୂତନ ଧାରା ମଧ୍ୟ ସୃଷ୍ଟି କରିଥିଲା, ଯାହା ଆଜି ପର୍ଯ୍ୟନ୍ତ ଅନୁସରଣ କରାଯାଉଛି। ଫିଲ୍ମରେ ଅଭିନେତ୍ରୀ କାଜଲଙ୍କ ହେୟାରବ୍ୟାଣ୍ଡ ବହୁତ ଲୋକପ୍ରିୟ ହୋଇଥିଲା। କାଜଲ ଫିଲ୍ମର ଅଧା ଭାଗରେ ଏକ ହେୟାରବ୍ୟାଣ୍ଡ ପିନ୍ଧିଥିଲେ। ଏହି ହେୟାରବ୍ୟାଣ୍ଡ କାଜଲଙ୍କ ଲୁକ୍‌କୁ ବଦଳାଇବା ପାଇଁ ପ୍ରୟୋଗ କରାଯାଇ ନ ଥିଲା । ଫିଲ୍ମକୁ ଅନେକ ବର୍ଷ ପରେ କରଣ ଏହାର ରାଜ୍‌ ଖୋଲିଥିଲେ। ଏକ ସାକ୍ଷାତକାରରେ କହିଥିଲେ ଫିଲ୍ମରେ ଅଞ୍ଜଳିି ପ୍ରକୃତରେ ହେୟାରବ୍ୟାଣ୍ଡ ପିନ୍ଧି ନ ଥିଲେ ସେ ଲଗାଇଥିବା କେଶରେ ସମସ୍ୟା ଥିଲା ତାହାର ସମାଧାନ ପାଇଁ ସେ ହେୟାର ବ୍ୟାଣ୍ଡ ପିନ୍ଧିଥିଲେ। ହେୟାରବ୍ୟାଣ୍ଡଟି ତାଙ୍କ କେଶକୁ ଧରି ରଖିଥିଲା। ପରେ ଏହି ହେୟାରବ୍ୟାଣ୍ଡ ଫ୍ୟାଶନ ଟ୍ରେଣ୍ଡରେ ପରିଣତ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଛାଡପତ୍ର ସ୍ବର୍ଗରେ ସ୍ଥିର ହୋଇଥାଏ,ବିବାହ ନର୍କରେ’, ନତାଶା-ହାର୍ଦ୍ଦିକ ଅଲଗା ହେବା ପରେ…

ମୁମ୍ବାଇ,୨୧।୭: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା(ଆରଜିଭି) ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଅଲଗା ହେବାର ଘୋଷଣା ପରେ ଖୁବ ଶୀଘ୍ର ବିବାହ ଏବଂ...

୫୬ ବର୍ଷରେ ବାପା ହେବେ ଅକ୍ଷୟ କୁମାର

ମୁମ୍ବାଇ: ଜଣାଶୁଣା ବଲିଉଡ୍‌ ଅଭିନେତା ତଥା ଖିଲାଡ଼ି ବୟ ଅକ୍ଷୟ କୁମାର ବାପା ହେବାକୁ ଯାଉଛନ୍ତି। ତାଙ୍କ ଅଭିନେତ୍ରୀ ତଥା ଲେଖିକା ସ୍ତ୍ରୀ ଟ୍ବିଙ୍କଲ୍‌ ଖାନ୍ନା...

ଶାହାରୁଖଙ୍କୁ ଲାତ ମାରି ଖଟରୁ ଗଳାଇ ପକାଇଥିଲେ ସଲମାନ, କାରଣ ଜାଣିଲେ…

ମୁମ୍ବାଇ: ଉଭୟ ଖାନ୍‌ ସଲମାନ ଏବଂ ଶାହାରୁଖ ବିଗତ ବର୍ଷରୁ ଇଣ୍ଡଷ୍ଟ୍ରିରେ ରାଜ୍‌ କରିଆସୁଛନ୍ତି। ଉଭୟଙ୍କୁ ଫଲୋ କରୁଥିବା ପ୍ରଶଂସକ ମଧ୍ୟ ବହୁତ ଷ୍ଟ୍ରଙ୍ଗ୍‌। ଏଭଳି...

୪୮ ବର୍ଷ ବୟସରେ ପ୍ରେମିକ ଖୋଜୁଛନ୍ତି ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୪୮ ବର୍ଷରେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ୧୬ ବର୍ଷ...

ମୋ ଆଖିକୁ ଆଉ କିଛି ଦେଖାଯାଉନି, ଦୁଃଖ ବଖାଣିଲେ ଅଭିନେତ୍ରୀ

ଅଭିନେତ୍ରୀ ଜସ୍ମିନ ଭାସିନ କଠିନ ସମୟ ଦେଇ ଗତି କରୁଛନ୍ତି। ତାଙ୍କ ଆଖିରେ ସମସ୍ୟା ଦେଖାଦେଇଛି। ଲେନ୍ସ ଲଗାଇବାରୁ ତାଙ୍କର ସବୁ ସମସ୍ୟା ସୃଷ୍ଟି ହୋଇଛି।...

ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ଜୀବନସାଥୀ: ଏହି ଅଭିନେତ୍ରୀଙ୍କୁ କଲେ ଫଲୋ

ମୁମ୍ବାଇ,୨୧।୭: ଟି-୨୦ ବିଶ୍ୱକପ ୨୦୨୪ର ବିଜୟ ପରେ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ସ୍ତ୍ରୀ ନତାଶା ଷ୍ଟାନକୋଭିକ...

୧୦ ବର୍ଷ ବଡ଼ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍‌ କରୁଛନ୍ତି ଫହମାନ୍‌? ଖବରକୁ ନେଇ…

ବମ୍ବେ:ଟେଲି ଅଭିନେତା ଫହମାନ୍‌ ଖାନ୍‌ ପୁଣି ନିଜ ଡେଟିଂ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ‘ଇମ୍‌ଲି’ ଫେମ୍‌ ଏହି ଅଭିନେତା ନିଜଠାରୁ ଦଶ ବର୍ଷ ବଡ଼ ଶ୍ୱେତା...

ଐଶ୍ୱର୍ଯ୍ୟାଠାରୁ ‘ଗ୍ରେ ଡିଭୋର୍ସ’ ନେବେ ଅଭିଷେକ ! ଜାଣନ୍ତୁ ଏହା କ’ଣ, ଏସବୁ ସେଲିବ୍ରିଟି ବି… 

ବମ୍ବେ: ଅଭିନେତ୍ରୀ ତଥା ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଅଲଗା ହେବେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ। କିଛି ଦିନ ପୂର୍ବେ ବିଜିନେସ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri