ମନୋରଞ୍ଜନ

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଅଲୁ ଅର୍ଜୁନ

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପୂର୍ବରୁ ମଧ୍ୟ ପ୍ରଶଂସକଙ୍କୁ ଖୁସି ଖବର ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିର୍ମାତା ଭୂଷଣ କୁମାର ଏବଂ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ…

ଆଜି ସ୍ବର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୩ା୩(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କର ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ। ଗୁରୁବାର ରାତିରେ ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ତାଙ୍କ ଶେଷ ଦର୍ଶନ କରିବା ପାଇଁ କଳାକାର, ପ୍ରଶଂସକ ଏବଂ ସମର୍ଥକମାନେ ବିମାନବନ୍ଦରରେ ପହଞ୍ଚିଥିଲେ।…

ଶାହରୁଖଙ୍କ ସୁରକ୍ଷାରେ ତ୍ରୁଟି

ବଲିଉଡର କିଙ୍ଗ ଖାନ ତଥା ଶାହାରୁଖଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ପ୍ରାୟତଃ ଅନେକ ପ୍ରଶଂସକ ସେମାନଙ୍କର ସୁପରଷ୍ଟାରଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଅତିକ୍ରମ କରନ୍ତି। ଶାହରୁଖ ୨ ପ୍ରଶଂସକମାନେ ଗୁରୁବାର ରାତିରେ ସୀମା ଅତିକ୍ରମ କରି ବାନ୍ଦ୍ରାସ୍ଥିତ ଅଭିନେତା…

ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ବିଗ୍‌ ବି’

ମୁମ୍ବାଇ: ଫିଲ୍ମ ‘ପିଙ୍କ୍‌’ରେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୟ ଦର୍ଶକମାନେ ଭୁଲି ନାହାଁନ୍ତି। ତେବେ ସାତ ବର୍ଷ ପରେ ଅମିତାଭ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ରିଭୂ ଦାସଗୁପ୍ତଙ୍କ ନୂଆ ଫିଲ୍ମ ‘ସେକ୍ସନ ୮୪’ରେ ବିଗ୍‌୍‌ ବି’ ମୁଖ୍ୟ…

ଶୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ ସିନେମା ଅଭିନେତ୍ରୀ ସ୍ମୃତି ହାସନ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି। ଶୁଟିଂ ସମୟରେ ଅଭିନେତ୍ରୀ ଆହତ ହୋଇଛନ୍ତି। ଯାହାର ଏକ ଫଟୋ ସେ…

ସୁସ୍ମିତା ସେନ୍‌ଙ୍କୁ ହାର୍ଟ ଆଟାକ୍‌

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ପ୍ରଥମ ହାର୍ଟଆଟାକ୍‌ ଆସିଥିବା ଜଣାପଡ଼ିଛି। ଦୁଇଦିନ ପୂର୍ବରୁ ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ କହିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟ ବହୁତ ବିଗିଡ଼ି ଯାଇଥିଲା। ତାଙ୍କର…

ଭୁବନଙ୍କ ରୋଜଗାର ବନ୍ଦ, କାନ୍ଦି କାନ୍ଦି ବଖାଣିଲେ ଦୁଃଖ

ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ, ଯାହା କିଛି ମିନିଟରେ ଜଣଙ୍କୁ ସେଲିବ୍ରିଟି କରିପାରେ। ୨୦୨୧ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବାଦ୍ୟକାର କାଚା ବାଦାମ ଗାଇ ରାତାରାତି ସୁନାମ ଅର୍ଜନ କରିଥିଲେ।…

ପ୍ରଥମ ଥର ଲାଗି ବରୁଣଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ଦିବ୍ୟା

ବମ୍ବେ: ଆଜିକାଲି ପୂର୍ବ ପ୍ରେମିକ ବରୁଣ ସୁଦଙ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ। ଗତ ବର୍ଷ ଡିସେମ୍ବରରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏହାର ମାତ୍ର ଏକ ମାସ ପରେ ଦିବ୍ୟା ନିଜର ବନ୍ଧୁଙ୍କ ସହ ନିର୍ବନ୍ଧ କରି…

ଏହି କାରଣରୁ ଅନୁଷ୍କାଙ୍କୁ ବିବାହ କରିବାକୁ ମନା କରିଥିଲେ ବାହୁବଳୀ

ମୁମ୍ବାଇ: ଆଜିକାଲି ବାହୁବଳୀ ଅଭିନେତା ପ୍ରଭାସଙ୍କ ନାଁ ତାଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଅଭିନେତ୍ରୀ କ୍ରୀତି ସାନନଙ୍କ ସହ ଚର୍ଚ୍ଚା ହେଉଛି। ଯଦିଓ କ୍ରୀତି ଏ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି, ତଥାପି ଗୁଜବ ବନ୍ଦ ହେବାର ନାମ ନେଉନାହିଁ। ପୂର୍ବରୁ…

ଏହି ଫିଲ୍ମରେ ନଜର ଆସିବେ ରାଖୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମାକୁଇନ କୁହାଯାଉଥିବା ରାଖୀ ସାୱନ୍ତ ବ୍ୟକ୍ତିଗତ ଜୀବନର ସମସ୍ୟାକୁ ଏଡାଇ ଏବେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। ପ୍ରଥମେ ସେ ତାଙ୍କ ଏକାଡେମୀ ଖୋଲିଥିଲେ ଏବଂ ବର୍ତ୍ତମାନ ତାଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି,…

ଏହି ଫିଲ୍ମରେ ଅଭିନୟ ପାଇଁ ଗୋଟିଏ ଟଙ୍କା ବି ନେଇ ନ ଥିଲେ ଅମିତାଭ-ଜୟା: ହୋଇଗଲା ସୁପରହିଟ୍‌

୧୯୭୫ରେ ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମ ‘ଚୁପକେ ଚୁପକେ’ ମୁକ୍ତିଲାଭ କରିଥିଲ। ଏହା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଏକ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା। ଏହି ସୁପରହିଟ୍‌ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ ପ୍ରକାଶ, ଉଷା କିରଣ ମଧ୍ୟ ନଜର…

ଶାହରୁଖଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ଅଡୁଆ ବଢିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ପେନାଲ କୋଡ (ଆଇପିସି)ର ଧାରା ୪୦୯ ଅନୁଯାୟୀ, ଗୌରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?