ମନୋରଞ୍ଜନ

ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା, କହିଲେ ‘ବର୍ଷ ୨୦୨୦ ମୋତେ ଭାଙ୍ଗି ଦେଇଥିଲା’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଏବଂ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲଭ୍‌ଷ୍ଟୋରୀ ଏକଦା ଥିଲା ଚର୍ଚ୍ଚାରେ। କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ କାର୍ତ୍ତିକଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କହିଥିଲେ ସାରା। ଏହାପରେ ଫିଲ୍ମ ‘ଲଭ୍‌ ଆଜ୍‌…

‘ବାହୁବଲୀ ୨’କୁ ପଛରେ ପକାଇଲା ‘ପଠାନ୍‌

ବମ୍ବେ: ଥମିବାର ନାଁ ନେଉନାହିଁ ‘ପଠାନ୍‌’ର କ୍ରେଜ୍‌। ଶାହାରୁଖ ଖାଁ ଏବଂ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମ ରିଲିଜର ୩୮ ଦିନରେ ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିଛି। ‘ବାହୁବଲୀ ୨’ର ହିନ୍ଦୀ କଲେକ୍ସନକୁ ପଛରେ ପକାଇ ‘ପଠାନ୍‌’ଟି ସବୁଠାରୁ ଅଧିକ…

ପାଗଳ କଲା ଆଲିଆଙ୍କ ଆଉଟ୍‌ଫିଟ୍‌

ମୁମ୍ବାଇ: ବଲିଉଡ୍‌ର ଷ୍ଟାଇଲ୍‌ଶ ଏବଂ ଫ୍ୟାଶନେବଲ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆଉଟ୍‌ଫିଟ୍‌ ଏବଂ ଲୁକ୍‌ରେ ଲୋକଙ୍କୁ ପାଗଳ କରିଦିଅନ୍ତି। ଏପରିକି ଲୋକେ ଆଲିଆଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌କୁ ଫଲୋ ବି କରନ୍ତି। ଏବେ…

ଅସୁସ୍ଥ ମା’ଙ୍କୁ ଭେଟିବାକୁ ଦେଲେନି ଭାଇ, ଦ୍ୱାର ମୁହଁରୁ ଫେରିଲେ ଅଭିନେତା

ବମ୍ବେ: ମା’ଙ୍କୁ ଭେଟିବାକୁ ଦେଲେନି ଭାଇ। ସ୍ତ୍ରୀ ଆଲିଆଙ୍କ ପରେ ଭାଇଙ୍କ ସହ କଳହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ରବିବାର ନଓ୍ବାଜ ଡେରାଡୁନରୁ ଫେରିିବାର ଥିଲା। ମାତ୍ର ମା’ଙ୍କ ଦେହ ଖରାପ ଖବର ଶୁଣି ସେ ଶୀଘ୍ର…

କେବେ ବି ଏକାଠି କାମ କରିନାହାନ୍ତି ତିନି ଖାନ୍‌

ମୁମ୍ବାଇ: ଯେତେବେଳେ ବି ବଲିଉଡ୍‌ ସୁପରଷ୍ଟାରଙ୍କ ବିଷୟରେ ଆଲୋଚନା ହୁଏ, ସେତେବେଳେ ୩ ଖାନ୍‌ଙ୍କ ନାଁ ପ୍ରଥମେ ଆସେ। ସଲମାନ ଖାନ,ଅମିର ଖାନ ଏବଂ ଶାହାରୁଖ ଖାନ। ଏହି ତିନିଜଣ ବକ୍ସ ଅଫିସରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ଏହି…

ରାଗିଲେ ରଣବୀର!

ମୁମ୍ବାଇ: ବଲିଉଡ ଷ୍ଟାର ତଥା ନ୍ୟୁ ଡାଡ ରଣବୀର କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଅଭିନେତା ଫିଲ୍ମର ପ୍ରମୋଶନ ପାଇଁ ଟେଲିଭିଜନ ରିୟଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ରେ…

ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଶିଜାନଙ୍କୁ ଜାମିନ

ନୂଆଦିଲ୍ଲୀ,୪।୩: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ବନ୍ଧୁ ଶିଜାନ ଖାନଙ୍କୁ ଜାମିନ ମିଳିଛି। ମହାରାଷ୍ଟ୍ର କୋର୍ଟ ତାଙ୍କୁ ଶନିବାର ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ୧ଲକ୍ଷ ଟଙ୍କାର ବଣ୍ଡ ପରେ ଶିଜାନ ବାହାରକୁ ଆସିଛନ୍ତି। ତୁନିଶା…

ଆଲିଆଙ୍କୁ ହଲିଉଡ ‘ସ୍ପଟଲାଇଟ ଆୱାର୍ଡ ୨୦୨୩’

ମୁମ୍ବାଇ: ବମ୍ପର କଲେକସନ ପରେ ଏବେ ଏସଏସ ରାଜମୌଳିଙ୍କ ମୁଭି ଆରଆରଆର ଆୱାର୍ଡସ ପାଇବାରେ ଲାଗିଛି । ହଲିଉଡ କ୍ରିଟିକ୍ସ ଆସୋସିଏଶନର ୨୦୨୩ ବର୍ଷର ଇଭେଣ୍ଟରେ ଏହି ଫିଲ୍ମ ଏକା ସାଙ୍ଗେ ୫ଟି ଆୱାର୍ଡ ନିଜ ନାଁରେ କରିଛି । ଆଲିଆ…

ପୁଣିଥରେ ସୋନାକ୍ଷୀଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

ମୁମ୍ବାଇ: ବଲିଉଡ ମୁଭିର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ‘ସେଲଫି’ ନିକଟରେ ରିଲିଜ୍ ହୋଇଥିଲା । ହେଲେ ଏହି ମୁଭିକୁ ଦର୍ଶକେ ଏତେ ପସନ୍ଦ କରି ନ ଥିଲେ । ଫଳରେ ବକ୍ସ ଅଫସରେ ଭଲ ବିଜନେସ ନ କରିପାରି…

ଆଚାର୍ଯ୍ୟ ରଜନୀଶଙ୍କ ବାୟୋପିକ୍‌ରେ ନଜର ଆସିବେ ରବି କିଷାନ, ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: ଭୋଜପୁରୀ ଏବଂ ବଲିଉଡ ଅଭିନେତା ରବି କିଷନ ଆଜିକାଲି ଆଚାର୍ଯ୍ୟ ରଜନୀଶଙ୍କ ବାୟୋପିକ ‘ସିକରେଟ୍‌ ଅଫ୍‌ ଲଭ୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଆଚାର୍ଯ୍ୟ ରଜନୀଶ ଓଶୋ ନାମରେ ମଧ୍ୟ ପରିଚିତ। ତେବେ ରବି କିଷାନ ଭୂମିକାରେ ଓଶୋ ଦେଖିବାକୁ…

ଏହି ଦିନ ରିଲିଜ ହେବ ‘ବ୍ରହ୍ମାସ୍ତ୍ର: ପାର୍ଟ ୨’

ମୁମ୍ବାଇ: ନିର୍ଦ୍ଦେଶକ ଆର୍ୟନ ମୁଖାର୍ଜୀଙ୍କ ସୁପରହିଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିଥିଲା। ଦର୍ଶକଙ୍କ ପାଖରୁ ଭଲ ପ୍ରତିକ୍ରିୟା ମଧ୍ୟ ପାଇଛି ‘ବ୍ରହ୍ମାସ୍ତ୍ର’। ତେବେ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଭାଗର…

ପୁଣି ଦେଶକୁ ଗର୍ବିତ କଲେ ଦୀପିକା

ମୁମ୍ବାଇ: ବଲିଉଡ ନାୟିକା ଦୀପିକା ପାଦୁକୋନ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦେଇ ଦର୍ଶକଙ୍କ ମନ କିଣିଥିବା ବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବି ଦେଶକୁ ପ୍ରାଉଡ ଫିଲ କରାଉଛନ୍ତି । ପୁଣିଥରେ ଅଭିନେତ୍ରୀ ଦେଶକୁ ଗର୍ବ କରିବାର ମୌକା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?