ହନି ସିଂଙ୍କ ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର ଗୁନିତ ମୋଙ୍ଗାଙ୍କ ମୁଭି ଦ ଏଲିଫ୍ୟାଣ୍ଟ ହ୍ୱିସସ୍ପର୍ଶକୁ ଏକାଡେମୀ ଆୱାର୍ଡସ ୨୦୨୩ରେ ଏକ ବଡ ସଫଳତା ମିଳିଛି । ଫିଲ୍ମକୁ ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ କାଟାଗୋରୀ ପାଇଁ ଓସ୍କାର ମିଳିସାରିଛି । ଏବେ ସବୁଠି ଗୁନିତ ମୋଙ୍ଗାଙ୍କ ମୁଭିକୁ ନେଇ ଚର୍ଚ୍ଚା ହେଉଛି । ଏହାରି ଭିତରେ ତାଙ୍କର ଆଉ ଏକ ନୂଆ ଡକ୍ୟୁମେଣ୍ଟାରି ଫିଲ୍ମର ଘୋଷଣା କରାଯାଇଛି ଏହି ଡକ୍ୟୁମେଣ୍ଟାରୀ ବହୁ ପରିଚିତ ସିଙ୍ଗର ଓ ର‌୍ୟାପର ହନି ସିଂଙ୍କ ଉପରେ ନିର୍ମାଣ କରାଯିବ ।
ଏହି ଡକ୍ୟୁମେଣ୍ଟାରୀ ମୁଭି ଆଗାମୀ ଦିନରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରଣ କରାଯିବ । ବୁଧବାର ନେଟଫ୍ଲିକ୍ସ ୟୁଟ୍ୟୁବରେ ଏକ ଆନାଉନ୍ସମେଣ୍ଟ ଭିଡିଓ ଶେୟାର କରି ଏହାର ଘୋଷଣା କରଛି । ସୂଚନାଯୋଗ୍ୟ, ଏବେ ହନି ସିଂ ଏଣ୍ଟଟେନମେଣ୍ଟ ଦୁନିଆର ଏକ ବଡ ନାମ । ଏପର୍ଯ୍ୟନ୍ତ ପହଞ୍ଚିବାକୁ ସେ ବହୁ ଉତ୍ଥାନ ପତନ ଦେଇ ଗତି କରିଛନ୍ତି । ଡକ୍ୟୁମେଣ୍ଟାରୀରେ ଏସବୁ ଷ୍ଟୋରୀ ଦେଖାଯିବ ।
ପ୍ରଫେସନାଲ ଲାଇଫର ସଂଘର୍ଷ ସହ ଫିଲ୍ମରେ ପର୍ସନାଲ ଲାଇଫ, ବନ୍ଧୁ ପରିବାର ସବୁର ଝଲକ ଦେଖିବାକୁ ମିଳିବ । ନେଟଫ୍ଲିକ୍ସ ଯେଉଁ ଆନାଉନ୍ସମେଣ୍ଟ ଭିଡିଓ ଶେୟାର କରିଛି ସେଥିରେ ହନି ସିଂଙ୍କୁ ଦେଖିବାକୁ ମିଳିଛି । ଆଉ ସେ ମଧ୍ୟ ଭିନ୍ନ ଢଙ୍ଗରେ ତାଙ୍କ ଉପରେ ନିର୍ମାଣ କରାଯାଉଥିବା ଡକ୍ୟୁମେଣ୍ଟାରୀର ଘୋଷଣା କରିଛନ୍ତି ।
ସାମ୍ନକୁ ଆସିଥିବା ଭିଡିଓରେ ଦେଖାଯାଇଛି ଆରମ୍ଭ ହନି ସିଂଙ୍କ ଏକ କନସର୍ଟରୁ ହେଉଛି । ଏଥିରେ ହନି ସିଂ ଷ୍ଟେଜରେ ପରଫର୍ମ କରୁଥିବା ଦେଖାଯାଇଛି । ଏପଟେ ଷ୍ଟେଜ ତଳେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଅଛନ୍ତି । ଏଥିରେ ହନି ସିଂ କହୁଛନ୍ତି, ମୋ ଉପରେ ନିର୍ମାଣ କରାଯାଇଥିବା ଡକ୍ୟୁମେଣ୍ଟାରୀରେ ଯେଉଁ ଗଭିରତା ରହିଛି ଯାହା ମୋତେ ଆଜି ମନେପକାଇ ଦେଇଛି, ଏମତି କଥା ମୁଁ କହିଥିଲି ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?