କେହି ବୁଝୁ ନ ଥିଲେ, ଆତ୍ମହତ୍ୟା କରିବାକୁ ଚାହୁଁଥିଲି: କପିଲ ଶର୍ମା
ବମ୍ବେ: ଫିଲ୍ମ ‘ଜ୍ମିଗାଟୋ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି କମେଡିଆନ୍ କପିଲ ଶର୍ମା। ନିଜର କମେଡି ଜରିଆରେ ସର୍ବଦା ଦର୍ଶକଙ୍କୁ ହସାଇ ଆସିଛନ୍ତି ସେ। ହେଲେ ଏବେ ଫିଲ୍ମରେ ତାଙ୍କୁ ନୂଆ ରୂପରେ ଦେଖିବାକୁ ମିିଳିବ। ଏହାକୁ ନେଇ କପିଲ ଉତ୍ସାହିତ…
୭୧ ବର୍ଷରେ ର଼୍ୟାମ୍ପ ଓ୍ବାର୍କ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ
ବମ୍ବେ: ୭୧ ବର୍ଷରେ ର଼୍ୟାମ୍ପ ଓ୍ବାକ୍ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ ଜିନତ ଅମାନ। ଲାକ୍ମୀ ଫ୍ୟାଶନ ଓ୍ବିକ୍-୨୦୨୩ରେ ସେ ଡିଜାଇନର ଶାହିନ ମେନନଙ୍କ ଶୋ’ ଟପ୍ପର ଥିଲେ। ସେ ର଼୍ୟାମ୍ପଙ୍କୁ ଓହ୍ଲାଇବା ବେଳେ ସମସ୍ତେ ତାଙ୍କ ଆତ୍ମବିଶ୍ୱାସ ଦେଖି ଅବାକ…
ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି
ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍ବସ୍ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ ମିଳିଛି। ସେ ସୋନି ଏଣ୍ଟରଟେନ୍ମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ନୂଆ ଶୋ’ ‘ହମ୍…
ଓସ୍କାର ୨୦୨୩ରେ ‘ନାଟୁ ନାଟୁ’ ଗୀତରେ ପରଫର୍ମ କରିବେ ନାହିଁ ଜୁନିୟର ଏନଟିଆର-ରାମ ଚରଣ
ମୁମ୍ବାଇ: ଓସ୍କାର ୨୦୨୩ର ଆୟୋଜନ ହେବାକୁ ଯାଉଛି । ଏହି ଏକାଡେମୀ ପୁରସ୍କାରକୁ ନେଇ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଏଥର ଭାରତରେ ବି ଅଧିକାଂଶ ଲୋକେ ଏହି ଆୱାର୍ଡ ଫଙ୍କସନକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।…
‘ସିଟାଡେଲ’ରେ ମେଲ ଆକ୍ଟରଙ୍କ ବରାବର ଫିଜ ନେଇଛନ୍ତି ପ୍ରିୟଙ୍କା, କହିଲେ ୨୨ ବର୍ଷ କ୍ୟାରିୟରରେ ପ୍ରଥମଥର…
ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର ପ୍ରାଇମ ଭିଡିଓ ସିରିଜ ‘ସିଟାଡେଲ’ରେ ନଜର ଆସିବେ । ନିକଟରେ ଏହି ସିରିଜର ଟ୍ରେଲର ରିଲିଜ କରାଯାଇଥିଲା । ଟ୍ରେଲରରେ ପ୍ରିୟଙ୍କା ଜବରଦସ୍ତ ଆକ୍ସନ ସିକ୍ୱୋନ୍ସ କରୁଥିବା ନଜର ଆସିଥିଲା । ଅଭିନେତ୍ରୀ…
ସତୀଶଙ୍କୁ ଶେଷ ଦର୍ଶନ ବେଳେ ଭାବବିହ୍ବଳ ହେଲେ ସଲମାନ୍, ଲୁଚାଇଲେ ଲୁହ…
ନୂଆଦିଲ୍ଲୀ: ମାର୍ଚ୍ଚ ୯ ସିନେମାଜଗତ ପାଇଁ ଏକ କଳାଦିନ ଥିଲା। ବଲିଉଡ୍ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା। ବିଶେଷକରି ତାଙ୍କର ପ୍ରଶଂସକ, ବନ୍ଧୁ ଏବଂ ପରିବାରଲୋକେ ଏହି ଖବର ଶୁଣି ଭାଙ୍ଗି ପଡ଼ିଥିଲେ। ଗୁରୁବାର…
ଲୋକପ୍ରିୟ ଶୋ’ର ଶୁଟିଂସେଟ୍ରେ ଲାଗିଛି ଭୟଙ୍କର ନିଆଁ
ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଶୋ’ ‘ଗୁମ୍ ହୈ କିସି କେ ପ୍ୟାର୍ ମେ’ର ଶୁଟିଂ ସେଟ୍ରେ ଲାଗିଛି ଭୟଙ୍କର ନିଆଁ। ଏହି ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳି ନ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ…
କରନ୍-ତେଜସ୍ବୀଙ୍କ ବ୍ରେକ୍ଅପ୍ ନେଇ ଚର୍ଚ୍ଚା ! ଅଭିନେତ୍ରୀ କହିଲେ…
ବମ୍ବେ: ଟେଲିଭିଜନର ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି ମଧ୍ୟରୁ ଅଭିନେତା କରନ୍ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ଅନ୍ୟତମ। ବିଗ୍ବସ୍ ଘରୁ ଦୁହିଁଙ୍କ ସମ୍ପର୍କ ହୋଇଥିଲା ଆରମ୍ଭ। ଦୀର୍ଘ ଦୁଇ ବର୍ଷ ଧରି ଡେଟିଂ କରିବା ପରେ ସେମାନଙ୍କର ବ୍ରେକ୍ଅପ୍ ହୋଇଥିବା ନେଇ…
ରଣବୀରଙ୍କ ପରେ ଏବେ ଏହି ଅଭିନେତା ଆସିବେ ସଞ୍ଜୟ ଦତ୍ତଙ୍କ ଭୂମିକାରେ
ମୁମ୍ବାଇ: ‘ଲଭ ହଷ୍ଟେଲ’ରୁ ବଲିଉଡରେ ପାଦ ଦେଇଥିବାରୁ ‘ହିରୋପନି୍ଥ ୨’ରେ ତାରା ସୁତାରିଆଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିବା ନବନିତ ମଲିକ କିଛି ଉଲ୍ଲେଖନୀୟ ପରିଯୋଜନାରେ ତାଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ସେ କୁହନ୍ତି ମୋ ଭଳି ଜଣେ ନବାଗତଙ୍କୁ…
ଲକଡାଉନରେ ମାଇଗ୍ରେଟ ୱାର୍କର୍ସଙ୍କ ସମସ୍ୟା କଥା କହୁଛି ‘ଭିଡ’ ପଳାୟନର ଦୃଶ୍ୟ ଦେଖିଲେ ଥରି ଉଠିବ ଛାତି
ମୁମ୍ବାଇ: କୋଭିଡ ୧୯ ମହାମାରୀର ଖରାପ ସମୟ ଉପରେ ପର୍ଯ୍ୟବେଶିତ ହୋଇଛି ଅପକମିଂ ଫିଲ୍ମ ‘ଭିଡ’ । ଏବେ ଏହାର ଟ୍ରେଲର ରିଲିଜ ହୋଇଛି । ଶୁକ୍ରବାର ଟି-ସିରିଜ ତା’ର ୟୁଟ୍ୟୁବ ଚ୍ୟାଲେରେ ୨ମିନିଟରୁ ଅଧିକ ସମୟର ଲମ୍ବା ଭିଡିଓ ପୋଷ୍ଟ…
ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାନ୍ତି ରଣବୀର, ନାଁ ଶୁଣିଲେ ଆଲିଆଙ୍କୁ ଲାଗିବ ଝଟ୍କା
ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରେ ରଣବୀର କପୁର ପୁଣି ଥରେ ବକ୍ସ ଅଫିସରେ ସଫଳତାର ସ୍ବାଦ ଚାଖିଛନ୍ତି। ତାଙ୍କ ଫିଲ୍ମ ‘ତୁ ଝୁଠି, ମୈ ମକ୍କର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ତାଙ୍କ ଫିଲ୍ମର ପ୍ରମୋଶନ ସମୟରେ ରଣବୀର…
ହୃଦୟ ଜିତିଲେ ଜୁନିଅର୍ ଏନ୍ଟିଆର୍
୯୫ତମ ଓସ୍କାର ପୁରସ୍କାର ଉପରେ ସମସ୍ତ ଭାରତୀୟଙ୍କ ନଜର ରହିଛି। ଏହି ପୁରସ୍କାର ସମାରୋହ ସମସ୍ତ ଦେଶବାସୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବାକୁ ଯାଉଛି। କାରଣ ସାଉଥ୍ ନିର୍ଦ୍ଦେଶକ ଏସ ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ର ଗୀତ ‘ନାଟୁ ନାଟୁ’ ବେଷ୍ଟ…
Archives


