ବିନା ଅଡିଶନରେ ଆଗଧାଡ଼ିର ଏହି ଅଭିନେତ୍ରୀମାନେ ଫିଲ୍ମରେ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କେମିତି…
ମୁମ୍ବାଇ: ବଲିଉଡ୍ର ଆଗଧାଡ଼ିର କିଛି ଅଭିନେତ୍ରୀ ବିନା ଅଡିଶନରେ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି। ଯେଉଁମାନେ ଆଜି ଜଣେ ଜଣେ ସଫଳ ଅଭିନେତ୍ରୀ ଭାବରେ ଇଣ୍ଡଷ୍ଟ୍ରିରେ ନାଁ ବି କମାଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ… ଐଶ୍ୱର୍ଯ୍ୟା ରାୟ: ନୀଳନୟନା ଐଶ୍ୱର୍ଯ୍ୟା ରାୟ…
ଷ୍ଟେଜ୍ ଉପରେ ସଲମାନଙ୍କୁ ବିବାହ ପ୍ରସ୍ତାବ
ମୁମ୍ବାଇ: ସଲମାନ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ସମାଲୋଚକମାନଙ୍କ୍ଠାରୁ ମିଶ୍ରିତ ସମୀକ୍ଷା ଗ୍ରହଣ କରିଥିଲା କିନ୍ତୁ ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ କରୁଛି। ଭାଇଜାନଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ…
ଡେଟ କରୁଛନ୍ତି ତମନ୍ନା!
ମୁମ୍ବାଇ: ବଲିଉଡରେ ବିଜୟ ବର୍ମା ଓ ତମନ୍ନା ଭାଟିଆଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଚାଲିଛି। ଉଭୟଙ୍କୁ ଅନେକ ସମୟରେ ପାର୍ଟିରେ ଦେଖିବାକୁ ମିଳୁଛି। ଏହି ଆଫେୟାର ଭିତରେ ଏବେ ତମନ୍ନା ଓ ବିଜୟଙ୍କୁ ଡିନର ଡେଟରେ ଯାଉଥିବା ବେଳେ ସ୍ପଟ କରାଯାଇଛି।…
ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଇଲିଆନା
ମୁମ୍ବାଇ: ବଲିଉଡ ମୁଭିର ଆଗଧାଡିର ନାୟିକା ଇଲିଆନା ଡିକ୍ରୁଜ ୩୬ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି। କିଛିଦିନ ତଳେ ଅଭିନେତ୍ରୀ ପ୍ରେଗ୍ନେସି ଖବର ଶେୟାର କରି ପ୍ରଶଂସକଙ୍କୁ ଚକିତ କରି ଦେଇଥିଲେ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ପ୍ରେଗ୍ନେସି କ୍ରଓ୍ବେିଙ୍ଗସ କଥା କହିଥିଲେ।…
ଏହି ସବୁ ବଡ ଫିଲ୍ମକୁ ସଲମାନ କରିଥିଲେ ରିଜେକ୍ଟ କିନ୍ତୁ ଶାହରୁଖ ଏଥିରେ ଅଭିନୟ କରି ହୋଇଥିଲେ ସୁପରଷ୍ଟାର
ମୁମ୍ବାଇ,୨୫।୪: ସଲମାନ ଖାନ୍ ତାଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଯୋଗୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବକ୍ସ ଅଫିସରେ ଏହା ସେତେଟା ହିଟ୍ ହୋଇପାରି ନାହିଁ। ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଫିଲ୍ମ ୬୫କୋଟିର ବ୍ୟବସାୟ…
‘ଜଓ୍ବାନ’ ପରେ ଫିଲ୍ମ ‘ଡଙ୍କି’ର ଶୁଟିଂ ଚଳାଇଛନ୍ତି ଶାହାରୁଖ: କଶ୍ମୀରରେ ଆସିଲେ ନଜର
ମୁମ୍ବାଇ: ସୁପରଷ୍ଟାର ଅଭିନେତା ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ୍’ ବକ୍ସ ଅଫିସରେ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଆଜିକାଲି କିଙ୍ଗ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।…
୧୦୦ କୋଟି କ୍ଲବ୍ରେ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’
ମୁମ୍ବାଇ: ଇଦ ଅବସରରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ କେବଳ ଦେଶରେ ନୁହେଁ ବିଶ୍ୱବ୍ୟାପୀ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ବର୍ତ୍ତମାନ ଆଉ ଏକ ରେକର୍ଡ ସୃଷ୍ଟି କରି…
କରିନାଙ୍କ ପାଇଁ ବ୍ରେକଫାଷ୍ଟ ପରସିଲେ ଜେହ
ମୁମ୍ବାଇ: ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କର ଆକ୍ଟିଭିଟିଜ ସହ ଫ୍ୟାମିଲି ପିକ୍ଚର୍ସ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି। ନିକଟରେ କରିନା ତାଙ୍କ ପୁଅ ଜାହାଙ୍ଗିର ଅଲି ଖାଁଙ୍କ ସନଡେ’ ବ୍ରେକଫାଷ୍ଟ ସର୍ଭ…
ଝିଅ ପାଇଁ ଇଟାଲୀରୁ ବିଶେଷ ଉପହାର ଆଣିଲେ ପ୍ରିୟଙ୍କା-ନିକ
ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନାସ ଅନେକ ସମୟରେ କିଛି ନା କିଛି କାରଣକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ନିକଟରେ ଏହି କପଲ ଇଟାଲୀରୁ ଫେରିଛନ୍ତି। ସେଠାକୁ ସେମାନେ ପିସିଙ୍କ ଅଭିନୀତ ମୁଭି…
ଏକାଠି ନଜର ଆସିବେ ଅଜୟ ଦେବଗନ-ଦୀପିକା
ମୁମ୍ବାଇ: ଅଜୟ ଦେବଗନ ଏବଂ ରୋହିତ ଶେଟ୍ଟୀ ପୁଣି ଥରେ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୦୩ରେ ଡେବ୍ୟୁ ଫିଲ୍ମ ‘ଜମିନ’ ପରଠାରୁ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ଅନେକ ହିଟ୍ ଦେଇଛନ୍ତି। ‘ସିଂହମ’ ଏବଂ ‘ସିଂହମ ରିଟର୍ନସ’ର ସଫଳତା ପରେ ବର୍ତ୍ତମାନ ଅଜୟ…
ଅପେକ୍ଷାରେ ପରିଣିତି
ପରିଣିତି ଚୋପ୍ରା ଏବେ ଏକ ନୂଆ କଥା ଚିନ୍ତା କରୁଛନ୍ତି। ଯଦି ତାଙ୍କୁ ଆକ୍ସନ ଫିଲ୍ମରେ ଆକ୍ଟିଂ କରିବାର ସୁଯୋଗ ମିଳନ୍ତା, ତେବେ ସେ ନିଜ ଦକ୍ଷତା ଦେଖାଇପାରନ୍ତେ। ନିଜେ ସିନା ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି, ହେଲେ ସେଭଳି…
ଅଡୁଆ କରିଛି ବୋଲ୍ଡ ଶଟ୍
‘ମହେଞ୍ଜୋଦାରୋ’ରୁ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ ପୂଜା ହେଗଡେ। କିନ୍ତୁ ଯେଉଁ ଆଶା ନେଇ ସେ ଏଠାକୁ ଆସିଥିଲେ ତାହା କେତେ ପୂରଣ ହୋଇଛି ତାହା ତ ଅଲଗା କଥା, ହେଲେ ଏବେ ଏକ ନୂଆ ଅଫରକୁ ନେଇ ତାଙ୍କର ଟେନ୍ସନ୍…

