ମନୋରଞ୍ଜନ

ପହଁରିବାକୁ ଡର

ଭିକି କୌଶଲ ଯେ ଜଣେ ଦକ୍ଷ ଅଭିନେତା, ଏକଥା ସମସ୍ତେ ଜାଣନ୍ତି। ହେଲେ ତାଙ୍କ ମନରେ ଏକ ଅବସୋସ ରହିଯାଇଛି। ତାହା ହେଲା ପହଁରିବା ବା ସୁଇମିଙ୍ଗ। କଥା କ’ଣ କି ଭିକିଙ୍କୁ ଆଦୌ ସୁଇମିଙ୍ଗ ଜଣାନାହିଁ। ଏକଦା ସେ ତାଙ୍କ…

ପ୍ରୀତି ବନ୍ଧନ

ପ୍ରେମରେ ବି ପ୍ରତିଯୋଗିତା। ନିଜ ପ୍ରେମିକାକୁ ହାସଲ କରିବାକୁ ହେଲେ ପ୍ରେମିକକୁ ବେଳେବେଳେ ପରୀକ୍ଷା ଦେବାକୁ ପଡିଥାଏ। ଠିକ୍‌ ସେହିଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’। ନେକ୍ସଟ୍‌ ଡୋର୍‌ ଫିଲ୍ମସ୍‌…

ଗାୟିକା ରତ୍ନ

୧୯୮୧ ଅକ୍ଟୋବର ୧୫ରେ ଲକ୍ଷ୍ମୀପ୍ରିୟାଙ୍କ ଜନ୍ମ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ବାଲୁଙ୍କେଶ୍ୱର ଗ୍ରାମରେ। ମାତା ସଂଯୁକ୍ତା ଓ ପିତାଙ୍କ ନାମ ପ୍ରଫୁଲ୍ଲ କୁମାର ଦାଶ। ତିନିଭଉଣୀ ଓ ଜଣିଏ ଭାଇକୁ ନେଇ ତାଙ୍କ ପରିବାର। ପିଲାଟି ଦିନରୁ ତାଙ୍କର…

ସ୍ତ୍ରୀଙ୍କ ପାଇଁ ଟ୍ରୋଲ୍‌ ହେଲେ ରଣବୀରଙ୍କୁ

ମୁମ୍ବାଇ: ଆଦିତ୍ୟ ଚୋପ୍ରାଙ୍କ ମା’ ପାମେଲା ଚୋପ୍ରାଙ୍କ ୭୫ ବର୍ଷରେ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶେଷଦର୍ଶନ କରିବାକୁ ଘରକୁ ସେଲିବ୍ରିଟିଙ୍କ ଆଗମନ ହୋଇଥିଲା। ସେଠାକୁ କରୀନା କପୁର, ସୈଫ ଅଲି ଖାନ୍‌, କାଜଲ, ଅଜୟ ଦେବଗନ୍‌ଙ୍କ…

ରିଲିଜ ହେଲା ‘ଆଦିପୁରଷ’ର ନୂଆ ପୋଷ୍ଟର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ପ୍ରଭାସ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନଙ୍କ ଷ୍ଟାରର ମୁଭି ‘ଆଦିପୁରୁଷ’ ୩ଡିରେ ନିର୍ମାଣ କରାଯାଉଛି। ଏହାସହ ଏଥିରେ ଭିଏଫଏକ୍ସ, ସ୍ପେଶାଲ ଇଫେକ୍ସର କାମ ବହୁତ କରାଯାଇଛି। ଏହି ମୁଭିକୁ ପ୍ରଥମେ ଅଗଷ୍ଟ ୨୦୨୨ରେ ରିଲିଜ କରିବାର ଟାର୍ଗେଟ ରଖାଯାଇଥିଲା।…

ଇଦରେ ଯାଦୁ ଦେଖାଇ ପାରିଲାନି ସଲମାନଙ୍କ ମୁଭି

ମୁମ୍ବାଇ: ବଲିଉଡର ମେଗା ସୁପରଷ୍ଟାର ସଲମାନଙ୍କ ଖଁାଙ୍କ ଅଭିନୀତ ଲାଟେଷ୍ଟ ମୁଭି ‘କିସି କା ଭାଇ କିସି କି ଜାନ’ ଶୁକ୍ରବାର ରିଲିଜ ହୋଇଯାଇଛି। ପ୍ରତିଥର ପ୍ରରି ଏଥର ବି ଇଦ ଅବସରରେ ରିଲିଜ ହୋଇଛି ସଲମାନଙ୍କ ଏହି ମୁଭି। ସବୁବେଳେ…

ଦିବ୍ୟାଙ୍ଗ ପିଲାଙ୍କୁ ସଲମାନ୍‌ଙ୍କ ସର୍‌ପ୍ରାଇଜ୍‌

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ସଲମାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’। ତେବେ ଫିଲ୍ମକୁ ସିନେପ୍ରେମୀଙ୍କ ଖୁବ୍‌ ଭଲ ରେସ୍ପନ୍ସ ମଧ୍ୟ ମିଳିବାରେ ଲାଗିଛି। ସବୁବେଳେ ପିଲାମାନଙ୍କ ପାଇଁ କିଛି ଖାସ୍‌ କରିବାକୁ ଚାହୁଁଥିବା ସଲମାନ୍‌…

ବ୍ରିଟିଶ ଖବରଦାତାଙ୍କୁ ସମୋସା ଖାଇବା ଶିଖାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଗ୍ଲାମରକୁ ନେଇ ଆଜିବି ନୂଆ ଅଭିନେତ୍ରୀଙ୍କୁ ମାତ ଦେଉଛନ୍ତି। ୪୯ ବର୍ଷିୟା ଐଶ୍ୱର୍ଯ୍ୟା ତାଙ୍କ କ୍ୟାରିୟର ମଡଲିଂରୁ ଆରମ୍ଭ କରିଥିଲେ। ଅଭିନେତ୍ରୀ ୧୯୯୪ରେ ମିସ ଓ୍ବାର୍ଲଡ ମୁକୁଟ ପିନ୍ଧି ମଡେଲ ଭାବେ…

କରନ ଜୋହରଙ୍କ ମୁଭିରେ ନଜର ଆସିବେ ସଲମାନ!

ମୁମ୍ବାଇ: ବଲିଉଡ ମୁଭି ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ସଲମାନ ଖାଁ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ପୁଣି ଚର୍ଚ୍ଚାକୁ ଆସିଲେଣି। ଏମିତି ଏକ ଖବର ଶୁଣି ତାଙ୍କ ପ୍ରଶଂସକ ଉତ୍ସାହିତ ହୋଇପାରନ୍ତି।…

ଟୁଇଟର ଭାଇ, ଟଙ୍କା ଦେଇ ସାରିଛି ଏବେ ବ୍ଲୁ ଟିକ୍‌ ଫେରାଇ ଦିଅନ୍ତୁ: ଅମିତାଭ ବଚ୍ଚନଙ୍କ ମଜାଦାର ପୋଷ୍ଟ

ମୁମ୍ବାଇ,୨୧।୪: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ଶୁକ୍ରବାର ଅନାଦାୟ ଆକାଉଣ୍ଟଗୁଡିକର ବ୍ଲୁ ଟିକ୍‌ କାଟି ଦେଇଛି। ସେହି ଆକାଉଣ୍ଟଗୁଡିକ ମଧ୍ୟରେ ବହୁତ ସେଲିବ୍ରେଟିଙ୍କ ଟୁଇଟର ଆକାଉଣ୍ଟ ରହିଛି। ଏ ନେଇ ଟୁଇଟର ନିଜ ପ୍ରତିକ୍ରିୟାରେ କହିଛି, ଭେରିଫାଇଡ୍‌ ଆକାଉଣ୍ଟ ସେମାନଙ୍କ ବ୍ଲୁ ଟିକ୍‌…

‘କିସି କା ଭାଇ କିସି କି ଜାନ୍‌’ ରିଲିଜ ପରେ ତର୍କ ବିତର୍କ ଆରମ୍ଭ

ମୁମ୍ବାଇ: ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ରିଲିଜ ହୋଇଛି। ଏହି ଫିଲ୍ମରେ ଭାଇଜାନ ସଲମାନ ଦୀର୍ଘ ୪ ବର୍ଷ ପରେ ରୁପେଲି ପରଦାକୁ ଫେରିଛନ୍ତି। ରିଲିଜ ହେଉ ହେଉ ଫିଲ୍ମକୁ ନେଇ ନାନା ତର୍କ ବିତର୍କ ଆରମ୍ଭ…

ରିଲିଜ ହେଲା ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଶୁକ୍ରବାର ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ତେବେ ପ୍ରାୟ ତିନି ବର୍ଷ ପରେ ସଲମାନ ଏହି ଫିଲ୍ମ ମାଧ୍ୟମରେ ପରଦାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?