ମନୋରଞ୍ଜନ

ପୁରୁଣା ଦିନକୁ ମନେ ପକାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଇଣ୍ଡଷ୍ଟ୍ରିରେ ୧୭ ବର୍ଷ ପୂରଣ କରିଛନ୍ତି। ବଲିଉଡ କୁଇନ ଏହି ଅବସରରେ ଅନୁରାଗ ବାସୁଙ୍କ ସହ ତାଙ୍କ ପୁରୁଣା ଦିନର ସ୍ମୃତିକୁ ମନେପକାଇଛନ୍ତି। ଅନୁରାଗ ବାସୁଙ୍କ ସହ ଏକ ଫଟୋ ଶେୟାର କରି କଙ୍ଗନା…

ଫିଟ୍‌ନେସ୍‌ ପାଇଁ ସ୍ତ୍ରୀଙ୍କୁ ଶ୍ରେୟ ଦେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଫିଟ୍‌ନେସ୍‌ର ରାଜ୍‌ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି, ଟ୍ୟାନିଂରୁ ରକ୍ଷା ପାଇବା ପାଇଁ ମୁଁ ମୁହଁକୁ…

ଟମ କ୍ରୁଜଙ୍କୁ ବାହା ହେବାକୁ ଚାହାନ୍ତି ଅମିଶା ପଟେଲ

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟିକା ଅମିଶା ପଟେଲ। ସେ ତାଙ୍କ ଗ୍ଲାମର ଓ ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ । ଏବେ ସେ ଏମିତି ଏକ ଷ୍ଟେଟମେଣ୍ଟ ଦେଇଛନ୍ତି ଯାହାକୁ ନେଇ ସେ ପୁଣି…

ବାପା ହେବାକୁ ଚାହୁଁଥିଲେ ସଲମାନ, ହେଲେ…

ମୁମ୍ବାଇ,୩୦।୪:ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରିଲିଜ୍‌ ହେବା ପରେ ଦର୍ଶକଙ୍କ ଠାରେ ମିଶ୍ରଣ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏକ ସାକ୍ଷାତକାରରେ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରକାଶ…

ଆଖି ମାରି ରାତାରାତି ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତ୍ରୀ, ଦୀର୍ଘଦିନ ପରେ ପୁଣି ଦେଖାଇଲେ ମୁହଁ

ମୁମ୍ବାଇ: ୨୦୧୯ରେ ଦକ୍ଷିଣର ଜଣେ ଝିଅ ସ୍କୁଲ ଡ୍ରେସ୍‌ରେ ଥାଇ ଆଖି ମାରି ରାତାରାତି ପ୍ରସିଦ୍ଧ ହୋଇଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ। ତାଙ୍କୁ ଲୋକେ ‘ଓ୍ବିଙ୍କ୍‌ ଗର୍ଲ’ ଭାବେ ଜାଣନ୍ତି। ଯିଏ…

ଖୋଜୁଛନ୍ତି ହ୍ରିତିକ

ଏବେ ଏକ ନୂଆ ମିଶନରେ ବ୍ୟସ୍ତ ଅଛନ୍ତି ହ୍ରିତିକ ରୋଶନ। ତାହା କ’ଣ ଜାଣନ୍ତି ? ସେ ଏକ ଦମଦାର ବାୟୋପିକ୍‌ କାହାଣୀ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଗତ କିଛି ବର୍ଷ ଧରି ବଲିଉଡ୍‌ରେ ବାୟୋପିକ ସିନେମା ନିର୍ମାଣ ଧାରା ଜାରି…

ନୂଆ ଲୁକ୍‌ରେ ସ୍ବରାଜ

ଆମ ସମାଜରେ ଅନେକ ପ୍ରକାର ପ୍ରଥା ପରମ୍ପରା କାହିଁ କେବେଠାରୁ ରହି ଆସିଛି। ଆମେ ମଧ୍ୟ ସେଗୁଡିକୁ ପ୍ରାୟ ମାନିଥାଉ। ତେବେ ଏଭଳି କଥା ପଛରେ ଲୁଚି ରହିଥିବା ରହସ୍ୟକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରଥା’। ନିକଟରେ…

ଟେନସନ୍‌ରେ ସାରା

ସୈଫ ତନୟା ସାରା ଅଲ୍ଲୀ ଖାଁ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଏ ନେଇ ବଲିଉଡ୍‌ରେ ଜୋରସୋର ଆଲୋଚନା ଚାଲିଛି। ଯେତେବେଳେ ଏ ବିଷୟରେ ସାରା ଜାଣିବାକୁ ପାଇଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ସେତିକି ନୁହେଁ, ଏଭଳି…

ଏକାଠି ନଜର ଆସିଲେ ରେଖା-କବୀର ବେଦୀ

ମୁମ୍ବାଇ,୨୯।୪: ଆପଣ ୮୦ଦଶକ ବଲିଉଡ ଫିଲ୍ମର ପ୍ରଶଂସକ କି? ତା’ହେଲେ ଆପଣ ନିଶ୍ଚିତ ଭାବରେ ରେଖା ଏବଂ କବୀର ବେଦୀଙ୍କ ‘ଖୁନ ଭରି ମାଙ୍ଗ’ ଫିଲ୍ମର ଲୋକପ୍ରିୟ କୁମ୍ଭୀର ସିନ୍‌୍‌କୁ ନିିିଶ୍ଚିତ ଭାବେ ମନେ ରଖିଥିବେ। ତେବେ ପୁଣି ଥରେ କବୀର…

ରିଲିଜ ପୂର୍ବରୁ ସାମ୍ନାକୁ ଆସିଲା ‘ଆଇବି ୭୧’ର ପ୍ରମୋ

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମଓ୍ବାଲାଙ୍କ ଆଗାମୀ ମୁଭି ‘ଆଇବି ୭୧’ର ପ୍ରମୋ ରିଲଜ ହୋଇ ସାରିଛି। ସଂକଳ୍ପ ରେଡ୍ଡିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମୁଭି ଭାରତୀୟ ଗୁଇନ୍ଦା ସଂସ୍ଥା ଓ ପାକିସ୍ତାନର ମଧ୍ୟ ଯୁଦ୍ଧ ଭିତରର କାହାଣୀ। ‘ଆଇବି ୭୧’ର…

‘ଧୁମ-୪’ରେ ନେଗେଟିଭ ରୋଲରେ ନଜର ଆସିବେ ଜନ ଆବ୍ରାହମ

ମୁମ୍ବାଇ: ଧୁମ ମୁଭି ସିରିଜର ଦର୍ଶକଙ୍କ ପାଇଁ ଖୁସି ଖବର। ଧୁମ, ଧୁମ-୨, ଓ ଧୁମ-୩ ପରେ ଧୁମ-୪ର ଘୋଷଣା ବି କରାଯାଇଛି। ୨୦୦୪ରେ ରିଲିଜ ହୋଇଥିବା ‘ଧୁମ’ରେ ପ୍ରଥମ ଏପିସୋଡରେ ଜନ ଆବ୍ରାହମ ନେଗେଟିଭ ରୋଲରେ ନଜର ଆସିଥିଲେ। ଧୁମ-୨ରେ…

ଦ୍ୱିତୀୟ ଥର ଗର୍ଭବତୀ ହେଲେ ଅର୍ଜୁନ ରାମପାଲଙ୍କ ପ୍ରେମିକା

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ପ୍ରେମିକା ଗାବ୍ରିଏଲା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ନିକଟରେ ଗାବ୍ରିଏଲା ପ୍ରେଗ୍‌ନାନ୍ସି ସମୟର ଫଟୋଶୁଟ୍‌ କରିଛନ୍ତି। ଏହି ସମୟର ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ସେ ଗର୍ଭବତୀ ଥିବା ସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri