ମନୋରଞ୍ଜନ

‘ଆଦିପୁରୁଷକୁ ବ୍ୟାନ ପାଇଁ ଉଠିଲା ଦାବି’, ଅଯୋଧ୍ୟା ସନ୍ଥ କହିଲେ ବଲିଉଡ ହିନ୍ଦୁ ଧର୍ମକୁ ନଷ୍ଟ କରୁଛି

ନୂଆଦିଲ୍ଲୀ,୧୯।୬: ଓମ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ କ୍ରମାଗତ ଭାବେ ଟ୍ରୋଲ ହେବାରେ ଲାଗିଛି। ଗତ କିଛି ମାସ ଧରି ଲୋକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ହେଲେ ଫିଲ୍ମଟି ଦର୍ଶକଙ୍କ ଆଶାକୁ ଭାଙ୍ଗି ଦେଇଛି। ଏଥି ସହିତ ବର୍ତ୍ତମାନ…

ବିବାଦରେ ‘ଆଦିପୁରୁଷ’, ବଦଳିବ ଡାଇଲଗ୍‌

ଭୁବନେଶ୍ୱର,୧୯।୬(ଶର୍ମିଷ୍ଠା ପାଣିଗ୍ରାହୀ): ରାମାୟଣ କଥାବସ୍ତୁକୁ ନେଇ ଭିନ୍ନ ଭାବେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ବିବାଦରେ ଛନ୍ଦି ହୋଇଯାଇଛି। ହିନ୍ଦୀ, ତେଲୁଗୁ ଆଦି ବିଭିନ୍ନ ଭାଷାରେ ରିଲିଜ୍‌ ହୋଇଥିବା ଏହି ଚଳଚ୍ଚିତ୍ରରେ ରହିଥିବା ଚରିତ୍ରର ବେଶଭୂଷା, ଡାଇଲଗ୍‌ ଓ ତଥ୍ୟକୁ ନେଇ…

ଆଲିଆଙ୍କ ପ୍ରଥମ ହଲିଉଡ ମୁଭି ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ମୋଷ୍ଟ ଆଓ୍ବେଟେଡ ହଲିଉଡ ମୁଭି ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହା ବଲିଉଡ କୁଇନ ଆଲିଆ ଭଙ୍କ ପ୍ରଥମ ହଲିଉଡ ମୁଭି। ଏହାସହ ପ୍ରଥମଥର ଲାଗି ଆଲିଆ ଏକ ହଲିଉଡ ମୁଭିରେ ଭିଲେନ ଭୂମିକାରେ…

ବିବାହକୁ ନେଇ ଏମିତି କହିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜବଲ୍‌ ବ୍ୟାଚଲର। ତାଙ୍କ ଚେହେରା, ହସ ଏବଂ ଷ୍ଟାଇଲ୍‌ ଉପରେ ସାରା ବିଶ୍ୱର ନଜର। ଝିଅମାନେ କ’ଣ ପୁଅମାନେ ମଧ୍ୟ ତାଙ୍କ ଷ୍ଟାଇଲ୍‌କୁ ଖୁବ୍‌ ପସନ୍ଦ କରନ୍ତି। ବି’ ଟାଉନରେ କାର୍ତ୍ତିକ…

ବାହା ହେଲେ କରନ ଦେଓଲ

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରନ ଦେଓଲ ନାମିଦାମି ଫିଲ୍ମ ମେକର ବିମଲ ରୟଙ୍କ ଅଣ ନାତୁଣୀ(ବିମଲ ରୟଙ୍କ ଝିଅ ରିଙ୍କୁ ଭଟ୍ଟାଚାର୍ଯ୍ୟ ଓ ବାସୁ ଭଟ୍ଟାଚାର୍ଯ୍ୟଙ୍କ ନାତୁଣୀ)ଦ୍ରିଶା ଆଚାର୍ଯ୍ୟଙ୍କ ବିବାହର କିଛି ଫଟୋ ଏବେ…

ଚ୍ୟାଲେଞ୍ଜ ଦେବେ ସ୍ବରାଜ

ସ୍ବରାଜ ବାରିକ ଏକ ଭିନ୍ନ ଗେଟଅପରେ ଦର୍ଶକଙ୍କ ସାମନାକୁ ଆସିବେ। କେବଳ ଗେଟଅପ ନୁହେଁ, ଭୂମିକାରେ ମଧ୍ୟ ନୂତନତ୍ୱ ରହିଛି। ଆଉ ଏଭଳି ଏକ ରୋଲ୍‌ର ସଫଳତାକୁ ନେଇ ବେଶ୍‌ ଆଶା ବାନ୍ଧିଛନ୍ତି ସେ। ଫିଲ୍ମଟିର ଟାଇଟଲ ହେଲା ‘ପ୍ରଥା’। କିଛି…

ଆଦିପୁରୁଷ ଫିଲ୍ମକୁ ବ୍ୟାନ କରିବାକୁ ୟୁପିରେ ଉଠିଲା ଦାବି, ଯୋଗୀଙ୍କୁ ଚିଠି ଲେଖିଲା ଆରଏଲଡି

ଲକ୍ଷ୍ନୌ,୧୮।୬: ଉତ୍ତରପ୍ରଦେଶରେ ବଲିଉଡ ମୁଭି ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି। ରାଷ୍ଟ୍ରୀୟ ଲୋକ ଦଳ ଅର୍ଥାତ୍‌ ଆରଏଲଡି ରାଜ୍ୟ ସଭାପତି ବ୍ୟବସାୟ ରୋହିତ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଏକ…

‘ଆଦିପୁରୁଷ’ର ସୀତା ଭୂମିକା ପାଇଁ ପ୍ରଥମେ ଏହି ଅଭିନେତ୍ରୀଙ୍କୁ କରାଯାଇଥିଲା ଚୟନ

ମୁମ୍ବାଇ: ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାରଠାରୁ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି। ତେବେ ଏହି ଫିଲ୍ମକୁ ନେଇ ନାନା ଆଲୋଚନା ହେଉଛି। ଫିଲ୍ମରେ ବାହୁବଳୀ ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ୍‌ ଅଭିନେତ୍ରୀ କ୍ରିତି ସାନନ…

ଗୋଟିଏ ଫିଲ୍ମ କରିବାକୁ ଏତିକି ଟଙ୍କା ଚାର୍ଜ କରନ୍ତି ସଲମାନ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…

ତମନ୍ନାଙ୍କ ଉପରେ ଖପ୍ପା ହେଲେ ପ୍ରଶଂସକ

ମୁମ୍ବାଇ: ମନୋରଞ୍ଜନ ଜଗତର ଆଗଧାଡିର ନାୟିକା ତମନ୍ନା ଭାଟିଆ ଏବେ କେତେଗୁଡିଏ କାରଣକୁ ନେଇ ଅଛନ୍ତି ଚର୍ଚ୍ଚାରେ। ତାଙ୍କ ଅଭିନୀତ ଓ୍ବେବ ସିରିଜ ଜି କରଦା ରିଲିଜ ହୋଇଯାଇଛି। ଏହାର ପ୍ରମୋଶନ ଇଣ୍ଟରଭ୍ୟୁରେ ବିଜୟ ବର୍ମାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ…

ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତ୍ରୀ ଅମିଷା

ମୁମ୍ବାଇ,୧୭।୬: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅମିଷା ପଟେଲଙ୍କ ଅସୁବିଧା ବଢିବାରେ ଲାଗିଛି। ଠକେଇ ମାମଲାରେ ଶନିବାର ଅଭିନେତ୍ରୀ ଅମିଷା ମୁହଁ ଘୋଡାଇ ରାଞ୍ଚି ସିଭିଲ କୋର୍ଟରେ ପହଞ୍ଚିଥିଲେ। ଏହା ପରେ ଅଭିନେତ୍ରୀ ଆତ୍ମସମର୍ପଣ କରିଥିଲେ। ଅମିଷା ପଟେଲ ଏବଂ ତାଙ୍କ ବିଜନେସ…

‘ଆଦିପୁରୁଷ’ ଫିଲ୍ମର ହନୁମାନଙ୍କ ଡାଇଲଗ୍‌କୁ ନେଇ ବିବାଦ, ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିର ଦେଲେ ଏଭଳିି ପ୍ରତିକ୍ରିୟା

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି। ରିଲିଜ୍‌ ହେଉଣୁ ଏହି ଫିଲ୍ମ ବିବାଦ ଘେରକୁ ଆସଛିି। ଫିଲ୍ମକୁ ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଭଲ ସମୀକ୍ଷା ମିଳିିନାହିଁ। ତେବେ ଦେଖାଯାଇଛି କି, ଫିଲ୍ମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?