ମନୋରଞ୍ଜନ

ରିଲିଜ୍‌ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଅରମାନଙ୍କ ନୂଆ ଗୀତ ‘ଜହର’

ମୁମ୍ବାଇ: କେବଳ ଗୀତ ପାଇଁ ନୁହେଁ ସୋସିଆଲ ମିଡିଆ ୟୁଟ୍ୟୁବରେ ଅରମାନ ମଲିକ ବହୁତ ଲୋକପ୍ରିୟ। ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ୟୁଟ୍ୟୁବର୍‌ ଅରମାନ ତାଙ୍କର ‘ଜହର’ ନାମକ ଏକ ନୂଆ ଗୀତ ସୋସିଆଲ ମିଡିଆରେ…

ସଲମାନଙ୍କ ମୋଟ୍‌ ସମ୍ପତ୍ତି କେତେ ଜାଣନ୍ତି…

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…

ଲୋକପ୍ରିୟ ଗାୟିକା ଶାରଦାଙ୍କର ପରଲୋକ

ମୁମ୍ବାଇ:ଲୋକପ୍ରିୟ ଗାୟିକା ଶାରଦାଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ଶାରଦା ରଞ୍ଜନ ଲାଏଙ୍ଗର ଭାରତରେ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି। ସେ ବେଷ୍ଟ ଫିମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର୍‌ ଭାବେ ସମ୍ମାନୀତ ହୋଇଛନ୍ତି। ତାଙ୍କର ଲୋକପ୍ରିୟ…

ଲଭ୍‌ ଲାଇଭକୁ ନେଇ ମୁହଁ ଖୋଲିଲେ ତମନ୍ନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ କିଛିଦିନ ହେବ ତାଙ୍କ ଲଭ ଲାଇଭ ନେଇ ଚର୍ଚ୍ଚାରେ ରହୁଥିଲେ। ଅଭିନେତ୍ରୀଙ୍କୁ ବିଜୟ ବର୍ମାଙ୍କ ସହ ଅନେକଥର ଦେଖିବାକୁ ମିଳିଛି। ଗୋଆରେ ହୋଇଥିବା ନବବର୍ଷ ଉତ୍ସବରେ ଏମାନେ ଏକାଠି ନଜର ଆସିଥିଲେ। ସେ ସମୟରେ…

କାଜାନ ଖାନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୧୪।୬: ଖ୍ୟାତନାମା ଦକ୍ଷିଣଭାରତୀୟ ଚଳଚ୍ଚିତ୍ର ଅଭିନେତା କାଜାନ ଖାନ୍‌ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ଘଟିଛି। ମାଲୟାଲମ, ତାମିଲ ଏବଂ କନ୍ନଡ଼ର ଭାଷାଭାଷୀ ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଛି। ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ସେ କାର୍ଯ୍ୟ କରିଛନ୍ତି। ଫିଲ୍ମ…

ବିବାହ କରିବେ କଙ୍ଗନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ସବୁବେଳେ ଜାଙ୍କ ବୟାନବାଜିକୁ େଇ ଚର୍ଚ୍ଚାରେ ଥା’ନ୍ତି। ଗୋଟିଏ ପଟେ ଅଭିନେତ୍ରୀ ତାଙ୍କର ପ୍ରତିଟି ଅଭିନୟ ଦମଦାର ପ୍ରଦର୍ଶନ କରୁଥିବାବେଳେ ଅନ୍ୟ ପଟେ ବି-ଟାଉନ ସେଲିବ୍ରେଟିଙ୍କ ସମାଲୋଚନା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ତାଙ୍କର…

କାର୍ତ୍ତିକ ସେୟାର୍‌ କଲେ କିଆରାଙ୍କ ସହ ମ୍ୟାରେଜ୍‌ ଫଟୋ!

ମୁମ୍ବାଇ: କାର୍ତ୍ତିକ ଆର୍ୟନ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ତାଙ୍କ ମ୍ୟାରେଜ୍‌ ଫଟୋ ସେୟାର କରିଛନ୍ତି। ସେଥିରେ ସେ ଓ କିଆରା ଆଡଭାନୀ ବେଦୀ ଉପରେ ବସି ପୋଜ୍‌ ଦେଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସ ପୋଷ୍ଟରେ ସକିଙ୍ଗ୍‌…

ପାଇଲଟ ସାଇଣ୍ଟିଷ୍ଟ ହେବାକୁ ଲକ୍ଷ୍ୟ ରଖିଥିଲେ ଦିଶା

ମୁମ୍ବାଇ: ସିଲଭର ସ୍କ୍ରିନରେ ନିଜର ଅଭିନୟ ସହିତ ପ୍ରଶଂସକଙ୍କୁ ଘାୟଲ କରିବାରେ ମାହିର ଦିଶା ପାଟନୀ ବାସ୍ତବରେ ‘ବରେଲି କି ବାର୍ଫି’ ହୈ। ଅର୍ଥାତ ଦିଶା ୧୩ ଜୁନ ୧୯୯୨ରେ ଉତ୍ତରପ୍ରଦେଶର ବରେଲିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ପୋଲିସ…

ବିଜୟଙ୍କ ସହ ରିଲେଶନକୁ କନଫର୍ମ କଲେ ତମନ୍ନା

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଓ ବିଜୟ ବର୍ମାଙ୍କ ରିଲେସନଶିପକୁ ନେଇ କିଛଇଦିନ ହେବ ଚର୍ଚ୍ଚା ଲାଗି ରହିଛି। ଏମାନଙ୍କୁ ଅନେକଥର ସ୍ପଟ ବି କରାଯାଇଛି। ଗୋଆରେ ହୋଇଥିବା ନ୍ୟୁୟର ପାର୍ଟିରେ ଏମାନଙ୍କୁ ଏକାଠି ସ୍ପଟ କରାଯାଇଥିଲା। ଏହିସମୟରେ ଏମାନେ ପରସ୍ପରକୁ…

ବାଥରୁମରେ ଭୋ ଭୋ କନ୍ଦୁଥିଲେ ଏହି ଅଭିନେତ୍ରୀ

ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ଧାରା ପାଣ୍ଡ୍ୟା ଭୂମିକାରେ ଅଭିନୟ କରିି ଶାଇନି ଦୋଶୀ ପରିଚିତ ହୋଇଥିଲେ । ହେଲେ ଦିନ ଥିଲା ତାଙ୍କୁ ନିର୍ଦ୍ଦେଶକଙ୍କଠାରୁ ଜୋରଦାର ଗାଳି ଶୁଣିବାକୁ ପଡ଼ୁଥିଲା। ଏହାପରେ ସେ ବାଥରୁମକୁ ଯାଇ ଭୋ…

ପ୍ରଯୋଜିକା ହେବେ କ୍ରିତି

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ଅଭିନିତ ମୁଭି ‘ଆଦିପୁରୁଷ’ ଜୁନ ୧୬ରେ ରିଲିଜ ହେବାକୁ ଯାଉଛି, ଯେଉଁଥିରେ ପ୍ରଭାସ ଏବଂ ଶୈଫ ଅଲି ଖାନ ତାଙ୍କ ସହ ଅଛନ୍ତି। ଏହା ବ୍ୟତୀତ…

ଓକିଲ ଭୂମିକାରେ ନଜର ଆସିବେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ବଡ ପରଦା ପରେ ଏବେ ଓଟିଟିରେ ଧମାଲ କରିବାକୁ ପ୍ରସ୍ତୁତ ହେଲେଣି। ଅଭିନେତ୍ରୀ ଖୁବଶୀଘ୍ର ଓ୍ବେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ଓଟିଟି ଡେବ୍ୟୁ କରିବେ। ଏହି ସିରିଜର ଘୋଷଣାବି ଅଭିନେତ୍ରୀ ଖୁବ ୟୁନିକ ଢଙ୍ଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?